ବ୍ୟବହାରକାରୀଙ୍କ ଆଲୋଚନା:Psubhashish/Chatasabha

Page contents not supported in other languages.
ଉଇକିପିଡ଼ିଆ‌ରୁ

ସାରାଂଶ[ସମ୍ପାଦନା]

ପରାମର୍ଶ[ସମ୍ପାଦନା]

  1. ଟିକିଏ ବଡ ଆନିମେସନ: ଏହା ବର୍ତ୍ତମାନର ସବୁଠୁ ବଢିଆ ଶିକ୍ଷଣ । ମୋ ମତରେ ସେ ଆନିମେସନକୁ ଟିକିଏ ବଡ କରାଯାଉ । ଦେଖିବାକୁ ଭଲ ଲାଗିବ । -- ଶିତିକଣ୍ଠ ଦାଶ
  2. ମୋ ମତରେ ଶିକ୍ଷଣରେ ଥିବା ପ୍ରଥମ (୧) ଓଡ଼ିଆରେ ଟାଇପ କିପରି କରିବେ? କୁ ଦ୍ଵିତୀୟରେ ରଖି ଦ୍ଵିତୀୟରେ (୨)କିପରି ଉଇକିପିଡ଼ିଆରେ ଲେଖିବେ? କୁ ପ୍ରଥମରେ ରଖିଲେ ଭଲ ହେବ । ପ୍ରଥମେ ଜଣେ ଖାତାଟିଏ ଖୋଲି ପରେ ଲେଖିବା ଶିଖିଲେ ଭଲ ହେବ । -- ଆଦିତ୍ୟ ମହାର
  3. ଓଡ଼ିଅ‍ା ମୋଡୁଲାର ଟାଇପ୍ ସୁବିଧା ମିଳିେଲ ଅଧିକ ବ୍ୟକ୍ତି ଲେଖି ପାରନ୍ତେ୤ ସାଧାରଣତଃ ଖବରକାଗଜ, ପ୍ରକାଶନ ଶିଳ୍ପ ଏବଂ ଲେଖକମାନେ ଏହି ଧାରାରେ ଲେଖିଥାନ୍ତି୤ -- ଶୁଭ୍ରାଂଶୁ ପଣ୍ଡା
  4. "To improve it we could add stuff about 3rd party softwares that people can use and also the wiki style markups, stub pages, info-boxes etc. Some pages from English wikipedia's help section can also be translated." -- ମନୋଜ କୁମାର ଗିରି

ସାଧାରଣ ମନ୍ତବ୍ୟ[ସମ୍ପାଦନା]

  1. It's really interesting. Of course the tutorial is good at imparting the basics. -- ପରଂବ୍ରହ୍ମ ତ୍ରିପାଠୀ
  2. "This tutorial is really helpful for us. Thanks for this valuable guidelines. -- ନସିମ ଅଲ୍ଲୀ
  3. ସୁଭାସିସ ସାର... ଏଇ ପୃଷ୍ଠାଟି ଅତ୍ୟନ୍ତ ବ୍ୟବହାର ଉପଯୋଗୀ ହୋଇଛି ୤ ଏହା ଦ୍ୱାରା ସମସ୍ତେ ଉପକୃତ ହୋଇପାରିବେ ୤ --ଆଦ୍ୟାବର୍ଷା ପ୍ରିୟଦର୍ଶିନୀ
  4. ଆପଣଙ୍କ ଚାଟସଭା ଟି ଖୁବ୍ ଭଲ ହେଇଛି,ମାତୃଭାଷା ପ୍ରତି ଆପଣଙ୍କ ଏ ଅବଦାନ ଅତ୍ୟନ୍ତ ପ୍ରସନ୍ସନିୟ| ଉଇକି ରେ ନିଜର ମାଟି ର ଭାଷା କୁ ଦେଖି ମୁ ଖୁବ୍ ଗର୍ବିତ | ସୁବାଶିଶ୍ ଙ୍କ ଚେସ୍ଟା ରେ ଆମ ଓଡିଆ ଏକ ନୁତନ ଅବତାର ରେ ଉଲ୍ଲେଖ ରହିବ| 'ଜୟ ଜଗନ୍ନାଥ' -- ଅନୀଳ କୁମାର ଦାଶ

ଟିକିଏ ବଡ ଆନିମେସନ[ସମ୍ପାଦନା]

  • ଭାଇ ଏହା ବର୍ତ୍ତମାନର ସବୁଠୁ ବଢିଆ ଶିକ୍ଷଣ । ମୋ ମତରେ ସେ ଆନିମେସନକୁ ଟିକିଏ ବଡ କରାଯାଉ । ଦେଖିବାକୁ ଭଲ ଲାଗିବ । --ଶିତିକଣ୍ଠ (ଆଲୋଚନା) ୧୧:୦୫, ୧୫ ମଇ ୨୦୧୪ (UTC)
ସାଧୁବାଦ ଭାଇ, ଦେଖିଲ ଏବେ?--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୧:୩୦, ୧୫ ମଇ ୨୦୧୪ (UTC)
  • ସୁଭାସିସ ସାର... ଏଇ ପୃଷ୍ଠାଟି ଅତ୍ୟନ୍ତ ବ୍ୟବହାର ଉପଯୋଗୀ ହୋଇଛି ୤ ଏହା ଦ୍ୱାରା ସମସ୍ତେ ଉପକୃତ ହୋଇପାରିବେ ୤
ଭାଇ.. ମୋ ମତରେ ଶିକ୍ଷଣରେ ଥିବା ପ୍ରଥମ (୧) ଓଡ଼ିଆରେ ଟାଇପ କିପରି କରିବେ? କୁ ଦ୍ଵିତୀୟରେ ରଖି ଦ୍ଵିତୀୟରେ ଥିବା (୨)କିପରି ଉଇକିପିଡ଼ିଆରେ ଲେଖିବେ? କୁ ପ୍ରଥମରେ ରଖିଲେ ଭଲ ହେବ । ପ୍ରଥମେ ଜଣେ ଖାତାଟିଏ ଖୋଲି ପରେ ଲେଖିବା ଶିଖିଲେ ଭଲ ହେବ । --ଆଦିତ୍ୟ ମହାର (ଆଲୋଚନା) ୧୨:୫୨, ୨୩ ମଇ ୨୦୧୪ (UTC)

ମତାମତ[ସମ୍ପାଦନା]

ଆପଣଙ୍କ ଚାଟସଭା ଟି ଖୁବ୍ ଭଲ ହେଇଛି,ମାତୃଭାଷା ପ୍ରତି ଆପଣଙ୍କ ଏ ଅବଦାନ ଅତ୍ୟନ୍ତ ପ୍ରସନ୍ସନିୟ| ଉଇକି ରେ ନିଜର ମାଟି ର ଭାଷା କୁ ଦେଖି ମୁ ଖୁବ୍ ଗର୍ବିତ | ସୁବାଶିଶ୍ ଙ୍କ ଚେସ୍ଟା ରେ ଆମ ଓଡିଆ ଏକ ନୁତନ ଅବତାର ରେ ଉଲ୍ଲେଖ ରହିବ| 'ଜୟ ଜଗନ୍ନାଥ'