Jump to content

ବେଟାକ୍ସୋଲୋଲ

ଉଇକିପିଡ଼ିଆ‌ରୁ
ବେଟାକ୍ସୋଲୋଲ
Clinical data
Pronunciationbe tax' oh lol[]
Trade namesKerlone[]
AHFS/Drugs.comSystemic: monograph
Eye: monograph
MedlinePlusa609023
Pregnancy
category
  • AU: C
    Routes of
    administration
    By mouth, eye drop
    Legal status
    Legal status
    • ℞ (Prescription only)
    Pharmacokinetic data
    Bioavailability89%
    MetabolismLiver
    Elimination half-life14–22 hours
    ExcretionKidney (20%)
    Identifiers
    • (RS)-1-{4-[2-(cyclopropylmethoxy)ethyl]-
      phenoxy}-3-(isopropylamino)propan-2-ol
    ECHA InfoCard100.113.058 Edit this at Wikidata
    Chemical and physical data
    FormulaC18H29NO3
    Molar mass୩୦୭.୪୩ g·mol−1
    3D model (JSmol)
    • O(CCc1ccc(OCC(O)CNC(C)C)cc1)CC2CC2
    • InChI=1S/C18H29NO3/c1-14(2)19-11-17(20)13-22-18-7-5-15(6-8-18)9-10-21-12-16-3-4-16/h5-8,14,16-17,19-20H,3-4,9-13H2,1-2H3 checkY
    • Key:NWIUTZDMDHAVTP-UHFFFAOYSA-N checkY
      (verify)

    ବେଟାକ୍ସୋଲୋଲ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ କେର୍ଲୋନ, ହେଉଛି ଗ୍ଲୁକୋମା ଏବଂ ଉଚ୍ଚ ରକ୍ତଚାପର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । [] ଏହା ଆଖିର ଚାପକୁ ପ୍ରାୟ ୩୦% ହ୍ରାସ କରିଥାଏ । [] ରକ୍ତଚାପ ପାଇଁ ଏହା ପ୍ରଥମ ଧାଡି ଚିକିତ୍ସା ନୁହେଁ | [] ଏହା ପାଟିରେ ଦିଆଯାଏ କିମ୍ବା ଆଖି ବୁନ୍ଦା ଭାବରେ ବ୍ୟବହୃତ ହୁଏ । []

    ପାଟିରେ ଦିଆଯଉଥିବା ଔଷଧର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ହୃଦଗତି ହାର, ନିମ୍ନ ରକ୍ତଚାପ, ଥକାପଣ, ମୁଣ୍ଡ ବୁଲାଇବା, ଅବସାଦ, ଶୋଇବାରେ ଅସୁବିଧା, ସ୍ମୃତି ଶକ୍ତି ହ୍ରାସ ଏବଂ ଯୌନ କ୍ରିୟା ଅସୁବିଧା ହୋଇପାରେ । [] ଅଧିକ ମାତ୍ରାରେ ଏହା ବ୍ରୋଙ୍କୋସ୍ପାଜ୍ମ ସୃଷ୍ଟି କରିପାରେ । [] ଆଖି ବୁନ୍ଦାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଆଖିର ଜ୍ୱାଳା ହୋଇପାରେ । [] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ | [] ଏହା ଏକ ସିଲେକ୍ଟିଭ୍ ବିଟା<sub id="mwJg">1</sub> ରିସେପ୍ଟର ବ୍ଲକର୍ ଔଷଧ ।[] ଆଖିରେ ଆକ୍ୱିଅସ ହ୍ୟୁମର ଉତ୍ପାଦନ ହ୍ରାସ କରି ଏହା କାର୍ଯ୍ୟକ୍ଷମ ହୁଏ । []

    ବେଟାକ୍ସୋଲୋଲ ୧୯୭୫ରେ ପେଟେଣ୍ଟ କରାଯାଇଥିଲା ଏବଂ ୧୯୮୩ରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା । [] ଏହା ଏକ ସାଧାରଣ ଔଷଧ । [] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୫ମିଲି ଆଖି ବୁନ୍ଦା ମୂଲ୍ୟ ୨ ପାଉଣ୍ଡ ଖର୍ଚ୍ଚ ହୋଇଥାଏ । [] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ୨୧ ଡଲାର । []

    1. 1 2 3 4 5 "Betaxolol". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 15 May 2021. Retrieved 10 January 2022.
    2. 1 2 3 "Betaxolol". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 15 May 2021. Retrieved 10 January 2022.
    3. 1 2 "Betaxolol (EENT) Monograph for Professionals". Drugs.com (in ଇଂରାଜୀ). Archived from the original on 24 January 2021. Retrieved 10 January 2022.
    4. 1 2 "Betaxolol (Systemic) Monograph for Professionals". Drugs.com (in ଇଂରାଜୀ). Archived from the original on 6 August 2021. Retrieved 10 January 2022.
    5. 1 2 BNF 81: March-September 2021. BMJ Group and the Pharmaceutical Press. 2021. p. 1224. ISBN 978-0857114105.
    6. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 461. ISBN 9783527607495. Archived from the original on 2017-09-08. Retrieved 2021-03-21.
    7. "Betaxolol Prices, Coupons & Savings Tips - GoodRx". GoodRx. Archived from the original on 6 October 2016. Retrieved 10 January 2022.