ବ୍ରଜକିଶୋର ମହାନ୍ତି

ଉଇକିପିଡ଼ିଆ‌ରୁ
ବ୍ରଜକିଶୋର ମହାନ୍ତି
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୦
ପୂର୍ବ ଅଧିକାରୀଧନଞ୍ଜୟ ମହାନ୍ତି
ପର ଅଧିକାରୀଗୁରୁପଦ ନନ୍ଦ
ନିର୍ବାଚନ ମଣ୍ଡଳୀରାଉରକେଲା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1931-04-15)୧୫ ଅପ୍ରେଲ ୧୯୩୧
ମୃତ୍ୟୁ୧୫ ଜୁନ ୨୦୧୮(2018-06-15) (ବୟସ ୮୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ପାର୍ଟି
ବୃତ୍ତିରାଜନୀତିଜ୍ଞ

ବ୍ରଜକିଶୋର ମହାନ୍ତି (୧୫ ଅପ୍ରେଲ ୧୯୩୧ - ୧୫ ଜୁନ ୨୦୧୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରାଉରକେଲା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ବ୍ରଜକିଶୋର ମହାନ୍ତି ୧୯୩୧ ମସିହାର ଅପ୍ରେଲ ମାସ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ବ୍ରଜକିଶୋର ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟ[ସମ୍ପାଦନା]

ବ୍ରଜକିଶୋର ୨୦୧୮ ମସିହାର ଜୁନ ମାସ ୧୫ ତାରିଖରେ ୮୭ ବର୍ଷ ବୟସରେ ମୃତ୍ୟବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Braja Kishore Mohanty". odishaassembly.nic.in. Odisha Assembly. Retrieved 21 November 2020.