ବ୍ୟବହାରକାରୀ:Chinmayee Mishra/ପରଖଘର

ଉଇକିପିଡ଼ିଆ‌ରୁ

ସାରକଥା[ସମ୍ପାଦନା]

ଏହି ଉଇକିପିଡ଼ିଆ ମେଳଣଟି ଉଇକିଆଳି(ସମ୍ପାଦକ ଓ ବ୍ୟବହାରକାରୀ)ମାନଙ୍କର ମେଳଣ ଯାହା ସାଧାରଣ ଲୋକ ଓ ସକ୍ରିୟ ସଦସ୍ୟ ମାନଙ୍କୁ ଉଇକି କମନ୍ସ ବାବଦରେ ଆଲୋଚନା, ଜନସଚେତନତା ଓ ଏହାର ଉନ୍ନତି ସପକ୍ଷରେ କରାଯାଉଛି । ଆଗକୁ ରଥଯାତ୍ରା ଆସୁଥିବାରୁ , ଏହି କର୍ମଶାଳାର ପ୍ରଧାନ ବିଷୟ ରଥଯାତ୍ରା ଉପରେ ରଖାଯାଉଛି ।


ଜାଗା ଓ ଠିକଣା ( Venue and Date )[ସମ୍ପାଦନା]

ତାରିଖ: : ରବିବାର, ୧୯-ଜୁନ -୨୦୧୬ ସକାଳ ୦୯:୦୦ ଟା IST
ସ୍ଥାନ :
Hotel Nayak Plaza

Date: : Sunday, 19-june-2016 09:00 PM IST

କେଉଁ ମାନେ ଭାଗ ନେଇପାରିବେ (Who can participate)[ସମ୍ପାଦନା]

ଉଇକିକମନ୍ସ ବାବଦରେ ଜାଣିବାକୁ ଚାହୁଁଥିବା କେହି ବି (ବ୍ୟବହାରକାରୀ, ସମ୍ପାଦକ/ଦାତା ବା ଜାଣିବାକୁ ଇଛୁକ) ଯେ ପୁରୀ ବା ପାଖାଆଖ ସ୍ଥାନରେ ରହୁଛନ୍ତି ଏଠାକୁ ଆସି ଏହି ମେଳଣରେ ଯୋଗଦାନ କରିପାରିବେ ।ଆହୁରି ମଧ୍ୟ ଆମେ ନୂଆମାନଙ୍କୁ ଏଠାକୁ ଆସିବାକୁ ନିବେଦନ କରୁଛୁ ଯାହା ସେମାନଙ୍କ ପକ୍ଷରୁ ଉଇକିଆଳିଙ୍କ ସହ ଯୋଗ ଦେବାରେ ସହଯୋଗ କରିବ । ଯଦି ଆପଣ ଏଥିରେ ଯୋଗ ଦେବା ନିମନ୍ତେ ଇଛୁକ ତେବେ ତଳେ ଆପଣା ନାମ ଲେଖାନ୍ତୁ ।

ମୂଳ ପ୍ରସଙ୍ଗ[ସମ୍ପାଦନା]

hgh

  • ଉଇକିକମନ୍ସ ବାବଦରେ ଆଲୋଚନା/ Introducing Wikicommons(rathayatra)
  • ଓଡ଼ିଆ ଉଇକିପିଡ଼ିଆର ଏବେକାର ସ୍ଥିତି/ Current status of rathayatra project
  • ସବୁଯାକ ପ୍ରକଳ୍ପର ଅଧୁନାତନ ସ୍ଥିତି ଓ ଭବିଷ୍ୟତର ପ୍ରକଳ୍ପ/ General status of overall projects and future initiatives
  • ସମ୍ପାଦନା କାଳରେ ଉପୁଜୁଥିବା ଅସୁବିଧାର ସମାଧାନ/ Solving problems faced by participants while editing

ଆୟୋଜନ କରୁଛନ୍ତି (Organizers)[ସମ୍ପାଦନା]

ଚିନ୍ମୟୀ ମିଶ୍ର

ଶୁଭେଚ୍ଛା (Best wishes)[ସମ୍ପାଦନା]

ଚିନ୍ମୟୀ ମିଶ୍ର , ଶୈଳେଶ ପଟ୍ଟନାୟକ

ଲକ୍ଷ୍ୟ[ସମ୍ପାଦନା]

  • ଅତି କମରେ ୨୦ ସକ୍ରିୟ ସଦସ୍ୟଙ୍କୁ ସମର୍ଥନ କରିବା - around 20 to 25
  • ବର୍ତ୍ତମାନ ପରିସ୍ଥିତି ବିଷୟରେ ଆଲୋଚନା ଓ ବୈଧ ସଦସ୍ୟ ମାନଙ୍କୁ ସହାୟତା କରିବା -at least 5
  • ସମ୍ପୃକ୍ତ ସଦସ୍ୟ ମାନଙ୍କୁ ସେମାନଙ୍କ ସୁବିଧା ଅନୁସାରେ ମତାମତ ପାଇଁ ଅନୁରୋଧ କରିବା -20 to 25
  • ସମଜାତୀୟ ଲେଖା ଗୁଡିକରେ ଫୋଟୋ ରଖିବା- min. 20 to 25 articles
  • ସଦସ୍ୟ ମାନଙ୍କର ଫଟୋ ରଖିବାକୁ ନେଇ କାହାର କିଛି ଅସୁବିଧା ଥିଲେ ସମାଧାନ କରିବା
  • କିଛି ଲେଖା ସୁଧାରିବା ପରେ କେତେ ବାଇଟ ଯୋଡ଼ାଯାଇଛି ଆକଳନ କରିବା - min. 50,000 bytes
  • ସମସ୍ତଙ୍କ ମତାମତ ସହ ଆଗକୁ ହେବାକୁ ଥିବା କାର୍ଯ୍ୟ ପ୍ରଣାଳୀର ନିର୍ଧାରଣ କରିବା