ବ୍ୟବହାରକାରୀଙ୍କ ଆଲୋଚନା:Snip1/ଚୁଡାନ୍ତ ତାଲିକା

Page contents not supported in other languages.
ଉଇକିପିଡ଼ିଆ‌ରୁ

ଏଥିରେ ଥିବା କୌଣସି ଗୋଟିଏ ହଳନ୍ତ ଦରକାରୀ ମନେ ହେଉନାହିଁ --ନିଷ୍ଠା ରଞ୍ଜନ ଦାଶ (ମୋ ସହ ଆଲୋଚନା) ୧୬:୨୩, ୪ ଅକ୍ଟୋବର ୨୦୧୫ (UTC)

ଆପଣଙ୍କ କହିବ ଅନୁଯାୟୀ କିଛି ବଦଳ କରିଛି । ବାକି ଶବ୍ଦଗୁଡ଼ିକୁ ତାଲିକା କରି ରଖନ୍ତୁ ଆଗାମୀ ଉଇକିପାଠାଗାର ସଭା ସମୟରେ ଭୋଟ କରିନେବା । ଯାହା ମତାମତ ଆସିବ ସେଇ ଅନୁସାରେ ବଦଳେଇଦେବା । ଆଗରୁ ଏହି ହଳନ୍ତ ବାବଦରେ ବହୁତ ଆଲୋଚନା ହେଇଛି କିନ୍ତୁ କୌଣସି ନିଷ୍କର୍ଷ ବାହାରିନି । ଏଣୁ ଏହାର ପୁନରାବୃତ୍ତି କରିବାନାହିଁ ।--ଶିତିକଣ୍ଠ (ଆଲୋଚନା) ୦୪:୨୧, ୫ ଅକ୍ଟୋବର ୨୦୧୫ (UTC)