ବ୍ରେମେଲାନୋଟାଇଡ
Clinical data | |
---|---|
Pronunciation | /ˌbrɛmɪˈlænətaɪd/ (listen) |
Trade names | Vyleesi |
Synonyms | Bremelanotide acetate; PT-141; Rekynda |
AHFS/Drugs.com | monograph |
MedlinePlus | a619054 |
data | |
Routes of administration | Subcutaneous injection[୧] |
Legal status | |
Legal status |
|
Pharmacokinetic data | |
Bioavailability | SC: ~100%[୧] |
Protein binding | 21%[୧] |
Metabolism | Hydrolysis of peptide bonds[୧] |
Elimination half-life | 2.7 hours[୧] |
Excretion | Urine: 64.8% Feces: 22.8% |
Identifiers | |
| |
Chemical and physical data | |
Formula | C50H68N14O10 |
Molar mass | ୧,୦୨୫.୧୮ g·mol−1 |
3D model (JSmol) | |
| |
| |
(verify) |
ବ୍ରେମେଲାନୋଟାଇଡ, ବ୍ରାଣ୍ଡ ନାମ ଭାଲେସି, ଏକ ଔଷଧ ଯାହା ମହିଳାମାନଙ୍କର ନିମ୍ମ ଯୌନ ଇଚ୍ଛାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ନିର୍ଦ୍ଦିଷ୍ଟ ଭାବରେ ଏହା ଏପରି କ୍ଷେତ୍ରରେ ବ୍ୟବହୃତ ହୁଏ ଯାହା ମେନୋପୋଜ ପୂର୍ବରୁ ଘଟିଥାଏ ଏବଂ ଚିକିତ୍ସା ସମସ୍ୟା, ମାନସିକ ସ୍ୱାସ୍ଥ୍ୟ କିମ୍ବା ସମ୍ପର୍କ ମଧ୍ୟରେ ସମସ୍ୟା ହେତୁ ହୋଇନଥାଏ ।[୩] ଚର୍ମ ତଳେ ଇଞ୍ଜେକ୍ସନ୍ ଆକାରରେ ଏହା ଦିଆଯାଏ । [୪]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ଇଞ୍ଜେକ୍ସନ୍ ସ୍ଥାନରେ ଯନ୍ତ୍ରଣା, ମୁହଁ ଲାଲ ପଡ଼ିବା ଏବଂ ମୁଣ୍ଡବିନ୍ଧା ହୋଇପାରେ । [୨] ଏହା ରକ୍ତଚାପକୁ ଅସ୍ଥାୟୀ ଭାବରେ ବୃଦ୍ଧି କରିପାରେ ଏବଂ ହୃଦସ୍ପନ୍ଦନକୁ ହ୍ରାସ କରିପାରେ ଏବଂ ମାଢ଼ି, ମୁହଁ ଏବଂ ସ୍ତନକୁ କଳା କରି ଦେଇପାରେ । ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ | [୫] ଏହା ମାଲାନୋକର୍ଟିନ ରିସେପ୍ଋକୁ ସକ୍ରିୟ କରିପାରେ । [୩]
୨୦୧୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ବ୍ରେମେଲାନୋଟାଇଡ୍ ଅନୁମୋଦିତ ହୋଇଥିଲା । [୨] ଏହା ୟୁରୋପ କିମ୍ବା ବ୍ରିଟେନରେ ଅନୁମୋଦିତ ନୁହେଁ। [୬] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ୨୦୨୨ ମସିହା ସୁଦ୍ଧା ପ୍ରାୟ ୬୦୦ ଡଲାର୍ ଅଟେ। [୭]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Vyleesi- bremelanotide injection". DailyMed. 10 September 2019. Archived from the original on 29 March 2021. Retrieved 20 November 2019.
- ↑ ୨.୦ ୨.୧ ୨.୨ "Bremelanotide Acetate Monograph for Professionals". Drugs.com. Archived from the original on 24 October 2019. Retrieved 24 October 2019.
- ↑ ୩.୦ ୩.୧ "Vyleesi- bremelanotide injection". DailyMed. 10 September 2019. Archived from the original on 29 March 2021. Retrieved 20 November 2019.
- ↑ "Bremelanotide Acetate Monograph for Professionals". Drugs.com. Archived from the original on 24 October 2019. Retrieved 24 October 2019.
- ↑ "Bremelanotide (Vyleesi) Use During Pregnancy". Drugs.com (in ଇଂରାଜୀ). Archived from the original on 24 October 2020. Retrieved 11 January 2022.
- ↑ "Bremelanotide". SPS - Specialist Pharmacy Service. 22 September 2015. Archived from the original on 11 January 2022. Retrieved 11 January 2022.
- ↑ "Vyleesi Prices, Coupons & Savings Tips - GoodRx". GoodRx. Retrieved 11 January 2022.