ବୀର ସାଭରକର ଅନ୍ତର୍ଜାତିକ ବିମାନ ବନ୍ଦର

Coordinates: 11°38′28″N 092°43′47″E / 11.64111°N 92.72972°E / 11.64111; 92.72972
ଉଇକିପିଡ଼ିଆ‌ରୁ
ବୀର ସାଭରକର ଅନ୍ତର୍ଜାତିକ ବିମାନ ବନ୍ଦର
वीर सावरकर अन्तर्राष्ट्रीय हवाई अड्डा
Vīra Sāvarakara Antarrāshṭrīya Havāī Aḍḍā
IATA: IXZICAO: VOPB
ସାରକଥା
ବିମାନ ବନ୍ଦର ପ୍ରକାର Public
ପରିଚାଳକ Airports Authority of India
ସେବା Port Blair, Andaman and Nicobar Islands, India
Hub for
ଉଚ୍ଚତା (ସମୁଦ୍ର ଠାରୁ) 14 ft / 4 m
ଦିଗବାରେଣି 11°38′28″N 092°43′47″E / 11.64111°N 92.72972°E / 11.64111; 92.72972
Map
IXZ is located in Andaman and Nicobar Islands
IXZ
IXZ
IXZ is located in India
IXZ
IXZ
ରନବେ
ଦିଗ ଲମ୍ବ ଭୂମି
ft m
04/22 10,795 3,290 Asphalt
Statistics (2014)
Passenger movements 815,873(Increase7.8%)
Source: AAI[୧][୨]

ବୀର ସାଭରକର ଅନ୍ତର୍ଜାତିକ ବିମାନ ବନ୍ଦର,  ପୋର୍ଟ ବ୍ଲେୟରଏୟାର ପୋର୍ଟ ନାମରେ ଭି ପରିଚିତ (IATA: IXZICAO: VOPB), ଏକ ଭାରତୀୟ ବିମାନ ବନ୍ଦର । ଏହା ପୋର୍ଟ ବ୍ଲେୟରର 2 କିଲୋମିଟର ଦକ୍ଷିଣରେ ଅବସ୍ଥିତ ଓ ଏହା ଆଣ୍ଡାମନ ନିକୋବର ଦ୍ୱୀପପୁଞ୍ଜ ପାଇଁ ମୁଖ୍ୟ ଅନ୍ତର୍ଜାତିକ ବିମାନ ବନ୍ଦର । ଏହା ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ବିନୟକ ଦାମୋଦର ସାଭାରକରଙ୍କ ନାମାନୁସାରେ ନମିତା ହୋଇଛି । ଏହା ସାଧାରଣ ବିମାନ ସହ ଭାରତୀୟ ନୌସେନାର ଏୟାର ବେସ INS ଉତ୍କ୍ରୋଶ    ରାନୱେ ବ୍ୟବହାର  କରେ । [୩]

ନିର୍ମାଣ [ସମ୍ପାଦନା]

ଏହି ବିମାନ ବନ୍ଦରରେ ଏକମାତ୍ର ରନୱେ ରହିଛି ଯାହାର ଦୈର୍ଘ୍ୟ 3,290 ମିଟର । ଏଥିରେ ଏୟାର ବସ A320 , ବୋଇଙ୍ଗ 737 ପରି ସମସ୍ତ ବିମାନ ଅବତରଣ ପାଇଁ ସୁବିଧା ରହିଛି । ଏଠାରେ ଭାରତୀୟ ଏୟାର ପୋର୍ଟ ବିଭାଗ ସାଧାରଣ ଟର୍ମିନାଲ ବ୍ୟବହାର କରେ ଓ ଅନ୍ୟ ଉଡାଣ ବ୍ୟବସ୍ଥା ଭାରତୀୟ ନୌସେନା କରିଥାଏ । [୪] ଏଠାରେ ଏୟାର ବ୍ରିଜ ନଥିବାରୁ ବସ ଯୋଗେ ଯାତ୍ରୀମାନେ ବିମାନକୁ ଯାଇଥାନ୍ତି । ବିମାନ ବନ୍ଦରର ଉନ୍ନତିକରଣ କାର୍ଯ୍ୟ ଚାଲିଛି । 

ନୂତନ ଟର୍ମିନାଲ [ସମ୍ପାଦନା]

Port Blair Airport runway from Jogger's park, Port Blair.

ଏହାର ନୂତନ ଟର୍ମିନାଲ ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ଚାଲି ଏହା ମାର୍ଚ , 2018 ସୁଦ୍ଧା କାର୍ଯ୍ୟକାରୀ ହେବାର ଲକ୍ଷ୍ୟ ରହିଛି । ଏଠି ପାଇଁ ସ୍ଥାନୀୟ ପ୍ରଶାସନଠାରୁ ଜମି ଆହରଣ କାର୍ଯ୍ୟ ହେଇଛି । ତେବେ ଆହୁରି 3.39 ଏକର ଜାଗା ଦରକାର । [୩]

ଏୟାର ଲାଇନ ସମୂହ ଓ ଗନ୍ତବ୍ୟ ସ୍ଥଳ [ସମ୍ପାଦନା]

ବିମାନ ସେବା ଗନ୍ତବ୍ୟ 
Air India Chennai, Delhi, Kolkata, Visakhapatnam
SpiceJet Chennai, Delhi, Kolkata
GoAir Bangalore, Chennai, Hyderabad (begins 22 December 2016),[୫] Kolkata, Mumbai
IndiGo Chennai, Delhi, Hyderabad, Kolkata
Jet Airways Chennai, Delhi, Kolkata, Pune
Vistara Delhi, Kolkata

ଅନ୍ୟ ବିମାନ ସେବା [ସମ୍ପାଦନା]

ବିମାନ ସେବା ଗନ୍ତବ୍ୟ 
Jal Hans Diglipur, Havelock Island, Little Andaman

ଆଧାର [ସମ୍ପାଦନା]

  1. "TRAFFIC STATISTICS - DOMESTIC & INTERNATIONAL PASSENGERS" (jsp). Aai.aero. Retrieved 31 December 2014.
  2. List of busiest airports in India by passenger traffic
  3. ୩.୦ ୩.୧ "New Terminal Building at Port Blair Airport by March 2018". Press Information Bureau. 22 August 2013. Retrieved 6 January 2014.
  4. "Andaman & Nicobar Command: Saga of Synergy". Sainik Samachar. Retrieved 9 January 2012.
  5. "GoAir Hyderabad launch". Archived from the original on 15 September 2016. Retrieved 15 September 2016.

ବାହାର ଲିଙ୍କ [ସମ୍ପାଦନା]