ବ୍ୟବହାରକାରୀଙ୍କ ଆଲୋଚନା:ARYAN MURMU

Page contents not supported in other languages.
ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


ଆଉ ଏକ ଗୁରୁତ୍ତ୍ୱପୂର୍ଣ୍ଣ ସୂଚନା:

ଆପଣ ନିକଟରେ ଆରମ୍ଭ କରିଥିବା ସବୁଯାକ ପ୍ରସଙ୍ଗ ଗୁଗୁଲ ଟ୍ରାନ୍ସଲେଟ ବ୍ୟବହାର । ଗୁଗୁଲ ଟ୍ରାନ୍ସଲେଟ ବ୍ୟବହାର କରିବାରେ ଆପତ୍ତି ନାହିଁ ହେଲେ ସେଥିରେ ଅନୁବାଦ ହେଲା ପରେ ବ୍ୟାକରଣ ଆଉ ଲିଖନ ଶୈଳୀ ଏବଂ ଅନ୍ୟାନ୍ୟ ଭୁଲ ଭଟକା ସୁଧାରିବାକୁ ପଡ଼େ । ଏଣୁ ପୂରା ପ୍ରସଙ୍ଗ ଗୁଗୁଲ ଟ୍ରାନ୍ସଲେଟରେ ସିଧା ଅନୁବାଦ ନ କରି ବରଂ ଏକ ପ୍ରସଙ୍ଗର ବିଭାଗ ପରେ ବିଭାଗ ଅନୁବାଦ କରି ତାକୁ ସୁଧାରି ଲେଖନ୍ତୁ । ଫଳରେ ଲେଖାର ପରିମାଣ କମ ହେବ ଆଉ ଲେଖାର ମାନ ଉନ୍ନତ ହେବ । ଆପଣ ନିକଟରେ ତିଆରି କରିଥିବା ପ୍ରସଙ୍ଗ ୨୦୨୦ ଗ୍ରୀଷ୍ମକାଳୀନ ଅଲମ୍ପିକର ଉଦାହରଣ ଦେଖିପାରିବେ । ଏ ଲେଖାଟି ଏତେ ବଡ଼ ଯେ ଏହାକୁ ଆଉ କେହି ସୁଧାରିବାକୁ ଚାହିଁଲେ ବି ସୁଧାରିବା ପାଇଁ ଅନେକ ସମୟ ଲାଗିବ । ଆପଣ ନିଜେ ଚେଷ୍ଟାକଲେ ବି ଅନେକ ସମୟ ଲାଗିବ । ଖୁବ କମ ସମୟରେ ଖୁବ ଅଧିକ ପ୍ରସଙ୍ଗ ଆମର ଲକ୍ଷ୍ୟ ନୁହେଁ ବରଂ ଭଲ ମାନର ପ୍ରସଙ୍ଗ ବେଶୀ ଜରୁରୀ । ନିମ୍ନ ମାନର ଅନେକ ପ୍ରସଙ୍ଗ କେବଳ ନାଁକୁ ମାତ୍ର ତିଆରି ହେଲେ ବି ତାହା କେହି ପଢ଼ିବାକୁ ଚାହିଁବେ ନାହିଁ । ଆଶା ଆପଣ ଏସବୁ ଉପରେ ଧ୍ୟାନ ଦେବେ । କିଛି ଅସୁବିଧା ହେଲେ ଉଇକିପିଡ଼ିଆ:ଚାଟସଭାରେ ପଚାରିପାରିବେ ।

ARYAN MURMU, ଧନ୍ୟବାଦ – ~~~~

--ସୁଭ (ଆଳାପ) ୨୨:୫୫, ୧୮ ଅପ୍ରେଲ ୨୦୨୦ (IST)[reply]