ବ୍ୟବହାରକାରୀ:Odisha1/sandbox

ଉଇକିପିଡ଼ିଆ‌ରୁ


ଘଣ୍ଟେଶ୍ଵରୀ ମନ୍ଦିର ଓଡ଼ିଶାର ସମ୍ବଲପୁର ଜିଲ୍ଲାରେ ଥିବା ଚିପିଲିମା ନିକଟରେ ଥିବା ଏକ ଠାକୁରାଣୀ ପୀଠ । ଏହି ପୀଠରେ ଅନେକ ମାନସିକ ଘଣ୍ଟା ଦେଖିବାକୁ ମିଳୁଥିବା ହେତୁ ଏହାର ନାମ ଘାନ୍ତେଶ୍ଵରୀ ରଖାଯାଇଛି । [୧] ମାନସିକ ପୁରଣ ପରେ ଲୋକେ ଘଣ୍ଟେଶ୍ଵରୀ ଠାକୁରାଣୀଙ୍କୁ ଘଣ୍ଟା ଅର୍ପଣ କରିଥାନ୍ତି ।


ଅବସ୍ଥିତି ଘାନ୍ତେଶ୍ଵରୀ ମନ୍ଦିର ମହାନଦୀ କୁଳରେ ସମ୍ବଲପୁର ଠାରୁ ୩୩ କି.ମି. ଦୂରରେ ରହିଅଛି । ଚିପିଲିମା ଜଳବିଦ୍ୟୁତ ପ୍ରକଳ୍ପ (CHEP) ଏହି ମନ୍ଦିରର ଅନତି ଦୂରରେ ରହିଅଛି ।

ଟୀକା


ଆଧାର Sambalpur Attractions, Ghanteshwari Temple. Sulekha.com Photo of accumulated bells at the entrance to Ganteswari


ଶ୍ରେଣୀ:ସମ୍ବଲପୁର ଜିଲ୍ଲାର ମନ୍ଦିରସମୂହ ଶ୍ରେଣୀ:ସମ୍ବଲପୁର ଜିଲ୍ଲାର ପର୍ଯ୍ୟଟନ ସ୍ଥଳ

en:Ghanteswari_Temple


  1. Turist Spots In Sambalpur District. Sambalpur.nic.in. Retrieved on 2011-01-20.