ବିହାର ମିଉଜିଅମ

ଉଇକିପିଡ଼ିଆ‌ରୁ
Bihar Museum
ଫାଇଲ:Bihar Museum logo.jpeg
logo
ଅବସ୍ଥାନPatna, Bihar, India
ଦିଗବାରେଣୀ25°36′29″N 85°07′16″E / 25.6080702°N 85.1209921°E / 25.6080702; 85.1209921
ପ୍ରକାରArt museum
ସ୍ୱତ୍ୱାଧିକାରୀYouth Art & Culture Dept., Government of Bihar[୧]
ୱେବସାଇଟbiharmuseum.org

ବିହାର ମିଉଜିଅମ  (Hindi: बिहार संग्रहालय) ଏକ ପ୍ରସ୍ତାବିତ ଅତ୍ୟାଧୁନିକ ମିଉଜିଅମ । .[୨] ଏହା ନିର୍ମିତ ଅବସ୍ଥାରେ ରହିଛି । ଏହାକୁ ଆଂଶିକ ଭାବରେ 2015ରେ ଖୋଲା ଯାଇଛି । [୩]  ବର୍ତ୍ତମାନ ଗେଟ ନିକଟସ୍ଥ ପିଲାଙ୍କ ପାଇଁ ରହିଥିବା ମିଉଜିଅମ ଓ ଓରିଏଣ୍ଟାସନ ଥିଏଟର ଖୋଲା ଯାଇଛି । [୪]

Iବିହାର ରାଜ୍ୟର ଇତିହାସକୁ ପ୍ରଦର୍ଶନ ପାଇଁ ଏହି ମିଉଜିଅମର ନିର୍ମାଣ କରାଯାଉଛି । ,[୫] 2013 ମସିହାରୁ ପାଟଣା ସହରର ବାଇଲି ରୋଡଠାରେ 498 କୋଟି ବ୍ୟୟ ଅଟାକଳରେ ଏହାର ନିର୍ମାଣ କରାଯାଉଛି । [୬] ଏହି ମିଉଜିଅମରେ ଏହି ଅଞ୍ଚଳର ହଜାର ହଜାର ବର୍ଷର ପ୍ରାଚୀନ ସଭ୍ୟତାକୁ ପ୍ରତିପାଦନ କରାଯିବ । .[୭][୮][୯]

Planning[ସମ୍ପାଦନା]

ଏହା ଏକ 25,000 ବର୍ଗ ମିଟର ବିଶିଷ୍ଟ ମିଉଜିଅମ ଓ ବଜାର ହେବା ପାଇଁ ଯୋଜନା ରହିଛି । ଏଥିରେ "G+1" ଓ "G+4" ସ୍ତୃକ୍ଚର ରହିବ । 

ଏହାର ଡିଜାଇନ ଓ ନିର୍ମାଣ କାର୍ଯ୍ୟ ଜାପାନର ମିକି & ଆସୋସିଏଟ ଓ ମୁମ୍ବାଇର ଅପୋଲିସ ଅର୍ଚିଟେକଦ୍ୱାରା ହେବ । ଏଠାରେ 4ଟି ସ୍ତରର ଗଲେରୀ , ପ୍ରଶାସନିକ , ଶିକ୍ଷା ଓ ଲବି ଅଞ୍ଚଳ ରହିବା ।  [୧୦]


2011 ମସିହାରେ ଭାରତ ସରକାର ଏହିପାଇଁ କାନାଡାସ୍ଥିତ ଲର୍ଡ କଲ୍ଚରାଲ ରେସୋର୍ସ ନାମକ କମ୍ପାନୀକୁ ପରମର୍ଶଦାତା ଭାବରେ ଚୁକ୍ତି କରିଛନ୍ତି । [୧୧] ଜାନୁଆରୀ 2012 ମସିହାରୁ ବିହାର ରାଜ୍ୟ କେବିନେଟ ଜାପାନର ଅପୋଲିସ କମ୍ପାନୀ ଓ ତାହାର ମୁମ୍ବାଇ ସହଯୋଗୀଙ୍କୁ ଡିଜାଇନ ପ୍ରସ୍ତୁତ କରଟା ଭାବରେ ସ୍ୱୀକୃତି ଦେଇଛନ୍ତି । [୮][୧୨]

Location[ସମ୍ପାଦନା]

ଏହା ପାଟଣାର ଦକ୍ଷିଣ ଅଞ୍ଚଳରେ ଥିବା ଜବାହରଲାଲ  ମାର୍ଗଠାରେ ରହିବା । ଏଠାରେ 13.9 ଏକର[୫] ପରିମିତ ସ୍ଥାନ ଅଧିଗ୍ରହଣ କରାଯାଇଛି । ସେଠାରେ ସତଟି ପ୍ରାଚୀନ ଭାବନାରେ ପୁରାତନ ମିଉଜିଅମ ରହିଛି । ସେହି ସବୁକୁ ଭଙ୍ଗା ଯାଇ ନୂତନ ମିଉଜିଅମ ନିର୍ମିତ ହେବ । [୧୩]

ପୁନଶ୍ଚ ଦେଖଣା [ସମ୍ପାଦନା]

ଆଧାର [ସମ୍ପାଦନା]

  1. "कैसा होगा बिहार का नया museum?, iconic museum in Patna, New Bihar Museum in Patna | Biharplus". Biharplus.in. Archived from the original on 2014-01-04. Retrieved 2014-01-03.
  2. "'Who says museum's incomplete?'". Telegraphindia.com. 2015-09-14. Retrieved 2015-12-22.
  3. "Bihar Museum a big draw for children, youngsters".
  4. "Nitish Kumar inaugurates 'Bihar Museum'". Jagran Post. 8 August 2015. Retrieved 8 August 2015.
  5. ୫.୦ ୫.୧ "BIHAR MUSEUM — Lord Cultural Resources" (PDF). lord.ca. Retrieved 3 January 2014.
  6. Our Correspondent (2013-07-10). "First brick for heritage home". Telegraphindia.com. Retrieved 2014-01-03.
  7. "Nitish stresses on quality in proposed Bihar museum". Hindustan Times. 2012-09-26. Archived from the original on 2014-01-09. Retrieved 2014-01-03.
  8. ୮.୦ ୮.୧ "Japan firm to design Bihar Museum — Times Of India". Articles.timesofindia.indiatimes.com. 2012-02-17. Archived from the original on 2014-01-03. Retrieved 2014-01-03.
  9. "Mahabodhi temple blasts should be probed fairly, says Ravi Shankar". News18. Retrieved 2014-01-03.
  10. "Japan firm to design Bihar Museum - Times of India". Timesofindia.indiatimes.com. 2012-02-17. Retrieved 2015-12-22.
  11. "Seal on culture museum design". Telegraphindia.com. 2011-07-14. Retrieved 2014-01-03.
  12. "The Bihar Museun, Patna Photo". Maki and Associates (Tokyo) Japan. 2011. Retrieved 4 January 2014.
  13. "Patna heritage bungalows dismantled for museum". Zeenews.india.com. Retrieved 2014-01-03.