ବ୍ୟବହାରକାରୀଙ୍କ ଆଲୋଚନା:DeepakBeuria

Page contents not supported in other languages.
ଉଇକିପିଡ଼ିଆ‌ରୁ

ସ୍ୱାଧୀନତାର ସୂକ୍ଷ୍ମ ପରିଚର୍ଯ୍ୟା[ସମ୍ପାଦନା]

ସମୟ ଅନୁସାରେ ସ୍ଵାଧୀନତାର ପରିମାପ ବଦଳିଛି। ଆମ ଦେଶ ଯେତେବେଳେ ଇଂରେଜ ଶାସନ ବିରୁଦ୍ଧରେ ମୁକ୍ତି ପାଇଁ ଲଢେ଼ଇ କରୁଥିଲା, ସେତେବେଳେ ସ୍ଵାଧୀନତା ର ଅର୍ଥ ଥିଲା ନିଜକୁ ସେ ଲଢେ଼ଇ ପାଇଁ ପ୍ରସ୍ତୁତ କରିବା। କିନ୍ତୁ ଆଜି ସ୍ଵାଧୀନତା ର 77 ବର୍ଷ ପରେ ସ୍ୱାଧୀନ ହେବାର ଅର୍ଥ କିଛି ଅଲଗା। ନିଜକୁ ସେଇ ପରିପ୍ରେକ୍ଷୀରେ ଗଢି ତୋଳିବା ର ସମୟ ଆସିଛି। ନିଜର ଉତ୍ତମ ଚିନ୍ତା ଶକ୍ତି କୁ ପାଥେୟ କରି ନିଜ ନିଜ ର କର୍ମକ୍ଷେତ୍ର ରେ ତାହାର ପ୍ରତିଫଳନ କରିବା ଏବଂ ତା ଦ୍ଵାରା ଦେଶ କୁ ନିଜ ବ୍ୟକ୍ତିଗତ କ୍ଷେତ୍ର ରେ ଆଗକୁ ନେବା ଆମର ଲକ୍ଷ୍ୟ ହେବା ଉଚିତ୍। DEEPAK KUMAR BEURIA (ମୋ ଆଲୋଚନା) ୨୧:୧୯, ୧୫ ଅଗଷ୍ଟ ୨୦୨୩ (IST)[reply]

ପରମ ବୀର ଚକ୍ର ଗଣ-ସମ୍ପାଦନାରେ ଭାଗ ନେବାକୁ ଅନୁରୋଧ[ସମ୍ପାଦନା]

ପରମ ବୀର ଚକ୍ର ଗଣସମ୍ପାଦନାରେ ଯୋଗ ଦେବାକୁ ଅନୁରୋଧ
୨୦୨୩ ସେପ୍ଟେମ୍ବର ୧୫ - ୨୦

ଆସନ୍ତା ସେପ୍ଟେମ୍ବର ୧୫ରୁ ଆରମ୍ଭ ହେଉଛି ପରମ ବୀର ଚକ୍ର ଗଣସମ୍ପାଦନା । ଆସନ୍ତୁ ମିଶି ଲେଖିବା ଭାରତୀୟ ସେନାର ସର୍ବୋଚ୍ଚ ସମ୍ମାନ ପରମ ବୀର ଚକ୍ରରେ ସମ୍ମାନିତ ୨୧ ଜଣ ସୈନିକଙ୍କ ଉପରେ ପ୍ରସଙ୍ଗ ।

ଅପେକ୍ଷାରେ,
ସଂଗ୍ରାମ କେଶରୀ ସେନାପତି (ଗପୁ)