ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ

ଉଇକିପିଡ଼ିଆ ରୁ
Jump to navigation Jump to search

ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ପ୍ରତିବର୍ଷ ଅକ୍ଟୋବର ୧୦ ତାରିଖରେ ପାଳନ କରାଯାଇଥାଏ । ମାନସିକ ସ୍ଵାସ୍ଥ୍ୟ ସମ୍ବନ୍ଧିତ ଶିକ୍ଷା ଏବଂ ସଚେତନତା ବଢାଇବା ସହ ଏହା ସହ ଜଡିତ ସାମାଜିକ ଅପବାଦର ବିଲୋପ କରିବା ଏହାର ଲକ୍ଷ୍ୟ ।[୧]

ଇତିହାସ[ସମ୍ପାଦନା]

World Federation for Mental Health ନାମକ ସଂସ୍ଥାର ପ୍ରଚେଷ୍ଟାରେ ପ୍ରଥମ ଥର ପାଇଁଁ ଏହି ଦିବସ ୧୯୯୨ ମସିହାରେ ପାଳିତ ହେଲା । [୨] ଏହି ଦିବସ ପାଳନ ଅବସରରେ ମାନସିକ ସ୍ଵାସ୍ଥ୍ୟ ସମ୍ବନ୍ଧିତ ବିଭିନ୍ନ ସମସ୍ୟା ତଥା ଏହାର ନିରାକରଣ ନିମିତ୍ତ ବିଶ୍ଵସମୁଦାୟର ଦୃଷ୍ଟି ଆକର୍ଷଣ କରିବା ସହ ସମସ୍ତଙ୍କ ମନରେ ସଚେତନତା ସୃଷ୍ଟି କରିବା ନିମିତ୍ତ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Jenkins, Rachel; Lynne Friedli; Andrew McCulloch; Camilla Parker (୨୦୦୨). Developing a National Mental Health Policy. Psychology Press. p. ୬୫. ISBN ୧-୮୪୧୬୯-୨୯୫-୬. 
  2. Watson, Robert W. (୨୦୦୬). White House Studies Compendium, Volume ୫. Nova Science Publishers. p. ୬୯. ISBN ୧-୬୦୦୨୧-୫୪୨-୪.