Jump to content

ବ୍ୟବହାରକାରୀଙ୍କ ଆଲୋଚନା:Tamil098

Page contents not supported in other languages.
ଉଇକିପିଡ଼ିଆ‌ରୁ

ଆଦରର Tamil098, ଓଡ଼ିଆ ଉଇକିପିଡ଼ିଆକୁ ସ୍ଵାଗତ!

ଆଶା ଆପଣ ଏ ଜ୍ଞାନକୋଷର ପ୍ରସଙ୍ଗସବୁ ପଢ଼ିବେ, ଭୁଲ ପାଇଲେ ସମ୍ପାଦନା କରିବେ ଏବଂ ନୂଆ ପ୍ରସଙ୍ଗ ମଧ୍ୟ ଲେଖିବେ । ଜାଣିବେ ଯେ ଉଇକିପିଡ଼ିଆର ସମସ୍ତେ ସମ୍ପାଦନା କରିପାରିବେ । ସମ୍ପାଦନା କରୁଥିବା ଲୋକଙ୍କୁ ଆମେ "ଉଇକିଆଳି" ଡାକୁ ଓ ଆମେସବୁ ସ୍ୱେଚ୍ଛାସେବୀ । ଲେଖିବା ବାବଦରେ ନୀତି ନିୟମ ଜାଣନ୍ତୁ । ଏହି ପୃଷ୍ଠାରୁ ଅଧିକ ସୂଚନା ପାଇବେ ଓ କିଛି ଅସୁବିଧା ହେଲେ ପ୍ରଶ୍ନ ମଧ୍ୟ ପଚାରିପାରିବେ ।


ଆଉ କିଛି ଦରକାରୀ ଲିଙ୍କ

ଧନ୍ୟବାଦ! – ~~~~

--ସୁଭ (ଆଳାପ) ୦୯:୨୫, ୨୭ ନଭେମ୍ବର ୨୦୨୧ (IST)[reply]

ଆପଣଙ୍କ ତିଆରି ପ୍ରସଙ୍ଗ

[ସମ୍ପାଦନା]

ଆଦରର @Tamil098: ଆପଣ ନିକଟରେ ତିଆରି କରିଥିବା ଦୁଇଟି ପ୍ରସଙ୍ଗ ଅମୃତା ବିଶ୍ୱ ବିଦ୍ୟାଧରମ୍ଭାରତୀୟ ଧର୍ମ ଲିଭାଇବା ପାଇଁ ଚିହ୍ନଟ ହୋଇଛି । କାରଣ ଆପଣ ଉଇକିପିଡ଼ିଆ:ନିୟମାବଳୀ ଅନୁସାରେ ସେଗୁଡ଼ିକୁ ବିନା ସମ୍ପାଦନାରେ କେବଳ ମେସିନ ଟ୍ରାନ୍ସଲେସନ କରିଛନ୍ତି । ଏହିଭଳି ନିମ୍ନମାନର ପ୍ରସଙ୍ଗ ଉଇକିପିଡ଼ିଆରେ ରଖାନଯିବା ଲାଗି ଓଡ଼ିଆ ଉଇକିପିଡ଼ିଆ ସମୁଦାୟ ଦ୍ୱାରା ସିଦ୍ଧାନ୍ତ ନିଆଯାଇଛି । ତେଣୁ ଉଭୟ ପ୍ରସଙ୍ଗ ସମ୍ପାଦନା ନହେଲେ ସ୍ଥିରୀକୃତ ତାରିଖ ସୁଦ୍ଧା ଲିଭାଇଦିଆଯିବ । ଆଗକୁ ଏଭଳି ପ୍ରସଙ୍ଗ ନ ଗଢ଼ିବା ପାଇଁ ଆପଣଙ୍କୁ ଚେତାବନୀ ମଧ୍ୟ ଦିଆଗଲା । ଯଦି ଏହାପରେ ଆପଣ ସମାନ ଧରଣର ନୂଆ ପ୍ରସଙ୍ଗ ଗଢ଼ନ୍ତି ତାହେଲେ ପ୍ରଥମେ ଏକମାସ ଓ ତା'ପରେ ପୁଣି ଉଇକିପିଡ଼ିଆ ନିୟମ ଉଲ୍ଲଂଘନ କଲେ ଏକ ବର୍ଷ ପାଇଁ ଆପଣଙ୍କ ଆକାଉଣ୍ଟ ଅଟକାଯିବ । ସୁଭ (ଆଳାପ) ୦୯:୩୦, ୨୭ ନଭେମ୍ବର ୨୦୨୧ (IST)[reply]

sir both are like important topics. can u translate from english and improve it. Tamil098 (ମୋ ଆଲୋଚନା) ୧୭:୫୦, ୨୭ ନଭେମ୍ବର ୨୦୨୧ (IST)[reply]