ବ୍ୟବହାରକାରୀଙ୍କ ଆଲୋଚନା:ᱤᱧ ᱢᱟᱛᱟᱞ

Page contents not supported in other languages.
ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


ᱤᱧ ᱢᱟᱛᱟᱞ, ଧନ୍ୟବାଦ – ~~~~

--Psubhashish (ମୋ ଆଲୋଚନା) ୧୮:୫୮, ୨୧ ମାର୍ଚ୍ଚ ୨୦୨୪ (IST)[reply]

ଆପଣଙ୍କ ତିଆରି ନୂଆ ପ୍ରସଙ୍ଗ[ସମ୍ପାଦନା]

ଆଦରର @ᱤᱧ ᱢᱟᱛᱟᱞ, ଆପଣ ଗୋଟେ ଦିନରେ ଛଅଟି ନୂଆ ପ୍ରସଙ୍ଗ ତିଆରି କରିବା ଯେତେ ଖୁସିର ବିଷୟ, ସେ ପ୍ରସଙ୍ଗଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ମେସିନ ଅନୁବାଦରେ ଗଢ଼ିବା ସେତେ ଦୁଃଖଦାୟକ । ପରିଣାମ: ସେ ସବୁ ପ୍ରସଙ୍ଗ ହୁଏତ ଲିଭାଇଦିଆଯିବ । ଓଡ଼ିଆ ଉଇକିପିଡ଼ିଆରେ ସମ୍ପୂର୍ଣ୍ଣ ମେସିନ ଅନୁବାଦରେ ପ୍ରସଙ୍ଗ ତିଆରି ସମ୍ପୂର୍ଣ୍ଣ ମନା । ଆପଣ ପ୍ରସଙ୍ଗଗୁଡ଼ିକୁ ସମ୍ପାଦନା କରି ସପ୍ତାହେ ଭିତରେ ସଜାଡ଼ିପାରିବେ । ନହେଲେ ସେସବୁ ଲିଭାଇଦିଆଯିବ । ମୋର ଏ ମେସେଜଟି ମଧ୍ୟ ଚେତାବନୀ ବୋଲି ଭାବିବେ ଓ ଆଗକୁ ଏଭଳି ପ୍ରସଙ୍ଗ ତିଆରି ନ କରିବାକୁ ଅନୁରୋଧ । ଏକାଥରେ ଅନେକ ପ୍ରସଙ୍ଗ ତିଆରି ନ କରି ବରଂ ଗୋଟେ ପ୍ରସଙ୍ଗକୁ ଧୀରେଧୀରେ ଉନ୍ନତ କରିବା ଭଲ । ଉଇକିପିଡ଼ିଆରେ ବହୁ ବର୍ଷ ଧରି ସକ୍ରିୟ ଅନେକେ ଏଇଆ କରନ୍ତି । Psubhashish (ମୋ ଆଲୋଚନା) ୧୯:୦୪, ୨୧ ମାର୍ଚ୍ଚ ୨୦୨୪ (IST)[reply]

@Psubhashish "ମୁଁ ଭୁଲ ପାଇଁ କ୍ଷମା ମାଗୁଛି। ଏହାକୁ ତୁରନ୍ତ ସଂଶୋଧନ କରିବା ପାଇଁ ମୁଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବି।"ᱤᱧ ᱢᱟᱛᱟᱞ (ମୋ ଆଲୋଚନା) ୨୨:୦୯, ୨୧ ମାର୍ଚ୍ଚ ୨୦୨୪ (IST)[reply]