Topic on ବ୍ୟବହାରକାରୀଙ୍କ ଆଲୋଚନା:Psubhashish/Structured Discussions Archive 1

Lemiel Silvamillion Clover (ଆଲୋଚନାଅବଦାନ)

ମହୋଦୟ! ଓଡ଼ିଆରେ ଅବଶ୍ଯ ଅଞ୍ଚଳର ବ୍ଯବହାର ରହିଛି, କିନ୍ତୁ ତାହା ଏକ region ଅର୍ଥ ପାଇଁ ବ୍ଯବହୃତ । ଅପରପକ୍ଷରେ ଅଚଳର ଅର୍ଥ ଯାହା ଚଳନ କରେ ନାହିଁ ବା ପର୍ବତ । Arunachal ବା अरुणाचलର ଶାବ୍ଦିକ ଅର୍ଥ ଅରୁଣ ଅଚଳର ବା ନାଲି ପର୍ବତର ପ୍ରଦେଶ । ତେଣୁ ଏହାର ନାମ ଅରୁଣାଞ୍ଚଳ ନ ହୋଇ ଅରୁଣାଚଳ ହେବା ଉଚିତ । କାରଣ ଏଠାରେ ଅରୁଣର ସ୍ଥାନ ନ ହୋଇ ଅରୁଣ ପର୍ବତର ପ୍ରଦେଶର ଅର୍ଥ ପ୍ରକାଶ ପାଇବା ଆବଶ୍ଯକ ।

Psubhashish (ଆଲୋଚନାଅବଦାନ)

ବୁଝିଲି ଆଉ ବଦଳାଇଲି । ମୋ ନିଜର ଅଜ୍ଞତା ପାଇଁ କ୍ଷମା ଚାହୁଁଛି । ଦୟାକରି ମହୋଦୟ ଭଳି ଭାରୀ ସମ୍ବୋଧନ ବ୍ୟବହାର ନ କରି କେବଳ ନାମ ଧରି ଡାକିଲେ ଖୁସି ହେବି ।

Lemiel Silvamillion Clover (ଆଲୋଚନାଅବଦାନ)

ଧନ୍ଯବାଦ

"ଅଚଳ ବନାମ ଅଞ୍ଚଳ"ଙ୍କୁ ଉତ୍ତର