Jump to content

ବେଟ୍ରିକ୍ସାବାନ

ଉଇକିପିଡ଼ିଆ‌ରୁ
ବେଟ୍ରିକ୍ସାବାନ
Clinical data
Trade namesBevyxxa, Dexxience, other
SynonymsPRT054021, PRT064445
AHFS/Drugs.commonograph
Routes of
administration
By mouth
Legal status
Legal status
Pharmacokinetic data
Protein binding60%
Elimination half-life19–27 hrs
Duration of action≥72 hrs
Excretion85% feces, 11% urine
Identifiers
  • N-(5-Chloropyridin-2-yl)-2-([4-(N,N-dimethylcarbamimidoyl)benzoyl]amino)-5-methoxybenzamide
ECHA InfoCard100.207.746 Edit this at Wikidata
Chemical and physical data
FormulaC23H22ClN5O3
Molar mass451.905
3D model (JSmol)
  • CN(C)C(=N)C1=CC=C(C=C1)C(=O)NC2=C(C=C(C=C2)OC)C(=O)NC3=NC=C(C=C3)Cl
  • InChI=1S/C23H22ClN5O3/c1-29(2)21(25)14-4-6-15(7-5-14)22(30)27-19-10-9-17(32-3)12-18(19)23(31)28-20-11-8-16(24)13-26-20/h4-13,25H,1-3H3,(H,27,30)(H,26,28,31) checkY
  • Key:XHOLNRLADUSQLD-UHFFFAOYSA-N checkY
  (verify)

ବେଟ୍ରିକ୍ସାବାନ, ଅନ୍ୟ ଏକ ବେପାର ନାମ ବେଭିକ୍ସା, ବୟସ୍କମାନଙ୍କର ଶିରାରେ ରକ୍ତ ଜମାଟ ବାନ୍ଧିବା ସଙ୍କଟ ଥିଲେ ଓ ସେହି ରୋଗ ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ଏହାକୁ ପ୍ରତିରୋଧକାରୀ ଏକ ଔଷଧ ଭାବରେ ବ୍ୟବହୃତ ହେଉଥିଲା ।[] ଏନୋକ୍ସାପାରିନ୍ ତୁଳନାରେ ଏହାର ରକ୍ତସ୍ରାବ ଅଧିକ ଥାଏ | [] ଏହାକୁ ପାଟିରେ ଦିଆଯାଇଥିଲା | []

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ହୋଇପାରେ । [] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [] ଏହା ଏକ ପ୍ରତ୍ୟକ୍ଷ ଫ୍ୟାକ୍ଟର ଏକ୍ସଏ ଇନହିବିଟର (Xa inhibitor) । []

୨୦୧୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ବେଟ୍ରିକ୍ସବାନ୍ ଅନୁମୋଦିତ ହୋଇଥିଲା; ତଥାପି, ପରବର୍ତ୍ତୀ ସମୟରେ ଏହାକୁ ବନ୍ଦ କରିଦିଆଯାଇଛି | [] ପ୍ରଭାବଶାଳୀତା ଏବଂ ନିରାପତ୍ତାକୁ ନେଇ ଚିନ୍ତା ହେତୁ ୨୦୧୮ରେ ୟୁରୋପରେ ଏହାକୁ ଅନୁମୋଦନ ମନା କରାଯାଇଥିଲା। []

  1. 1 2 Research, Center for Drug Evaluation and. "Approved Drugs - FDA approved betrixaban (BEVYXXA, Portola) for the prophylaxis of venous thromboembolism (VTE) in adult patients". www.fda.gov (in ଇଂରାଜୀ). Archived from the original on 2018-07-25. Retrieved 2018-10-29.
  2. 1 2 "Dexxience". Archived from the original on 10 April 2021. Retrieved 10 January 2022.
  3. 1 2 3 4 5 "Betrixaban Monograph for Professionals". Drugs.com (in ଇଂରାଜୀ). Archived from the original on 25 January 2021. Retrieved 10 January 2022.