ବ୍ୟବହାରକାରୀ:Gayatree Tripathy/Reptile

ଉଇକିପିଡ଼ିଆ‌ରୁ

ସରୀସୃପମାନେ Reptilia ଗଣ (Class) ଅନ୍ତର୍ଗତ ଚତୁଷ୍ବଦୀ ପ୍ରାଣୀ, ଯେଉଁଥିରେ ବର୍ତ୍ତମାନର କଇଁଛ, କୁମ୍ଭୀର, ସାପ, କୃମିଜାତୀୟ ସରୀସୃପ, ଝିଟିପିଟି, ଏଣ୍ଡୁଅ ଏବଂ ସେମାନଙ୍କର ବିଲୁପ୍ତ ପୂର୍ବଜମାନେ ସମ୍ମିଳିତ । ପାରମ୍ପରିକ ଭାବେ ସଜ୍ଜିତ ଏହି ସରୀସୃପମାନଙ୍କର କୁଳ (Class) ସମ୍ବଦ୍ଧରେ ଅଧ୍ୟୟନକୁ Herpetology କୁହାଯାଏ ।

ଯେହେତୁ କେତେକ ସରୀସୃପ ଅନ୍ୟ ସରୀସୃପଙ୍କ ଅପେକ୍ଷା ପକ୍ଷୀମାନଙ୍କ ସହିତ ଅଧିକ ଅନ୍ତରଙ୍ଗଭାବେ ଜଡ଼ିତ (ଉଦାହରଣସ୍ୱରୂପ କୁମ୍ଭୀରମାନେ ଝିଟିପିଟିମାନଙ୍କ ଅପେକ୍ଷା ପକ୍ଷୀମାନଙ୍କ ସହିତ ଅଧିକ ଅନ୍ତରଙ୍ଗଭାବେ ଜଡ଼ିତ), ଉପରେ ଶ୍ରେଣୀବଦ୍ଧ କରାଯାଇଥିବା ପାରମ୍ପରିକ ସରୀସୃପମାନେ ଏକାସାଙ୍ଗରେ ଏକ ସଂଘଭିତ୍ତିକ ଦଳ ବା ସଂଘ (Clade) ଗଠନ କରନ୍ତି ନାହିଁ । ଏହି କାରଣ ହେତୁ ଅନେକ ଆଧୁନିକ ବୈଜ୍ଞାନିକମାନେ ସମସ୍ତ ଜୀବନ୍ତ Diapsid( ଖପୁରିରେ ଦୁଇଟି ଅସ୍ଥାୟୀ ଗର୍ତ୍ତ ଥିବା ପ୍ରାଣୀ)ମାନଙ୍କ  ସହିତ ପକ୍ଷୀମାନେ ସରୀସୃପ ଶ୍ରେଣୀରେ ଅନ୍ତର୍ଗତ ବୋଲି ଗ୍ରହଣ କରନ୍ତି, ଯଦ୍ୱାରା ଯଦ୍ୱାରା ସରୀସୃପ ଏକ ସଂଘଭିତ୍ତିକ ଦଳରୂପେ ପରିଗଣିତ ହୁଏ ।.[୧][୨]

ପୂର୍ବରୁ ଜଣାଥିବା ଆଦିସରୀସୃପମାନେ ପ୍ରାୟ ୩,୧୨୦ ଲକ୍ଷ ବର୍ଷ ପୂର୍ବରୁ Carboniferous periodରେ ସୃଷ୍ଟି ହୋଇଥିଲେ, ଯେଉଁମାନେ reptiliomorph ବର୍ଗର ଆଧୁନିକ ଚତୁଷ୍ବଦୀ ପ୍ରାଣୀ ଙ୍କ ଠାରୁ ଉଦ୍ଭବ ହୋଇଥିଲେ, ଏଥିପାଇଁ ସେମାନେ ଶୁଷ୍କ ଭୂମି ରେ ଜୀବନ ସହ ଅଧିକରୁ ଅଧିକ ସାମଞ୍ଜସ୍ୟ ସ୍ଥାପନ କରିପାରିଥିଲେ ।।Some early examples include the lizard-like Hylonomus and Casineria. In addition to the living reptiles, there are many diverse groups that are now extinct, in some cases due to mass extinction events. In particular, the Cretaceous–Paleogene extinction event wiped out the pterosaurs, plesiosaurs, ornithischians, and sauropods, as well as many species of theropods, including troodontids, dromaeosaurids, tyrannosaurids, and abelisaurids, along with many Crocodyliformes, and squamates (e.g. mosasaurids).

Notes[ସମ୍ପାଦନା]

References[ସମ୍ପାଦନା]

  1. Gauthier, J.A.; Kluge, A.G.; Rowe, T. (1988). "The early evolution of the Amniota". The Phylogeny and Classification of the Tetrapods. Vol. 1. Oxford: Clarendon Press. pp. 103–155. ISBN 978-0-19-857705-8. {{cite book}}: Unknown parameter |editors= ignored (|editor= suggested) (help)CS1 maint: Uses editors parameter (link)
  2. Modesto, S.P. (1999). "Observations of the structure of the Early Permian reptile Stereosternum tumidum Cope". Palaeontologia Africana. 35: 7–19.

[[ଶ୍ରେଣୀ:ସରୀସୃପ]]