Topic on ବ୍ୟବହାରକାରୀଙ୍କ ଆଲୋଚନା:Jnanaranjan sahu/Structured Discussions Archive 1

CutSomeSlackenstein (ଆଲୋଚନାଅବଦାନ)

ଆପଣଙ୍କ feedback ପାଇଁ ଧନ୍ୟବାଦ। ଢଗ ଢମାଳିର ତାଲିକା ନାମକ ପୃଷ୍ଠାଟିଏ ଗଢି, ଢଗ ଢମାଳିରେ ଥିବା ସମସ୍ତ ଢଗକୁ (alphabetically) ସଜାଇ ଦେଇଛି ବୋଲି ମୋର ଆଶା। ହେଲେ ପୁନର୍ବାର ଦେଖିବାକୁ ସମୟ ନଥିବାରୁ, କାଲି ସୁଦ୍ଧା cross-check କରି ଆପଣଙ୍କୁ ଜଣାଇବି। ତାହାପରେ ଢଗ ଢମାଳିରୁ ଆପଣ ଇଛ୍ଛାନୁଯାୟୀ ଢଗମାନ ଲିଭାଇଦେବେ। ନଚେତ୍, ମୋର ଅନୁରୋଧ ଏହି ଯେ କାଲି ପୂର୍ବରୁ ଯଦି ଆପଣଙ୍କୁ ସମୟ ମିଳେ ତେବେ ଢଗ ଢମାଳିଢଗ ଢମାଳିର ତାଲିକା କୁ cross-check କରି ଢଗ ଢମାଳିକୁ ଇଛ୍ଛାନୁଯାୟୀ ପରିବର୍ତ୍ତନ କରିଦେବେ।

ଧନ୍ୟବାଦ।

Jnanaranjan sahu (ଆଲୋଚନାଅବଦାନ)

ସେମିତି କିଛି ନାହିଁ । ଆପଣ ସମୟ ଦେଖି ଲେଖି ପାରିବେ । ହେଲେ ଯେଉଁ ଲିଙ୍କ ଦେଇଥିଲି ସେଇଟା ଉଇକିକଥା, ସେଥିରେ ଏହି ଭଳି ଢଗଢମାଳି ଲେଖିପାରିବେ ।

CutSomeSlackenstein (ଆଲୋଚନାଅବଦାନ)

ଆପଣ ଦେଇଥିବା ଲିିଙ୍କଟି ମୁୁଁ ଦେଖିଥିଲି ଏବଂ ଓଡିିିଆ ଉଇକିିିିକଥା ପୃୃୃୃଷ୍ଠାଟି wikimedia incubator ରେ ଥିବାରୁ ତାହା search engine optimisation ର ଅଂଶବିଷେଶ ହେବ ନାହିଁ| ଏଣୁ ତାହା ଲୋକଙ୍କ ନଜରକୁ ଆସିିବ ନାହିଁ ବୋଲି ଜାଣି wikipediaରେ ପୃୃୃୃଷ୍ଠାଟିଏ ଗଢି ସେଠାରେ ଲେଖିଲି|

Jnanaranjan sahu (ଆଲୋଚନାଅବଦାନ)

ସେଠି ଲେଖିଲେ ଠିକ ହେବ ଏବଂ ଆଗକୁ ଲାଇଭ କରିବା ସେ ପ୍ରୋଜେକ୍ଟକୁ |

CutSomeSlackenstein (ଆଲୋଚନାଅବଦାନ)

ତେବେ ମୁଁ ୱିକିକଥାରେ ମଧ୍ୟ୍ୟ copy paste କରିଦେବି ଏବଂ ୱିକିକଥା ପୃଷ୍ଠାଟି ଲାଇଭ୍ ହେବା ଯାଏଁ ୱିକିପିଡିଆ ପୃଷ୍ଠାଟି ଥିଲେ ଲୋକଙ୍କ ସାହାଯ୍ୟରେ ଆସିବ ବୋଲି ଭାବୁଚି।

Jnanaranjan sahu (ଆଲୋଚନାଅବଦାନ)

ଠିକ ଅଛି । ଧନ୍ୟବାଦ!

"ଢଗ ଢମାଳି ପୃଷ୍ଠାରେ ପରିବର୍ତ୍ତନ ନିମନ୍ତେ।"ଙ୍କୁ ଉତ୍ତର