ବ୍ୟବହାରକାରୀ:Soumendrak/ଯାନ୍ତ୍ରିକ ଅନୁବାଦିକରଣ
ଦେଖଣା
ଯାନ୍ତ୍ରିକ ଅନୁବାଦିକରଣ କମ୍ପ୍ୟୁଟର ଭାଷାର ସେହି ବିଭାଗକୁ ବୁଝାଏ ଯାହା କୌଣସି ଯନ୍ତ୍ର ବା ସଫ୍ଟୱେର ସହାୟତାରେ ଲେଖା କିମ୍ବା କଥାବାର୍ତ୍ତାକୁ ଗୋଟିଏ ଭାଷାରୁ ଅନ୍ୟ ଏକ ଭାଷାକୁ ଅନୁବାଦ କରିପାରେ।
ଇତିହାସ
[ସମ୍ପାଦନା]ଯାନ୍ତ୍ରିକ ଅନୁବାଦର ଉତ୍ପନ୍ନ ପାଖାପାଖି ୧୭ତମ ଶତକରେ ହୋଇଥିଲା । ୧୬୨୯ ମସିହାରେ ରେନେ ଦେଶକର୍ଟେସ (René Descartes) ଗୋଟିଏ ସାଧାରଣ ଭାଷା ପ୍ରସ୍ତାବ ଦେଇଥିଲେ ଯାହାଦ୍ୱାରା ବିଭିନ୍ନ ଭାଷାଭାଷୀ ଲୋକେ ଗୋଟିଏ ଚିହ୍ନ ଉପଯୋଗ କରିପାରିବେ ।
ଅନୁବାଦ ପ୍ରକ୍ରିୟା
[ସମ୍ପାଦନା]ମନୁଷ୍ୟକୃତ ଅନୁବାଦକୁ ଦୁଇଟି ଉପ-ପ୍ରକ୍ରିୟାରେ କୁହାଯାଇପାରେ:
- ମୂଳ ଲେଖାଟିକୁ ବ୍ୟାଖ୍ୟା କରିବା ଏବଂ
- ବ୍ୟାଖ୍ୟା ହୋଇଥିବା ତଥ୍ୟକୁ ପରିଯୋଜିତ ଭାଷାରେ କୁଟଲେଖନ କରିବା
ଦ୍ରୁଷ୍ଟିକୋଣ
[ସମ୍ପାଦନା]