ବ୍ୟବହାରକାରୀଙ୍କ ଆଲୋଚନା:Psubhashish/Chatasabha
ଦେଖଣା
ସାରାଂଶ
[ସମ୍ପାଦନା]ପରାମର୍ଶ
[ସମ୍ପାଦନା]- ଟିକିଏ ବଡ ଆନିମେସନ: ଏହା ବର୍ତ୍ତମାନର ସବୁଠୁ ବଢିଆ ଶିକ୍ଷଣ । ମୋ ମତରେ ସେ ଆନିମେସନକୁ ଟିକିଏ ବଡ କରାଯାଉ । ଦେଖିବାକୁ ଭଲ ଲାଗିବ । -- ଶିତିକଣ୍ଠ ଦାଶ
- ମୋ ମତରେ ଶିକ୍ଷଣରେ ଥିବା ପ୍ରଥମ (୧) ଓଡ଼ିଆରେ ଟାଇପ କିପରି କରିବେ? କୁ ଦ୍ଵିତୀୟରେ ରଖି ଦ୍ଵିତୀୟରେ (୨)କିପରି ଉଇକିପିଡ଼ିଆରେ ଲେଖିବେ? କୁ ପ୍ରଥମରେ ରଖିଲେ ଭଲ ହେବ । ପ୍ରଥମେ ଜଣେ ଖାତାଟିଏ ଖୋଲି ପରେ ଲେଖିବା ଶିଖିଲେ ଭଲ ହେବ । -- ଆଦିତ୍ୟ ମହାର
- ଓଡ଼ିଅା ମୋଡୁଲାର ଟାଇପ୍ ସୁବିଧା ମିଳିେଲ ଅଧିକ ବ୍ୟକ୍ତି ଲେଖି ପାରନ୍ତେ ସାଧାରଣତଃ ଖବରକାଗଜ, ପ୍ରକାଶନ ଶିଳ୍ପ ଏବଂ ଲେଖକମାନେ ଏହି ଧାରାରେ ଲେଖିଥାନ୍ତି -- ଶୁଭ୍ରାଂଶୁ ପଣ୍ଡା
- "To improve it we could add stuff about 3rd party softwares that people can use and also the wiki style markups, stub pages, info-boxes etc. Some pages from English wikipedia's help section can also be translated." -- ମନୋଜ କୁମାର ଗିରି
ସାଧାରଣ ମନ୍ତବ୍ୟ
[ସମ୍ପାଦନା]- It's really interesting. Of course the tutorial is good at imparting the basics. -- ପରଂବ୍ରହ୍ମ ତ୍ରିପାଠୀ
- "This tutorial is really helpful for us. Thanks for this valuable guidelines. -- ନସିମ ଅଲ୍ଲୀ
- ସୁଭାସିସ ସାର... ଏଇ ପୃଷ୍ଠାଟି ଅତ୍ୟନ୍ତ ବ୍ୟବହାର ଉପଯୋଗୀ ହୋଇଛି ଏହା ଦ୍ୱାରା ସମସ୍ତେ ଉପକୃତ ହୋଇପାରିବେ --ଆଦ୍ୟାବର୍ଷା ପ୍ରିୟଦର୍ଶିନୀ
- ଆପଣଙ୍କ ଚାଟସଭା ଟି ଖୁବ୍ ଭଲ ହେଇଛି,ମାତୃଭାଷା ପ୍ରତି ଆପଣଙ୍କ ଏ ଅବଦାନ ଅତ୍ୟନ୍ତ ପ୍ରସନ୍ସନିୟ| ଉଇକି ରେ ନିଜର ମାଟି ର ଭାଷା କୁ ଦେଖି ମୁ ଖୁବ୍ ଗର୍ବିତ | ସୁବାଶିଶ୍ ଙ୍କ ଚେସ୍ଟା ରେ ଆମ ଓଡିଆ ଏକ ନୁତନ ଅବତାର ରେ ଉଲ୍ଲେଖ ରହିବ| 'ଜୟ ଜଗନ୍ନାଥ' -- ଅନୀଳ କୁମାର ଦାଶ
ଟିକିଏ ବଡ ଆନିମେସନ
[ସମ୍ପାଦନା]- ଭାଇ ଏହା ବର୍ତ୍ତମାନର ସବୁଠୁ ବଢିଆ ଶିକ୍ଷଣ । ମୋ ମତରେ ସେ ଆନିମେସନକୁ ଟିକିଏ ବଡ କରାଯାଉ । ଦେଖିବାକୁ ଭଲ ଲାଗିବ । --ଶିତିକଣ୍ଠ (ଆଲୋଚନା) ୧୧:୦୫, ୧୫ ମଇ ୨୦୧୪ (UTC)
- ସାଧୁବାଦ ଭାଇ, ଦେଖିଲ ଏବେ?--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୧:୩୦, ୧୫ ମଇ ୨୦୧୪ (UTC)
- ସୁଭାସିସ ସାର... ଏଇ ପୃଷ୍ଠାଟି ଅତ୍ୟନ୍ତ ବ୍ୟବହାର ଉପଯୋଗୀ ହୋଇଛି ଏହା ଦ୍ୱାରା ସମସ୍ତେ ଉପକୃତ ହୋଇପାରିବେ
- ଭାଇ.. ମୋ ମତରେ ଶିକ୍ଷଣରେ ଥିବା ପ୍ରଥମ (୧) ଓଡ଼ିଆରେ ଟାଇପ କିପରି କରିବେ? କୁ ଦ୍ଵିତୀୟରେ ରଖି ଦ୍ଵିତୀୟରେ ଥିବା (୨)କିପରି ଉଇକିପିଡ଼ିଆରେ ଲେଖିବେ? କୁ ପ୍ରଥମରେ ରଖିଲେ ଭଲ ହେବ । ପ୍ରଥମେ ଜଣେ ଖାତାଟିଏ ଖୋଲି ପରେ ଲେଖିବା ଶିଖିଲେ ଭଲ ହେବ । --ଆଦିତ୍ୟ ମହାର (ଆଲୋଚନା) ୧୨:୫୨, ୨୩ ମଇ ୨୦୧୪ (UTC)
ମତାମତ
[ସମ୍ପାଦନା]ଆପଣଙ୍କ ଚାଟସଭା ଟି ଖୁବ୍ ଭଲ ହେଇଛି,ମାତୃଭାଷା ପ୍ରତି ଆପଣଙ୍କ ଏ ଅବଦାନ ଅତ୍ୟନ୍ତ ପ୍ରସନ୍ସନିୟ| ଉଇକି ରେ ନିଜର ମାଟି ର ଭାଷା କୁ ଦେଖି ମୁ ଖୁବ୍ ଗର୍ବିତ | ସୁବାଶିଶ୍ ଙ୍କ ଚେସ୍ଟା ରେ ଆମ ଓଡିଆ ଏକ ନୁତନ ଅବତାର ରେ ଉଲ୍ଲେଖ ରହିବ| 'ଜୟ ଜଗନ୍ନାଥ'