ବେକ୍ସାରୋଟିନ

ଉଇକିପିଡ଼ିଆ‌ରୁ
ବେକ୍ସାରୋଟିନ
Clinical data
Trade namesTargretin, others
AHFS/Drugs.comSystemic: monograph
Topical: monograph
MedlinePlusa608006
data
Routes of
administration
By mouth, topical
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
  • EU: Rx-only
Pharmacokinetic data
Protein binding>99%
MetabolismLiver (CYP3A4-mediated)
Elimination half-life7 hours
ExcretionParent drug and metabolites are eliminated primarily through the hepatobiliary system. Less than 1% is excreted in the urine unchanged.
Identifiers
  • 4-[1-(5,6,7,8-tetrahydro-3,5,5,8,8-pentamethyl-2-naphthalenyl)ethenyl]benzoic acid
ECHA InfoCard100.206.790 Edit this at Wikidata
Chemical and physical data
FormulaC24H28O2
Molar mass୩୪୮.୪୯ g·mol−1
3D model (JSmol)
  • O=C(O)c1ccc(cc1)C(/c2c(cc3c(c2)C(CCC3(C)C)(C)C)C)=C
  • InChI=1S/C24H28O2/c1-15-13-20-21(24(5,6)12-11-23(20,3)4)14-19(15)16(2)17-7-9-18(10-8-17)22(25)26/h7-10,13-14H,2,11-12H2,1,3-6H3,(H,25,26) checkY
  • Key:NAVMQTYZDKMPEU-UHFFFAOYSA-N checkY
  (verify)

ବେକ୍ସାରୋଟିନ, ଅନ୍ୟମାନଙ୍କ ମଧ୍ୟରେ ଏକ ବ୍ରାଣ୍ଡ ନାମରେ ବିକ୍ରୟ ନାମ ଟାର୍ଗ୍ରେଟିନ, ଏକ ଔଷଧ ଯାହା କ୍ୟୁଟାନିଅସଟି ସେଲ ଲିମ୍ଫୋମା (CTCL)ର ଚିକିତ୍ସା ପାଇଁ ବ୍ୟବହାର କରାଯାଏ । [୧] ଅଧିକ ହୋଇଥିବା ରୋଗ ପାଇଁ ଏହା ପାଟିରେ ଦିଆଯାଏ ଏବଂ ପ୍ରାଥମିକ ରୋଗ ପାଇଁ ଚର୍ମରେ ପ୍ରୟୋଗ କରାଯାଏ । [୨] [୩] ଯେତେବେଳେ ଅନ୍ୟ ଚିକିତ୍ସା ବିଫଳ ହୁଏ ସେତେବେଳେ ଏହା ବ୍ୟବହୃତ ହୁଏ ।[୨] [୪]

ପାଟିରେ ଦିଆଯାଉଥିଲେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ କୋଲେଷ୍ଟେରଲ, ମୁଣ୍ଡବିନ୍ଧା, କମ୍ ଥାଇରଏଡ୍, କମ୍ ଶ୍ୱେତ ରକ୍ତ କଣିକା, ରାସ, ବାନ୍ତି, ସଂକ୍ରମଣ, ଶୁଷ୍କ ଚର୍ମ ଏବଂ ପ୍ରାନ୍ତୀୟ ଫୁଲା ହୋଇପାରେ । [୫] ଚର୍ମରେ ପ୍ରୟୋଗ କରାଯାଉଥିଲେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରାସ ଏବଂ ଗଲୁ ହୁଏ | [୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, ଅଗ୍ନାଶୟ ଜନିତ ରୋଗ ଏବଂ ସୌରଦାହ ହୋଇପାରେ। [୬] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ । [୬] ଏହା ଏକ ରେଟିନଏଡ୍ | [୧] ଏହା କିପରି କାମ କରେ ତାହା ଅସ୍ପଷ୍ଟ। [୨]

୧୯୯୯ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୦୧ ମସିହାରେ ୟୁରୋପରେ ଏହା ବିକ୍ରୟ ପାଇଁ ଅନୁମୋଦିତ ହୋଇଥିଲା। [୫] [୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [୭] ଯୁକ୍ତରାଜ୍ୟରେ ୭୫ ମିଗ୍ରାର ୧୦୦ଟି ବଟିକା ୨୦୨୧ ସୁଦ୍ଧା ମୂଲ୍ୟ ୯୪୦ ଡଲାର ଥିଲା । [୮] ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ପ୍ରାୟ ୨,୦୫୦ ଡଲାର ଅଟେ । [୯]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Targretin". Archived from the original on 22 June 2021. Retrieved 10 January 2022.
  2. ୨.୦ ୨.୧ ୨.୨ "Targretin". Archived from the original on 22 June 2021. Retrieved 10 January 2022.
  3. ୩.୦ ୩.୧ "Bexarotene (Topical) Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 10 January 2022.
  4. "Bexarotene (Topical) Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 10 January 2022.
  5. ୫.୦ ୫.୧ "DailyMed - BEXAROTENE capsule". dailymed.nlm.nih.gov. Archived from the original on 1 March 2021. Retrieved 10 January 2022.
  6. ୬.୦ ୬.୧ "DailyMed - BEXAROTENE capsule". dailymed.nlm.nih.gov. Archived from the original on 1 March 2021. Retrieved 10 January 2022.
  7. "Bexarotene Prices and Bexarotene Coupons - GoodRx". GoodRx. Retrieved 10 January 2022.
  8. BNF 81: March-September 2021. BMJ Group and the Pharmaceutical Press. 2021. p. 982. ISBN 978-0857114105.
  9. "Bexarotene Prices and Bexarotene Coupons - GoodRx". GoodRx. Retrieved 10 January 2022.