Topic on ବ୍ୟବହାରକାରୀଙ୍କ ଆଲୋଚନା:Soumendrak

Santosh kumar sahoo5477 (ଆଲୋଚନାଅବଦାନ)

ମୁଁ Wikipediaରେ ଗଳ୍ପ ଓ ଉପନ୍ୟାସ ଆଦି ପଠନ କରିବାକୁ ଅସମର୍ଥ ହୋଇଛି ଏଣୁ ‌‌‌‌‌‌‌‌‌‌‌‌ମୋତେ ସାହାଯ୍ୟ କରନ୍ତୁ

Soumendrak (ଆଲୋଚନାଅବଦାନ)

ସନ୍ତୋଷ ବାବୁ, ଗଳ୍ପ ଏବଂ ଉପନ୍ୟାସ ଇତ୍ୟାଦି ପଢିବାପାଇଁ ଆପଣ ଉଇକିପାଠାଗାରର ସହାୟତା ନେଇପାରିବେ । ଉଇକିପିଡ଼ିଆରେ କିଛି ନିର୍ଦ୍ଧିଷ୍ଟ ପ୍ରସଙ୍ଗ ଉପରେ ହିଁ ଲେଖା ଆପଣଙ୍କୁ ମିଳିପାରିବ ଯଥା: ଫକୀର ମୋହନ ସେନାପତି, ଶ୍ରୀଜଗନ୍ନାଥ ମନ୍ଦିର ଇତ୍ୟାଦି । କିନ୍ତୁ, ଫକୀର ମୋହନ ଲେଖିଥିବା ଛ' ମାଣ ଆଠ ଗୁଣ୍ଠ ଆପଣ ଉଇକିପାଠାଗାରରୁ ପଢ଼ିପାରିବେ । ଧନ୍ୟବାଦ ।

ଉଇକିପାଠାଗାର ଲିଙ୍କ: https://or.wikisource.org