Jump to content

ବୀର ସାଭରକର ଅନ୍ତର୍ଜାତିକ ବିମାନ ବନ୍ଦର

ବୀର ସାଭରକର ଅନ୍ତର୍ଜାତିକ ବିମାନ ବନ୍ଦର
वीर सावरकर अन्तर्राष्ट्रीय हवाई अड्डा
Vīra Sāvarakara Antarrāshṭrīya Havāī Aḍḍā
IATA: IXZICAO: VOPB
ସାରକଥା
ବିମାନ ବନ୍ଦର ପ୍ରକାର Public
ପରିଚାଳକ Airports Authority of India
ସେବା Port Blair, Andaman and Nicobar Islands, India
Hub for
ଉଚ୍ଚତା (ସମୁଦ୍ର ଠାରୁ) 14 ft / 4 m
ଦିଗବାରେଣି 11°38′28″N 092°43′47″E / 11.64111°N 92.72972°E / 11.64111; 92.72972
Map
IXZ is located in Andaman and Nicobar Islands
IXZ
IXZ
IXZ is located in India
IXZ
IXZ
ରନବେ
ଦିଗ ଲମ୍ବ ଭୂମି
ft m
04/22 10,795 3,290 Asphalt
Statistics (2014)
Passenger movements 815,873(Increase7.8%)
Source: AAI[][]

ବୀର ସାଭରକର ଅନ୍ତର୍ଜାତିକ ବିମାନ ବନ୍ଦର,  ପୋର୍ଟ ବ୍ଲେୟରଏୟାର ପୋର୍ଟ ନାମରେ ଭି ପରିଚିତ (IATA: IXZ, ICAO: VOPB), ଏକ ଭାରତୀୟ ବିମାନ ବନ୍ଦର । ଏହା ପୋର୍ଟ ବ୍ଲେୟରର 2 କିଲୋମିଟର ଦକ୍ଷିଣରେ ଅବସ୍ଥିତ ଓ ଏହା ଆଣ୍ଡାମନ ନିକୋବର ଦ୍ୱୀପପୁଞ୍ଜ ପାଇଁ ମୁଖ୍ୟ ଅନ୍ତର୍ଜାତିକ ବିମାନ ବନ୍ଦର । ଏହା ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ବିନୟକ ଦାମୋଦର ସାଭାରକରଙ୍କ ନାମାନୁସାରେ ନମିତା ହୋଇଛି । ଏହା ସାଧାରଣ ବିମାନ ସହ ଭାରତୀୟ ନୌସେନାର ଏୟାର ବେସ INS ଉତ୍କ୍ରୋଶ    ରାନୱେ ବ୍ୟବହାର  କରେ । []

ନିର୍ମାଣ 

[ସମ୍ପାଦନା]

ଏହି ବିମାନ ବନ୍ଦରରେ ଏକମାତ୍ର ରନୱେ ରହିଛି ଯାହାର ଦୈର୍ଘ୍ୟ 3,290 ମିଟର । ଏଥିରେ ଏୟାର ବସ A320 , ବୋଇଙ୍ଗ 737 ପରି ସମସ୍ତ ବିମାନ ଅବତରଣ ପାଇଁ ସୁବିଧା ରହିଛି । ଏଠାରେ ଭାରତୀୟ ଏୟାର ପୋର୍ଟ ବିଭାଗ ସାଧାରଣ ଟର୍ମିନାଲ ବ୍ୟବହାର କରେ ଓ ଅନ୍ୟ ଉଡାଣ ବ୍ୟବସ୍ଥା ଭାରତୀୟ ନୌସେନା କରିଥାଏ । [] ଏଠାରେ ଏୟାର ବ୍ରିଜ ନଥିବାରୁ ବସ ଯୋଗେ ଯାତ୍ରୀମାନେ ବିମାନକୁ ଯାଇଥାନ୍ତି । ବିମାନ ବନ୍ଦରର ଉନ୍ନତିକରଣ କାର୍ଯ୍ୟ ଚାଲିଛି । 

ନୂତନ ଟର୍ମିନାଲ 

[ସମ୍ପାଦନା]
Port Blair Airport runway from Jogger's park, Port Blair.

ଏହାର ନୂତନ ଟର୍ମିନାଲ ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ଚାଲି ଏହା ମାର୍ଚ , 2018 ସୁଦ୍ଧା କାର୍ଯ୍ୟକାରୀ ହେବାର ଲକ୍ଷ୍ୟ ରହିଛି । ଏଠି ପାଇଁ ସ୍ଥାନୀୟ ପ୍ରଶାସନଠାରୁ ଜମି ଆହରଣ କାର୍ଯ୍ୟ ହେଇଛି । ତେବେ ଆହୁରି 3.39 ଏକର ଜାଗା ଦରକାର । []

ଏୟାର ଲାଇନ ସମୂହ ଓ ଗନ୍ତବ୍ୟ ସ୍ଥଳ 

[ସମ୍ପାଦନା]
ବିମାନ ସେବାଗନ୍ତବ୍ୟ 
Air IndiaChennai, Delhi, Kolkata, Visakhapatnam
SpiceJetChennai, Delhi, Kolkata
GoAirBangalore, Chennai, Hyderabad (begins 22 December 2016),[] Kolkata, Mumbai
IndiGoChennai, Delhi, Hyderabad, Kolkata
Jet AirwaysChennai, Delhi, Kolkata, Pune
VistaraDelhi, Kolkata

ଅନ୍ୟ ବିମାନ ସେବା 

[ସମ୍ପାଦନା]
ବିମାନ ସେବାଗନ୍ତବ୍ୟ 
Jal HansDiglipur, Havelock Island, Little Andaman

ଆଧାର 

[ସମ୍ପାଦନା]
  1. "TRAFFIC STATISTICS - DOMESTIC & INTERNATIONAL PASSENGERS" (jsp). Aai.aero. Retrieved 31 December 2014.
  2. List of busiest airports in India by passenger traffic
  3. 1 2 "New Terminal Building at Port Blair Airport by March 2018". Press Information Bureau. 22 August 2013. Retrieved 6 January 2014.
  4. "Andaman & Nicobar Command: Saga of Synergy". Sainik Samachar. Retrieved 9 January 2012.
  5. "GoAir Hyderabad launch". Archived from the original on 15 September 2016. Retrieved 15 September 2016.

ବାହାର ଲିଙ୍କ 

[ସମ୍ପାଦନା]