ବ୍ୟବହାରକାରୀ:Soumendrak/ଯାନ୍ତ୍ରିକ ଅନୁବାଦିକରଣ

ଉଇକିପିଡ଼ିଆ‌ରୁ

ଯାନ୍ତ୍ରିକ ଅନୁବାଦିକରଣ କମ୍ପ୍ୟୁଟର ଭାଷାର ସେହି ବିଭାଗକୁ ବୁଝାଏ ଯାହା କୌଣସି ଯନ୍ତ୍ର ବା ସଫ୍ଟୱେର ସହାୟତାରେ ଲେଖା କିମ୍ବା କଥାବାର୍ତ୍ତାକୁ ଗୋଟିଏ ଭାଷାରୁ ଅନ୍ୟ ଏକ ଭାଷାକୁ ଅନୁବାଦ କରିପାରେ।

ଇତିହାସ[ସମ୍ପାଦନା]

ଯାନ୍ତ୍ରିକ ଅନୁବାଦର ଉତ୍ପନ୍ନ ପାଖାପାଖି ୧୭ତମ ଶତକରେ ହୋଇଥିଲା । ୧୬୨୯ ମସିହାରେ ରେନେ ଦେଶକର୍ଟେସ (René Descartes) ଗୋଟିଏ ସାଧାରଣ ଭାଷା ପ୍ରସ୍ତାବ ଦେଇଥିଲେ ଯାହାଦ୍ୱାରା ବିଭିନ୍ନ ଭାଷାଭାଷୀ ଲୋକେ ଗୋଟିଏ ଚିହ୍ନ ଉପଯୋଗ କରିପାରିବେ । 


ଅନୁବାଦ ପ୍ରକ୍ରିୟା [ସମ୍ପାଦନା]

ମନୁଷ୍ୟକୃତ ଅନୁବାଦକୁ ଦୁଇଟି ଉପ-ପ୍ରକ୍ରିୟାରେ କୁହାଯାଇପାରେ:

  1. ମୂଳ ଲେଖାଟିକୁ ବ୍ୟାଖ୍ୟା କରିବା ଏବଂ 
  2. ବ୍ୟାଖ୍ୟା ହୋଇଥିବା ତଥ୍ୟକୁ ପରିଯୋଜିତ ଭାଷାରେ କୁଟଲେଖନ କରିବା 

ଦ୍ରୁଷ୍ଟିକୋଣ [ସମ୍ପାଦନା]

Bernard Vauquois' pyramid showing comparative depths of intermediary representation, interlingual machine translation at the peak, followed by transfer-based, then direct translation.


Notes[ସମ୍ପାଦନା]