Jump to content

ବ୍ୟବହାରକାରୀଙ୍କ ଆଲୋଚନା:ᱤᱧ ᱢᱟᱛᱟᱞ

Page contents not supported in other languages.
ଉଇକିପିଡ଼ିଆ‌ରୁ

ଆଦରର ᱤᱧ ᱢᱟᱛᱟᱞ, ଓଡ଼ିଆ ଉଇକିପିଡ଼ିଆକୁ ସ୍ଵାଗତ!

ଆଶା ଆପଣ ଏ ଜ୍ଞାନକୋଷର ପ୍ରସଙ୍ଗସବୁ ପଢ଼ିବେ, ଭୁଲ ପାଇଲେ ସମ୍ପାଦନା କରିବେ ଏବଂ ନୂଆ ପ୍ରସଙ୍ଗ ମଧ୍ୟ ଲେଖିବେ । ଜାଣିବେ ଯେ ଉଇକିପିଡ଼ିଆର ସମସ୍ତେ ସମ୍ପାଦନା କରିପାରିବେ । ସମ୍ପାଦନା କରୁଥିବା ଲୋକଙ୍କୁ ଆମେ "ଉଇକିଆଳି" ଡାକୁ ଓ ଆମେସବୁ ସ୍ୱେଚ୍ଛାସେବୀ । ଲେଖିବା ବାବଦରେ ନୀତି ନିୟମ ଜାଣନ୍ତୁ । ଏହି ପୃଷ୍ଠାରୁ ଅଧିକ ସୂଚନା ପାଇବେ ଓ କିଛି ଅସୁବିଧା ହେଲେ ପ୍ରଶ୍ନ ମଧ୍ୟ ପଚାରିପାରିବେ ।


ଆଉ କିଛି ଦରକାରୀ ଲିଙ୍କ

ଧନ୍ୟବାଦ! – ~~~~

--Psubhashish (ମୋ ଆଲୋଚନା) ୧୮:୫୮, ୨୧ ମାର୍ଚ୍ଚ ୨୦୨୪ (IST)[reply]

ଆପଣଙ୍କ ତିଆରି ନୂଆ ପ୍ରସଙ୍ଗ

[ସମ୍ପାଦନା]

ଆଦରର @ᱤᱧ ᱢᱟᱛᱟᱞ, ଆପଣ ଗୋଟେ ଦିନରେ ଛଅଟି ନୂଆ ପ୍ରସଙ୍ଗ ତିଆରି କରିବା ଯେତେ ଖୁସିର ବିଷୟ, ସେ ପ୍ରସଙ୍ଗଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ମେସିନ ଅନୁବାଦରେ ଗଢ଼ିବା ସେତେ ଦୁଃଖଦାୟକ । ପରିଣାମ: ସେ ସବୁ ପ୍ରସଙ୍ଗ ହୁଏତ ଲିଭାଇଦିଆଯିବ । ଓଡ଼ିଆ ଉଇକିପିଡ଼ିଆରେ ସମ୍ପୂର୍ଣ୍ଣ ମେସିନ ଅନୁବାଦରେ ପ୍ରସଙ୍ଗ ତିଆରି ସମ୍ପୂର୍ଣ୍ଣ ମନା । ଆପଣ ପ୍ରସଙ୍ଗଗୁଡ଼ିକୁ ସମ୍ପାଦନା କରି ସପ୍ତାହେ ଭିତରେ ସଜାଡ଼ିପାରିବେ । ନହେଲେ ସେସବୁ ଲିଭାଇଦିଆଯିବ । ମୋର ଏ ମେସେଜଟି ମଧ୍ୟ ଚେତାବନୀ ବୋଲି ଭାବିବେ ଓ ଆଗକୁ ଏଭଳି ପ୍ରସଙ୍ଗ ତିଆରି ନ କରିବାକୁ ଅନୁରୋଧ । ଏକାଥରେ ଅନେକ ପ୍ରସଙ୍ଗ ତିଆରି ନ କରି ବରଂ ଗୋଟେ ପ୍ରସଙ୍ଗକୁ ଧୀରେଧୀରେ ଉନ୍ନତ କରିବା ଭଲ । ଉଇକିପିଡ଼ିଆରେ ବହୁ ବର୍ଷ ଧରି ସକ୍ରିୟ ଅନେକେ ଏଇଆ କରନ୍ତି । Psubhashish (ମୋ ଆଲୋଚନା) ୧୯:୦୪, ୨୧ ମାର୍ଚ୍ଚ ୨୦୨୪ (IST)[reply]

@Psubhashish "ମୁଁ ଭୁଲ ପାଇଁ କ୍ଷମା ମାଗୁଛି। ଏହାକୁ ତୁରନ୍ତ ସଂଶୋଧନ କରିବା ପାଇଁ ମୁଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବି।"ᱤᱧ ᱢᱟᱛᱟᱞ (ମୋ ଆଲୋଚନା) ୨୨:୦୯, ୨୧ ମାର୍ଚ୍ଚ ୨୦୨୪ (IST)[reply]