ବ୍ୟବହାରକାରୀ:Skrabbit
ଦେଖଣା
ତୁମେ ସେଇ ଝିଅ
ତୁମେ ସେଇ ଝିଅ ଚିହ୍ନା ସେଇ ମୁଁହ
ଲାଗୁଛି ଦେଖିଛି କେଉଁଠି
ଉଚ୍ଚା-ଉଚ୍ଚା ଗାଲ ହସ ମଲ୍ଲୀ ଫୁଲ
ଲାଗୁଛ ସରଗ ପରିଟୀ | ||୧||
ମନ କହେ ମୋର ତୁ କି ମୋ ନିଜର
ସେଇ ସାତ ଜନ୍ମର ସାଥି,
ଦେଖିଲେ ତୁମକୁ ଭୁଲୁଛି ନିଜକୁ
ପ୍ରେମରେ ହେଉଛି ମୁଁ ବାନ୍ଧି | ||୨||
ଆଗୋ ସୁନୟନା କହେ ଏ ଦିବାନା
ଏ ପ୍ରେମର କଲମ ଧରି,
ଲେଖିଲି କବିତା ଭାବପ୍ରବଣତା
ଏ ଝରୁଥିବ ସ୍ମୃତି ପରି | ||୩||
ଏସ ସଞ୍ଜୟ କୁମାର ଧଉଳି(ବାଙ୍ଗାଲୁର)