Topic on ଉଇକିପିଡ଼ିଆ:ଆଲୋଚନା ସଭା

Lemiel Silvamillion Clover (ଆଲୋଚନାଅବଦାନ)

ଦୟାକରି ଛାଞ୍ଚ:Start date and ageରେ କିଛି ପରିବର୍ତ୍ତନ ଅଣାଯାଉ । କାରଣ ଏହି ଛାଞ୍ଚ ବ୍ଯବହାର କଲେ age ବା ବୟସ ଟି କେବଳ ଦିନରେ ଦେଖଉଛି, ବର୍ଷ କିମ୍ବା ମାସରେ ନୁହେଁ । ଉଦାହରଣ  ଅକ୍ଟୋବର ୧୯୩୭; ୩୦୪୬୨ ଦିନ ଆଗରୁ (1937-10-1) । ଯେପରିକି ଆପଣମାନେ ଦେଖିପାରନ୍ତି, ଏଠାରେ ଏକ ବୟସ ଦିନ ରେ ଦେଉଛି ।

Psubhashish (ଆଲୋଚନାଅବଦାନ)

ବୟସ ପାଇଁ ଏ ଛାଞ୍ଚ ବ୍ୟବହାର କରିବାର ଆବଶ୍ୟକତା ନାହିଁ । ବୟସ ପାଇଁ ସାଧାରଣତଃ ଛାଞ୍ଚ:Birth date and age କିମ୍ବା death date and age ବ୍ୟବହାର କରାଯାଏ । ଛାଞ୍ଚଗୁଡ଼ିକ ସବୁ ଉଇକିରେ ସମାନ । କେବଳ ବାହାରକୁ ଦିଶୁଥିବା ଲେଖା ଅନୁବାଦ କରାଯାଏ । ଏମିତି ଆବଶ୍ୟକତା ନ ଥାଇ ଛାଞ୍ଚ କେବଳ ଓଡ଼ିଆ ଉଇକିରେ ବଦଳାଇବା ବୋଧେ ଠିକ ହେବନି ।

Lemiel Silvamillion Clover (ଆଲୋଚନାଅବଦାନ)

ଏକ ଘଟଣା ପୂର୍ତ୍ତିର ବୟସ କଥା ମୁଁ କହୁଛି । ଉଦାହରଣ ସ୍ବରୂପ: ଅଗଷ୍ଟ ୧୫, ୧୯୪୭; ୨୬୮୫୯ ଦିନ ଆଗରୁ (1947-08-15) । ଏଥିରେ ଭାରତର ସ୍ୱାଧୀନତାକୁ କେତେ ବର୍ଷ ହେଲାଣି ।

"Start date and Age"ଙ୍କୁ ଉତ୍ତର