ବ୍ୟବହାରକାରୀଙ୍କ ଆଲୋଚନା:AmritE

Page contents not supported in other languages.
ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।

ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଓଡିଆ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...

Amrit Ekka, ଧନ୍ୟବାଦମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୭:୧୯, ୧୨ ଫେବୃଆରୀ ୨୦୧୪ (UTC)

ନୂଆ ପ୍ରସଙ୍ଗ ଆରମ୍ଭ କରିଥିବାରୁ ଶୁଭେଚ୍ଛା[ସମ୍ପାଦନା]

ଆଦରର ଅମୃତ,

ନୂଆ ପ୍ରସଙ୍ଗମାନ ଆରମ୍ଭ କରିଥିବାରୁ ଅନେକ ଶୁଭେଚ୍ଛା । ଆପଣ ନିଜେ କଷ୍ଟକର ଟେକନିକାଲ ଲେଖାସବୁ ଲେଖିବା ଆରମ୍ଭ କରିବା ଦେଖି ଖୁସି ଲାଗୁଛି । ତେବେ, ଇଂରାଜୀରେ ଆଗରୁ ଖୁବ ଭଲ ଭାବେ ଟେକନିକାଲ ପ୍ରସଙ୍ଗସବୁ ଲେଖାଥିବାରୁ ସେସବୁକୁ ଅନୁବାଦ କରିବା ଆପଣଙ୍କ ପାଇଁ ସହଜ ହେବ । ମୁଁ ଆପଣ ଆରମ୍ଭ କରିଥିବା ସଫ୍ଟୱେର ପ୍ରସଙ୍ଗଟିକୁ ଟିକେ ବଦଳାଇ, ଇଂରାଜୀ ଉଇକିପିଡ଼ିଆର ସେଇ ଏକା ପ୍ରସଙ୍ଗରୁ କିଛି ଲେଖା ଆଣି ଅନୁବାଦ କରିଛି । ଆପଣ ସେଇଟି ଦେଖି ଜଣାନ୍ତୁ ସୁବିଧା ହେଉଛି କି ନାହିଁ ।

କିଛି ଲେଖା ଯାହା ଆଗକୁ ଅନୁବାଦ କରାଯିବ, କିନ୍ତୁ ଏବେ ଇଂରାଜୀରେ ଅଛି, ତା' ପାଇଁ <!-- text from English Wikipedia article --> ବ୍ୟବହାର କରି ଇଂରାଜୀ ଲେଖାଟି ଲୁଚାଇ ଦେଇଛି । ତଳେ ଇଂରାଜୀ ଥିବ, ଉପରେ ଆପଣ ତାକୁ ଓଡ଼ିଆରେ ଅନୁବାଦ କରୁଥିବେ, ଏଇଟା ହୁଏତ ସହଜ ହୋଇପାରେ । ସୁଭାସିସ ପାଣିଗାହି କଥା ୦୩:୨୭, ୭ ଅକ୍ଟୋବର ୨୦୧୪ (UTC)

ଓଡ଼ିଆ ଉଇକିପାଠାଗାର ପ୍ରଥମ ଜନ୍ମତିଥି ପାଳନ ପାଇଁ ନିମନ୍ତ୍ରଣ[ସମ୍ପାଦନା]

--Saileshpat (ମୋ ଆଲୋଚନା) ୨୦ ଅକ୍ଟୋବର ୨୦୧୫ (IST)