ବ୍ୟବହାରକାରୀଙ୍କ ଆଲୋଚନା:Laxmi Narayan maharana01

Page contents not supported in other languages.
ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Laxmi Narayan maharana01, ଧନ୍ୟବାଦ – ~~~~

ସୁଭ (ଆଳାପ) ୧୨:୫୧, ୨୫ ଜାନୁଆରୀ ୨୦୨୨ (IST)[reply]

ଉଇକିପିଡ଼ିଆର ନିୟମାବଳୀ[ସମ୍ପାଦନା]

ଆଦରର @ଲକ୍ଷ୍ମୀନାରାୟଣ, ଉଇକିପିଡ଼ିଆକୁ ସ୍ୱାଗତ କରିବା ସହ ଜଣାଇବାକୁ ଚାହେଁ ଯେ ଏଠି ନିଜ ସମ୍ବନ୍ଧରେ ପ୍ରସଙ୍ଗ ତିଆରି ଉଇକିପିଡ଼ିଆ:ନିୟମାବଳୀ ବାହାରେ । ତେବେ ଆପଣ ନିଜ ବାବଦରେ ନିଜ ସଭ୍ୟ ପୃଷ୍ଠାରେ ଲେଖିପାରିବେ । ଲଗ ଇନ କରିଥିଲେ ଉପରେ ନିଜ ସଭ୍ୟ ନାମ ଦିଶିବ । ସେଠିକି ଯାଇ ପୃଷ୍ଠାଟି ତିଆରି କରିପାରିବେ । ସୁଭ (ଆଳାପ) ୧୨:୫୪, ୨୫ ଜାନୁଆରୀ ୨୦୨୨ (IST)[reply]