ବ୍ୟବହାରକାରୀ:Raj K. Mohapatra (Puri)/ଜାନକୀ ବଲ୍ଲଭ ଦାଶ
ଦେଖଣା
ଜାନକୀ ବଲ୍ଲଭ ଦାଶ
ଜନ୍ମ: ୦୬-୦୪-୧୯୬୦, ତେଇଶିପୁର, ପିପିଲି, ପୁରୀ
ମାତା/ପିତା: ଶୈଳବାଳା ଦାଶ, ଜଳନ୍ଧର ଦାଶ
ଶିକ୍ଷା: ସ୍ନାତକ
ବୃତ୍ତି: ଅବସରପ୍ରାପ୍ତ ସରକାରୀ କର୍ମଚାରୀ
ଏକାଧାରରେ ଜଣେ କବି, ଗାଳ୍ପିକ, ଗୀତିକାର ଓ ଶିଶୁ ସାହିତ୍ୟିକ ।
ପ୍ରକାଶିତ କୃତି:
କ୍ରମିକ ନଂ | ସଂକଳନର ନାମ | ପ୍ରକାର | ପ୍ରକାଶନ ମସିହା | ପ୍ରକାଶକ |
---|---|---|---|---|
1 | ବିଦଗ୍ଧ ଶତକ | ଛନ୍ଦ କବିତା | ଶ୍ରଦ୍ଧା ପବ୍ଲିକେଶନ, ସହଦେବଖୁଣ୍ଟା, ବାଲେଶ୍ୱର | ୨୦୨୧ |
୨ | ବିରହ ଶତକ | ଛନ୍ଦ କବିତା | ଶ୍ରଦ୍ଧା ପବ୍ଲିକେଶନ, ସହଦେବଖୁଣ୍ଟା, ବାଲେଶ୍ୱର | ୨୦୨୧ |
୩ | ବିଦୀର୍ଣ୍ଣ ହୃଦୟ | ଛନ୍ଦ କବିତା | ଶ୍ରଦ୍ଧା ପବ୍ଲିକେଶନ, ସହଦେବଖୁଣ୍ଟା, ବାଲେଶ୍ୱର | ୨୦୨୧ |
୪ | ଚିତ୍ରିତ କାନଭାସ | ଆଧୁନିକ କବିତା | ଶ୍ରଦ୍ଧା ପବ୍ଲିକେଶନ, ସହଦେବଖୁଣ୍ଟା, ବାଲେଶ୍ୱର | ୨୦୨୨ |
୫ | ଯୋଜନାର ଅନ୍ତରାଳେ | କ୍ଷୁଦ୍ର ଗଳ୍ପ | ଶ୍ରଦ୍ଧା ପବ୍ଲିକେଶନ, ସହଦେବଖୁଣ୍ଟା, ବାଲେଶ୍ୱର | ୨୦୨୩ |
୬ | ପିଲାଙ୍କ କଥା କାହାଣୀ | ଶିଶୁ ଗଳ୍ପ | ||
୭ | ନିଷିଦ୍ଧ ଇଲାକା | ଛନ୍ଦ କବିତା | ||
୮ | ନିଃଶବ୍ଦ ସହର | ଛନ୍ଦ କବିତା | ||
୯ | ଆହତ ବସନ୍ତ | ଛନ୍ଦ କବିତା | ||
୧୦ | ଶବ୍ଦର ଅଭିସାର | ଆଧୁନିକ କବିତା | ||
୧୧ | ବିଷଣ୍ଣ ଆକାଶ | ଆଧୁନିକ କବିତା | ||
୧୨ | ଅଳସ ଅପରାହ୍ନ | ଗଳ୍ପ | ଶ୍ରଦ୍ଧା ପବ୍ଲିକେଶନ, ସହଦେବଖୁଣ୍ଟା, ବାଲେଶ୍ୱର | ୨୦୨୩ |
୧୩ | ବିଳପିତ ଅପରାହ୍ନ | ଛନ୍ଦ କବିତା | ||
୧୪ | ଅଳସ ଶର୍ବରୀ | ଛନ୍ଦ କବିତା | ||
୧୫ | ଭକ୍ତି ନୈବେଦ୍ୟ | ଭକ୍ତି ସଂଗୀତ | ଶ୍ରଦ୍ଧା ପବ୍ଲିକେଶନ, ସହଦେବଖୁଣ୍ଟା, ବାଲେଶ୍ୱର | ୨୦୨୩ |
୧୬ | ବିଷଣ୍ଣ ପୃଥିବୀ | ଛନ୍ଦ କବିତା | ||
୧୭ | ମଝିଆଁ ବୁଢା | ଶିଶୁ ଗପ | ରାମାଂଶୁ ପ୍ରକାଶନୀ, କେନ୍ଦ୍ରାପଡା | ୨୦୨୪ |
୧୮ | କଥା ପୁରୁଣା ଅସଲି ସୁନା | ଶିଶୁ ଗପ | ||
୧୯ | ଗପ କହିବେ ଅଜା | ଶିଶୁ ଗପ | ||
୨୦ | ପକା ସପ ଶୁଣ ଗପ | ଶିଶୁ ଗପ | ||
୨୧ | ଅକଲ ମକଲ ଟକଲ ଟିଆଁ | ଶିଶୁ କବିତା | ରାମାଂଶୁ ପ୍ରକାଶନୀ, କେନ୍ଦ୍ରାପଡା | |
୨୨ | ନିସ୍ତବ୍ଧ ଶର୍ବରୀ | ଆଧୁନିକ କବିତା | ରାମାଂଶୁ ପ୍ରକାଶନୀ, କେନ୍ଦ୍ରାପଡା | ୨୦୨୪ |