Jump to content

ବେଲିନୋଷ୍ଟାଟ

ଉଇକିପିଡ଼ିଆ‌ରୁ
ବେଲିନୋଷ୍ଟାଟ
Clinical data
Trade namesBeleodaq
SynonymsPXD101
AHFS/Drugs.commonograph
Pregnancy
category
  • US: D (Evidence of risk)
    Routes of
    administration
    Intravenous (IV)
    Legal status
    Legal status
    Pharmacokinetic data
    Bioavailability100% (IV)
    Protein binding92.9–95.8%[]
    MetabolismUGT1A1
    ExcretionUrine
    Identifiers
    • (2E)-N-Hydroxy-3-[3-(phenylsulfamoyl)phenyl]prop-2-enamide
    Chemical and physical data
    FormulaC15H14N2O4S
    Molar mass୩୧୮.୩୫ g·mol−1
    3D model (JSmol)
    • O=S(=O)(Nc1ccccc1)c2cc(\C=C\C(=O)NO)ccc2
    • InChI=1S/C15H14N2O4S/c18-15(16-19)10-9-12-5-4-8-14(11-12)22(20,21)17-13-6-2-1-3-7-13/h1-11,17,19H,(H,16,18)/b10-9+ checkY
    • Key:NCNRHFGMJRPRSK-MDZDMXLPSA-N checkY

    ବେଲିନୋଷ୍ଟାଟ, ବେପାର ନାମ ବେଲୋଡାକ, ଏକ ଔଷଧ ଯାହା ପେରିଫେରାଲ ଟି-ସେଲ ଲିମ୍ଫୋମା ରୋଗର (PTCL)ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [] ଯେତେବେଳେ ଅନ୍ୟ ଚିକିତ୍ସା ବିଫଳ ହୁଏ ସେତେବେଳେ ଏହା ବ୍ୟବହୃତ ହୁଏ । [] ୨୦୨୦ ସୁଦ୍ଧା ଏହା ଆୟୁଷକୁ ଉନ୍ନତ କରେ କି ନାହିଁ ତାହା ବିଷୟରେ ଅସ୍ପଷ୍ଟ ଅଛି ।[] ଏହା ଶିରାରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ । []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ଥକାପଣ, ଜ୍ୱର ଏବଂ ସ୍ୱଳ୍ପ ଲୋହିତ ରକ୍ତ କଣିକା ଅନ୍ତର୍ଭୁକ୍ତ । [] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଥ୍ରୋମ୍ବୋସାଇଟପେନିଆ, ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ସଂକ୍ରମଣ, ଯକୃତ ସମସ୍ୟା ଏବଂ ଟ୍ୟୁମର ଲାଇସିସ୍ ସିଣ୍ଡ୍ରୋମ ଅନ୍ତର୍ଭୁକ୍ତ । [] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ | [] ଏହା ଏକ ହିଷ୍ଟୋନ୍ ଡିସିଟିଇଲେଜ ନିରୋଧକ । []

    ୨୦୧୪ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ବେଲିନୋଷ୍ଟାଟକୁ ଅନୁମୋଦନ କରାଯାଇଥିଲା। [] ଏହାକୁ ୨୦୧୨ରେ ୟୁରୋପରେ ଏକ ଅନାଥ ନାମ ଦିଆଯାଇଥିଲା। [] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ଏକ ୫୦୦ ମିଗ୍ରା ଭାଏଲର ମୂଲ୍ୟ ପ୍ରାୟ ୨୧୦୦ ଡଲାର ଅଟେ । []

    1. "Beleodaq (belinostat) For Injection, For Intravenous Administration. Full Prescribing Information" (PDF). Spectrum Pharmaceuticals, Inc. Irvine, CA 92618. Archived from the original (PDF) on 4 March 2016. Retrieved 21 November 2015.
    2. 1 2 "Belinostat Monograph for Professionals". Drugs.com (in ଇଂରାଜୀ). Retrieved 8 January 2022.
    3. 1 2 3 "DailyMed - BELEODAQ- belinostat injection, powder, lyophilized, for solution". dailymed.nlm.nih.gov. Archived from the original on 25 March 2021. Retrieved 8 January 2022.
    4. 1 2 3 "DailyMed - BELEODAQ- belinostat injection, powder, lyophilized, for solution". dailymed.nlm.nih.gov. Archived from the original on 25 March 2021. Retrieved 8 January 2022.
    5. "Belinostat Monograph for Professionals". Drugs.com (in ଇଂରାଜୀ). Retrieved 8 January 2022.
    6. "EU/3/12/1055: Orphan designation for the treatment of peripheral T-cell lymphoma (nodal, other extranodal and leukaemic/disseminated)". Archived from the original on 11 January 2022. Retrieved 8 January 2022.
    7. "Belinostat Prices, Coupons & Savings Tips - GoodRx". GoodRx. Retrieved 8 January 2022.