ବିଶ୍ଵ ପୋଲିଓ ଦିବସ

ଉଇକିପିଡ଼ିଆ‌ରୁ

୨୪ ଅକ୍ଟୋବର ଦିନ ସାରା ବିଶ୍ୱରେ ବିଶ୍ୱ ପୋଲିଓ ଦିବସ ପାଳନ କରାଯାଏ । ପୋଲିଓ ବିରୁଦ୍ଧରେ ପ୍ରଥମ ଟୀକା ପ୍ରସ୍ତୁତ କରିଥିବା ଜୋନାସ୍ ସାକ୍‌ଙ୍କ ଜନ୍ମଦିନ ୨୪ ଅକ୍ଟୋବରକୁ ସ୍ମରଣ କରିବା ପାଇଁ ରୋଟାରୀ ଇଣ୍ଟରନ୍ୟାସନାଲ୍ଦ୍ୱାରା ବିଶ୍ୱ ପୋଲିଓ ଦିବସ ପ୍ରତିଷ୍ଠା କରାଯାଇଥିଲା ।

ଇତିହାସ[ସମ୍ପାଦନା]

ପ୍ରଥମେ ଏହି ନିଷ୍କ୍ରିୟ ପୋଲିଓ ଭାଇରସ୍ ଟିକା ବ୍ୟବହାର ହେଲା ଏବଂ ପରେ ଆଲବର୍ଟ ସାବିନଙ୍କଦ୍ୱାରା ବିକଶିତ ହୋଇଥିବା ପୋଲିଓ ବୁନ୍ଦା ତିଆରି ହେଲା । ୧୯୮୮ ମସିହାରେ ପୋଲିଓ ନିରାକରଣ ଉଦ୍ଦେଶ୍ୟରେ ପ୍ରତିଷ୍ଠିତ Global Polio Eradication Initiative ମାଧ୍ୟମରେ ଏସବୁର ବ୍ୟବହାର କରାଯିବା ଫଳରେ ପୋଲିଓ ୯୯ ଶତକଡା ହ୍ରାସ ପାଇଛି ।[୧]

ଆଧାର[ସମ୍ପାଦନା]

  1. "Announcement: World Polio Day — October 24, 2012". www.cdc.gov. Retrieved 13 February 2022.

ବାହାର ଆଧାର[ସମ୍ପାଦନା]