ବ୍ୟବହାରକାରୀ:Psubhashish/ଉଇକିପିଡ଼ିଆ:ଜନ୍ମତିଥି/୧୮/ଇତିହାସ

ଉଇକିପିଡ଼ିଆ‌ରୁ

୨୦୨୦ ଜୁନ ୩ ତାରିଖ ଦିନ ଓଡ଼ିଆ ଉଇକିପିଡ଼ିଆକୁ ୧୮ ବର୍ଷ ପୂରିଲା । ଏହା ଏକ ସ୍ମରଣୀୟ ଦିନ । ତେବେ କୋଭିଡ଼-୧୯ର ଭୟାବହତା ଭିତରେ ସାଧାରଣ ଜୀବନଯାପନରେ ପରିବର୍ତ୍ତନ ଆଉ ଅନ୍ୟାନ୍ୟ ବ୍ଯସ୍ତତା ହେତୁ କୌଣସି ପ୍ରକାରର ପାଳନ ହୋଇପାରିନଥିଲା । ଫେସବୁକରେ ଓଡ଼ିଆ ଉଇକିପିଡ଼ିଆ ଓ ତାକୁ ବେଢ଼ା ବିବିନ୍ନ ସ୍ମରଣୀୟ କୃତିକୁ ଲିପିବଦ୍ଧ କରିବା ଏ ପୃଷ୍ଠାର ଉଦ୍ଦେଶ୍ୟ । ଯେଉଁ ମୁଖ୍ୟ ଘଟଣାଗୁଡ଼ିକ ଓଡ଼ିଆ ଉଇକିପିଡ଼ିଆ ପାଇଁ ମାଇଲଖୁଣ୍ଟ ତାହା ଏ ପୃଷ୍ଠାରେ ଉଲ୍ଲେଖ ହେବ । ଏକ ଉଇକିପିଡ଼ିଆ ପ୍ରସଙ୍ଗ ପରି ଏହା ସମସ୍ତଙ୍କ ସମ୍ପାଦନା ପାଇଁ ଖୋଲା ଓ ସର୍ବଦା ପରିବର୍ତ୍ତନଶୀଳ ହେବ ।

୨୦୨୦[ସମ୍ପାଦନା]

୨୦୧୯[ସମ୍ପାଦନା]

୨୦୧୮[ସମ୍ପାଦନା]

୨୦୧୭[ସମ୍ପାଦନା]

୨୦୧୬[ସମ୍ପାଦନା]

୨୦୧୫[ସମ୍ପାଦନା]

୨୦୧୪[ସମ୍ପାଦନା]

୨୦୧୩[ସମ୍ପାଦନା]

୨୦୧୨[ସମ୍ପାଦନା]

୨୦୧୧: ଓଡ଼ିଆ ଉଇକିପିଡ଼ିଆର ଉଇକିଆଳି ସମୁଦାୟର ପୁନରୁତ୍ଥାନ[ସମ୍ପାଦନା]

  • ଜାନୁଆରୀ ୧୫: ଇଂରାଜୀ ଉଇକିପିଡ଼ିଆର ୧୦ ବର୍ଷ ପୂରଣ ଅବସରରେ ବିଶ୍ୱବ୍ୟାପୀ ଏହା ପାଳନ ହୋଇଥିଲା । ଏଥି ମଧ୍ୟରୁ ବେଙ୍ଗାଳୁରୁଠାରେ ହୋଇଥିବା ସଭାରେ ମାଲାୟାଲାମ ଉଇକିଆଳି ସିଜୁ ଆଲେକ୍ସ ଯୋଗଦେଇଥିବା ସମସ୍ତଙ୍କୁ ପଚାରିଥିଲେ । ଓଡ଼ିଆ ପାଇଁ ପ୍ରଥମେ ହାତ ଉଠାଇଥିଲେ ଭାବୀ ଓଡ଼ିଆ ଉଇକିଆଳି ଆଶୁତୋଷ କର । ଶିଜୁ ଆଲେକ୍ସଙ୍କ ପ୍ରେରଣା ଓ ସହଯୋଗରେ ଆଶୁତୋଷ କର ଫେସବୁକ ଜରିଆରେ ଉତ୍ସାହୀ ଓଡ଼ିଆମାନଙ୍କୁ ଓଡ଼ିଆ ଉଇକିପିଡ଼ିଆରେ ଉଇକିପିଡ଼ିଆ କରିବା ପାଇଁ ଆମନ୍ତ୍ରଣ କଲେ ।
ବେଙ୍ଗାଳୁରୁଠାରେ ହୋଇଥିବା ପ୍ରଥମ ଓଡ଼ିଆ ଉଇକିପିଡ଼ିଆ ମେଳଣ
  • ମାର୍ଚ୍ଚ ୬: ବେଙ୍ଗାଳୁରୁଠାରେ ପାଞ୍ଚ ଜଣ ଯୋଗଦାନକାରୀଙ୍କୁ (ଓ ଦୁଇ ଜଣ ୱେବରେ କଲ ଯୋଗେ) ନେଇ ଶିଜୁ ଆଲେକ୍ସଙ୍କ ସହଯୋଗରେ ଓଡ଼ିଆ ଉଇକିପିଡ଼ିଆର ପ୍ରଥମ ମେଳଣ ହୋଇଥିଲା ।
ଭୁବନେଶ୍ୱରଠାରେ ଓଡ଼ିଆ ଉଇକିପିଡ଼ିଆର ପ୍ରଥମ ଆନୁଷ୍ଠାନିକ କର୍ମଶାଳା

ପ୍ରାକ-୨୦୧୧[ସମ୍ପାଦନା]