ବ୍ୟବହାରକାରୀଙ୍କ ଆଲୋଚନା:Patnaik Narendranath

Page contents not supported in other languages.
ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଓଡିଆ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Patnaik Narendranath, ଧନ୍ୟବାଦମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୭:୨୩, ୭ ମଇ ୨୦୧୪ (UTC)

କୋରାପୁଟ ଜିଲ୍ଲା ପ୍ରସଙ୍ଗରେ ଆପଣଙ୍କ ଅବଦାନ ପାଇଁ କିଛି କ୍ଷୀରି![ସମ୍ପାଦନା]

ନରେନ୍ଦ୍ର ଭାଇ, କୋରାପୁଟ ଜିଲ୍ଲା, ଆକାଶବାଣୀ (ରେଡ଼ିଓ ପ୍ରସାରଣ ସେବା) ‎ଓ ପ୍ରସାର ଭାରତୀ ପ୍ରସଙ୍ଗରେ ଆପଣଙ୍କ ଲେଖା ଦେଖି ଖୁସି ଲାଗିଲା । ଆପଣ ଏହି ପ୍ରସଙ୍ଗ ସବୁକୁ ଆହୁରି ଉନ୍ନତ କରିପାରିବେ ଏବଂ କୋରାପୁଟର ଆହୁରି ଅନେକ ବିଷୟ ଯାହା ଉଇକିପିଡ଼ିଆରେ ନାହିଁ ତାହା ସବୁ ଆପଣ ଏଥିରେ ଲେଖିପାରିବେ । ଆମେ ଆପଣଙ୍କ ପରି ଆହୁରି ଅନେକ ଆଗ୍ରହୀ ସମ୍ପାଦକଙ୍କ ପାଇଁ ଏକ "ଚାଟସଭା" କରିଛୁ ଯେଉଁଠି ଆପଣ ଆମକୁ କିଛି ଅସୁବିଧା ଥିଲେ ଜଣାଇପାରିବେ ଏବଂ ପ୍ରଶ୍ନ ପଚାରିପାରିବେ । ଉଇକିପିଡ଼ିଆର ଉପରେ ଥିବା ସର୍ଚ ବାରରେ ଉଇକିପିଡ଼ିଆ:ଚାଟସଭା ଟାଇପ କରି ଆପଣ ଏଥିରେ ଯାଇ ପ୍ରଶ୍ନ ପଚାରିପାରିବେ । ହେଲେ ପ୍ରଶ୍ନ ପଚାରିବା ଆଗରୁ ଲଗ-ଇନ କରିବାକୁ ଭୁଲିବେ ନାହିଁ ଟି, ନ ହେଲେ ଆମେ ଜାଣିବୁ କେମିତି କିଏ ପ୍ରଶ୍ନ ପଚାରୁଛନ୍ତି ବୋଲି! :) ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୯:୪୩, ୨୨ ମଇ ୨୦୧୪ (UTC)