ବେନାଫ ଦାଦାଚାନ୍ଦଜୀ
ବେନାଫ ଦାଦାଚାନ୍ଦଜୀ | |
---|---|
ଜନ୍ମ | [୧] ମୁମ୍ବାଇ, ମହାରାଷ୍ଟ୍ର, ଭାରତ | ୧୭ ଅଗଷ୍ଟ ୧୯୮୭
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୯୬–ଏବେଯାଏଁ |
ବୈବାହିକ-ସାଥୀ |
ନର୍ମାନ ହୁଓ (m. ୨୦୧୯) |
ସନ୍ତାନ | ଇଭାନା ହୁଓ |
ବେନାଫ ଦାଦାଚାନ୍ଦଜୀ ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ହିନ୍ଦୀ ଧାରାବାହିକ ବା ବହୁ ଔର୍ ବେବିରେ ରାଧିକା ବେବି ଠାକ୍କର ଭୂମିକାରେ ଅଭିନୟ କରିବା ପାଇଁ ସେ ଜଣାଶୁଣ ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ବେନାଫ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ସେଣ୍ଟେ ଆନ୍ନେ ହାଇସ୍କୁଲରୁ ସେ ତାଙ୍କର ସ୍କୁଲଶିକ୍ଷା ଶେଷ କରିଥିଲେ ।[୨] ଫେବୃଆରୀ ୨୦୧୯ରେ, ସେ ନର୍ମାନ ହୁଓଙ୍କୁ ବିବାହ କରିଥିଲେ ।[୩][୪] ନଭେମ୍ବର ୨୦୧୯ରେ, ତାଙ୍କ ଝିଅ ଜନ୍ମ ହୋଇଥିଲେ ।
ଅଭିନୟ ଜୀବନ
[ସମ୍ପାଦନା]ବେନାଫ ବିଭିନ୍ନ ବିଜ୍ଞାପନରେ କାମ କରି ଅଭିନୟ ଜଗତରେ ପାଦ ଥାପିଥିଲେ ।[୫] ୧୯୯୫ ମସିହାରେ, ସେ ସନ୍ତୋଷ ସିବନଙ୍କ ନିର୍ଦ୍ଦେଶିତ ହିନ୍ଦୀ କଥାଚିତ୍ର ହାଲୋରେ ଅଭିନୟ କରିଥିଲେ । ଏହି କଥାଚିତ୍ର ପାଇଁ ତାଙ୍କୁ ୪୩ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସ୍ୱତନ୍ତ୍ର ଜୁରୀ ପୁରସ୍କାର ମିଳିଥିଲା ।[୬][୨][୫]
ଏହାପରେ, ସେ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରିଥିଲେ । ୨୦୧୨ ମସିହାରେ, ସେ ବ୍ୟାହା ହମାରୀ ବହୂ କାରେ ପୌଲୋମି ଭୂମିକରେ କାମ କରିଥିଲେ ।[୭]
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୧୯୯୬ | ହାଲୋ | ଶାଶା | |
୧୯୯୮ | ଚାଇନା ଗେଟ୍ | ଲାଲି | |
୨୦୧୪ | ବବି ଜାସୁସ୍ | ନୂର | [୮] |
ଅଭିନୀତ ଧାରାବାହିକ
[ସମ୍ପାଦନା]ବରଷ | ଧାରାବାହିକ/କାର୍ଯ୍ୟକ୍ରମ | ଭୂମିକା | ମନ୍ତବ୍ୟ |
---|---|---|---|
୧୯୯୭ | ନଜରାନା | ଇଶିତା | ଟିଭିଫିଲ୍ମ |
୧୯୯୮ | ସୋ ଲେଟ୍ସ୍ ୟାହୁ[୯] | ନିଜେ | |
୨୦୦୪–୨୦୦୫ | ପ୍ରିନ୍ସେସ୍ ଡଲି ଔର୍ ଉସ୍କା ମ୍ୟାଜିକ୍ ବ୍ୟାଗ୍ | ଲୋପା | |
୨୦୦୫ | ରିମିକ୍ସ | ୟାମିନୀ | |
୨୦୦୫–୨୦୧୦ | ବା ବହୁ ଔର୍ ବେବି | ରାଧିକା "ବେବି" ଠାକ୍କର | |
୨୦୦୭ | ଶଃ...ଫିର୍ କୋଇ ହୈ | ଶ୍ୱେତା | |
୨୦୦୯–୨୦୧୧ | ଝାନ୍ସି କି ରାନୀ | ଗଙ୍ଗା | |
୨୦୧୧–୨୦୧୨ | ଛୋଟି ବହୁ ୨ | ବର୍ଖା ବଶିଷ୍ଟ | |
୨୦୧୨ | ବ୍ୟାହା ହମାରି ବହୁ କା | ପୌଲୋମି | |
୨୦୧୫–୨୦୧୬ | ସୁମିତ ସମ୍ଭାଲ ଲେଗା | ସିମ୍ରନ | |
୨୦୧୭ | ୟେ ମୋହ ମୋହ କେ ଧାଗେ | ସାନ୍ୱି | |
୨୦୧୯ | ବାରିଷ | ଜେନିଆ | ୱେବ୍ ସିରିଜ୍ |
୨୦୨୨ | ଧଡ଼କନ ଜିନ୍ଦେଗୀ କି | ଡ. ଅଦିତି ସକ୍ସେନା | |
୨୦୨୩ | ସପ୍ନୋଁ କି ଛଲାଙ୍ଗ | ପ୍ରିୟାଲ |
ପୁରସ୍କାର
[ସମ୍ପାଦନା]- ୧୯୯୫: ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍, ହାଇଦ୍ରାବାଦ (ଶ୍ରେଷ୍ଠ ଶିଶୁ କଳାକାର)[୨][୫]
- ୧୯୯୬: ୪୩ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର (ହାଲୋ ପାଇଁ ସ୍ପେଶାଲ ଜୁରୀ ପୁରସ୍କାର)
- ୧୯୯୭: ଚିଲ୍ଡ୍ରେନ୍ସ୍ ଫିଲ୍ମଫେଷ୍ଟ, ନ୍ୟୁୟର୍କ (ହାଲୋ ପାଇଁ ଶ୍ରେଷ୍ଠ ଶିଶୁ କଳାକାର)[୧୦]
ଆଧାର
[ସମ୍ପାଦନା]- ↑ Vetticad, Anna M.M. (22 May 2000). "Look at me now". India Today. Retrieved 22 May 2016.
Benaf - six during the shooting, now 12
- ↑ ୨.୦ ୨.୧ ୨.୨ "43rd National Film Awards". International Film Festival of India. Archived from the original on 15 ଡିସେମ୍ବର 2013. Retrieved 2 ଜୁନ 2012.
- ↑ "Baa Bahoo Aur Baby actor Benaf Dadachandji ties the knot; Rubina Dilaik, Srishty Rode celebrate". The Indian Express (in Indian English). 2019-02-10. Retrieved 2019-08-19.
- ↑ "Baa Bahoo Aur Baby actress Benaf Dadachandji ties the knot in a hush hush wedding - Times of India". The Times of India (in ଇଂରାଜୀ). 22 February 2019. Retrieved 2019-08-19.
- ↑ ୫.୦ ୫.୧ ୫.୨ "43rd National Film Awards (PDF)" (PDF). Directorate of Film Festivals. Retrieved 2 Jun 2012.
- ↑ Narayanan, Ramya; Shah, Sonali (12 Dec 2008). "Children no more". Mumbai Mirror. Archived from the original on 29 January 2013. Retrieved 2 June 2012.
- ↑ "Gaurav Khanna in Byaah Hamari Bahoo Ka". The Times of India. 4 May 2012. Archived from the original on 19 July 2012. Retrieved 2 Jun 2012.
- ↑ "Photos: Vidya Balan at the trailer launch of 'Bobby Jasoos'". mid-day (in ଇଂରାଜୀ). Retrieved 2019-08-19.
- ↑ "Spicy girls - Society & The Arts News - Issue Date: Feb 9, 1998".
- ↑ "Halo". Children's Film Society, India. Archived from the original on 30 September 2012. Retrieved 2 Jun 2012.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ବେନାଫ ଦାଦାଚାନ୍ଦଜୀ