ବ୍ୟବହାରକାରୀ:Skrabbit

ଉଇକିପିଡ଼ିଆ‌ରୁ

ତୁମେ ସେଇ ଝିଅ

ତୁମେ ସେଇ ଝିଅ  	ଚିହ୍ନା ସେଇ ମୁଁହ	

ଲାଗୁଛି ଦେଖିଛି କେଉଁଠି

ଉଚ୍ଚା-ଉଚ୍ଚା ଗାଲ 	ହସ ମଲ୍ଲୀ ଫୁଲ

ଲାଗୁଛ ସରଗ ପରିଟୀ | ||୧||

ମନ କହେ ମୋର 	ତୁ କି ମୋ ନିଜର

ସେଇ ସାତ ଜନ୍ମର ସାଥି,

ଦେଖିଲେ ତୁମକୁ	 ଭୁଲୁଛି ନିଜକୁ

ପ୍ରେମରେ ହେଉଛି ମୁଁ ବାନ୍ଧି | ||୨||

ଆଗୋ ସୁନୟନା     କହେ ଏ  ଦିବାନା	                 	

ଏ ପ୍ରେମର କଲମ ଧରି,

ଲେଖିଲି କବିତା  ଭାବପ୍ରବଣତା

ଏ ଝରୁଥିବ ସ୍ମୃତି ପରି | ||୩||


ଏସ ସଞ୍ଜୟ କୁମାର ଧଉଳି(ବାଙ୍ଗାଲୁର)