ବୀର ସାଭରକର ଅନ୍ତର୍ଜାତିକ ବିମାନ ବନ୍ଦର
ବୀର ସାଭରକର ଅନ୍ତର୍ଜାତିକ ବିମାନ ବନ୍ଦର वीर सावरकर अन्तर्राष्ट्रीय हवाई अड्डा Vīra Sāvarakara Antarrāshṭrīya Havāī Aḍḍā | |||
---|---|---|---|
IATA: IXZ – ICAO: VOPB | |||
ସାରକଥା | |||
ବିମାନ ବନ୍ଦର ପ୍ରକାର | Public | ||
ପରିଚାଳକ | Airports Authority of India | ||
ସେବା | Port Blair, Andaman and Nicobar Islands, India | ||
Hub for | |||
ଉଚ୍ଚତା (ସମୁଦ୍ର ଠାରୁ) | 14 ft / 4 m | ||
ଦିଗବାରେଣି | 11°38′28″N 092°43′47″E / 11.64111°N 92.72972°E | ||
Map | |||
ରନବେ | |||
ଦିଗ | ଲମ୍ବ | ଭୂମି | |
ft | m | ||
04/22 | 10,795 | 3,290 | Asphalt |
Statistics (2014) | |||
Passenger movements | 815,873(7.8%) | ||
Source: AAI[୧][୨] |
ବୀର ସାଭରକର ଅନ୍ତର୍ଜାତିକ ବିମାନ ବନ୍ଦର, ପୋର୍ଟ ବ୍ଲେୟରଏୟାର ପୋର୍ଟ ନାମରେ ଭି ପରିଚିତ (IATA: IXZ, ICAO: VOPB), ଏକ ଭାରତୀୟ ବିମାନ ବନ୍ଦର । ଏହା ପୋର୍ଟ ବ୍ଲେୟରର 2 କିଲୋମିଟର ଦକ୍ଷିଣରେ ଅବସ୍ଥିତ ଓ ଏହା ଆଣ୍ଡାମନ ନିକୋବର ଦ୍ୱୀପପୁଞ୍ଜ ପାଇଁ ମୁଖ୍ୟ ଅନ୍ତର୍ଜାତିକ ବିମାନ ବନ୍ଦର । ଏହା ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ବିନୟକ ଦାମୋଦର ସାଭାରକରଙ୍କ ନାମାନୁସାରେ ନମିତା ହୋଇଛି । ଏହା ସାଧାରଣ ବିମାନ ସହ ଭାରତୀୟ ନୌସେନାର ଏୟାର ବେସ INS ଉତ୍କ୍ରୋଶ ରାନୱେ ବ୍ୟବହାର କରେ । [୩]
ନିର୍ମାଣ
[ସମ୍ପାଦନା]ଏହି ବିମାନ ବନ୍ଦରରେ ଏକମାତ୍ର ରନୱେ ରହିଛି ଯାହାର ଦୈର୍ଘ୍ୟ 3,290 ମିଟର । ଏଥିରେ ଏୟାର ବସ A320 , ବୋଇଙ୍ଗ 737 ପରି ସମସ୍ତ ବିମାନ ଅବତରଣ ପାଇଁ ସୁବିଧା ରହିଛି । ଏଠାରେ ଭାରତୀୟ ଏୟାର ପୋର୍ଟ ବିଭାଗ ସାଧାରଣ ଟର୍ମିନାଲ ବ୍ୟବହାର କରେ ଓ ଅନ୍ୟ ଉଡାଣ ବ୍ୟବସ୍ଥା ଭାରତୀୟ ନୌସେନା କରିଥାଏ । [୪] ଏଠାରେ ଏୟାର ବ୍ରିଜ ନଥିବାରୁ ବସ ଯୋଗେ ଯାତ୍ରୀମାନେ ବିମାନକୁ ଯାଇଥାନ୍ତି । ବିମାନ ବନ୍ଦରର ଉନ୍ନତିକରଣ କାର୍ଯ୍ୟ ଚାଲିଛି ।
ନୂତନ ଟର୍ମିନାଲ
[ସମ୍ପାଦନା]ଏହାର ନୂତନ ଟର୍ମିନାଲ ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ଚାଲି ଏହା ମାର୍ଚ , 2018 ସୁଦ୍ଧା କାର୍ଯ୍ୟକାରୀ ହେବାର ଲକ୍ଷ୍ୟ ରହିଛି । ଏଠି ପାଇଁ ସ୍ଥାନୀୟ ପ୍ରଶାସନଠାରୁ ଜମି ଆହରଣ କାର୍ଯ୍ୟ ହେଇଛି । ତେବେ ଆହୁରି 3.39 ଏକର ଜାଗା ଦରକାର । [୩]
ଏୟାର ଲାଇନ ସମୂହ ଓ ଗନ୍ତବ୍ୟ ସ୍ଥଳ
[ସମ୍ପାଦନା]ବିମାନ ସେବା | ଗନ୍ତବ୍ୟ |
---|---|
Air India | Chennai, Delhi, Kolkata, Visakhapatnam |
SpiceJet | Chennai, Delhi, Kolkata |
GoAir | Bangalore, Chennai, Hyderabad (begins 22 December 2016),[୫] Kolkata, Mumbai |
IndiGo | Chennai, Delhi, Hyderabad, Kolkata |
Jet Airways | Chennai, Delhi, Kolkata, Pune |
Vistara | Delhi, Kolkata |
ଅନ୍ୟ ବିମାନ ସେବା
[ସମ୍ପାଦନା]ବିମାନ ସେବା | ଗନ୍ତବ୍ୟ |
---|---|
Jal Hans | Diglipur, Havelock Island, Little Andaman |
ଆଧାର
[ସମ୍ପାଦନା]- ↑ "TRAFFIC STATISTICS - DOMESTIC & INTERNATIONAL PASSENGERS" (jsp). Aai.aero. Retrieved 31 December 2014.
- ↑ List of busiest airports in India by passenger traffic
- ↑ ୩.୦ ୩.୧ "New Terminal Building at Port Blair Airport by March 2018". Press Information Bureau. 22 August 2013. Retrieved 6 January 2014.
- ↑ "Andaman & Nicobar Command: Saga of Synergy". Sainik Samachar. Retrieved 9 January 2012.
- ↑ "GoAir Hyderabad launch". Archived from the original on 15 September 2016. Retrieved 15 September 2016.
ବାହାର ଲିଙ୍କ
[ସମ୍ପାଦନା]- Vir Savarkar Airport Archived 2006-10-13 at the Wayback Machine. (official Airports Authority of India web site)
- Port Blair Airport - India Airport Global Website
- VOPB ପାଇଁ ବିମାନ ବନ୍ଦର ତଥ୍ୟ (ବିଶ୍ଵ ବିମାନ ତଥ୍ୟ)