"ସୁମିତ୍ରା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Jump to navigation Jump to search
ଟିକେ
ବଦଳ ସାରକଥା ଲୁଚାଇଦିଅନ୍ତୁ
ଟିକେNo edit summary
{{prettyurl|Sumitra}}
[[ହିନ୍ଦୁ]] ପୁରାଣ [[ରାମାୟଣ]] ଅନୁସାରେ ରାଜା [[ଦଶରଥ]]<nowiki></nowiki>ଙ୍କ ତିନି ରାଣୀ ଥିଲେ [[କୌଶଲ୍ୟା]], କୈକେୟୀ ଏବଂ ସୁମିତ୍ରା । ସୁମିତ୍ରା (ସଂସ୍କୃତ: सुमित्रा) ହେଉଛିହେଉଛନ୍ତି ତାଙ୍କର ତିନି ପତ୍ନୀଙ୍କ ମଧ୍ୟରେ କନିଷ୍ଠା । ସେ ଥିଲେ ଦୁଇ ଯାଆଁଳା ପୁଅ ଲକ୍ଷ୍ମଣ ଏବଂ ଶତ୍ରୁଘ୍ନଙ୍କର ମାତା । ଦଶରଥଙ୍କ ପତ୍ନୀମାନଙ୍କ ମଧ୍ୟରେ ତାଙ୍କୁ ଜ୍ଞାନୀ ଭାବରେ ପରିଗଣିତ କରାଯାଏ । ସୁମିତ୍ରା ଅନେକ ସମୟରେ ଦଶରଥଙ୍କୁ ତାଙ୍କ ସମସ୍ୟାରେ ସାହାଯ୍ୟ କରିଥିଲେ ।
 
== ପୌରାଣିକ ଗାଥା ==
ବହୁଦିନ ଧରି ରାଜା ଦଶରଥ ଅପୁତ୍ରିକ ଥିଲେ । ତେଣୁ ଋଷି ବଶିଷ୍ଠଙ୍କ ପରାମର୍ଶକ୍ରମେ [[ଋଷ୍ୟଶୃଙ୍ଗ]] ମୁନୀଙ୍କୁ ନିମନ୍ତ୍ରଣ କରି ତାଙ୍କରିଦ୍ୱାରା ପୁତ୍ର-କାମେଷ୍ଟି ଯଜ୍ଞର ଆୟୋଜନ କଲେ<ref>[http://books.google.co.in/books?id=3XIatVGyjmQC&hl=en "santkesavadas"] ପୃ-୨୭</ref> । ବଶିଷ୍ଠ ଓ ଋଷ୍ୟଶୃଙ୍ଗଦ୍ୱାରାଋଷ୍ୟଶୃଙ୍ଗଙ୍କଦ୍ୱାରା ପୁତ୍ରେଷ୍ଟି ଯଜ୍ଞ ସମାପନ ପରେ ଯଜ୍ଞେଶ୍ୱର ଯଜ୍ଞକୁଣ୍ଡରୁ ଆବିର୍ଭୁତ ହୋଇ ଦଶରଥଙ୍କୁ ଏକ ଚରୁଅନ୍ନପୂର୍ଣ୍ଣ ପାତ୍ର ପ୍ରଦାନ କରି ରାଣୀମାନଙ୍କୁ ସେବନ କରିବାକୁ କହିଲେ । ଦଶରଥ ଅଧା ଚରୁଅନ୍ନ କୌଶଲ୍ୟାଙ୍କୁ ଓ ଅନ୍ୟ ଅଧା ଭାଗକୁ କୈକେୟୀଙ୍କୁ ପ୍ରଦାନ କଲେ । କୌଶଲ୍ୟା ଓ କୈକେୟୀ ନିଜନିଜର ଚରୁଅନ୍ନର ଅଧାଭାଗରୁ କନିଷ୍ଠା ରାଣୀ ସୁମିତ୍ରାଙ୍କୁ ସେବନ କରିବାକୁ ଦେଲେ । ଏହାର କିଛିଦିନ ପରେ ତିନିରାଣୀ ଅନ୍ତଃସତ୍ତ୍ୱା ହେଲେ । ପୁତ୍ର-କାମେଷ୍ଟି ଯଜ୍ଞର ଫଳ ସ୍ୱରୁପ ପ୍ରଥମେ ରାଣୀ କୌଶଲ୍ୟାଙ୍କ[[କୌଶଲ୍ୟା]]<nowiki></nowiki>ଙ୍କ ଗର୍ଭରେ [[ରାମ]], ରାଣୀ କୈକେୟୀଙ୍କ ଗର୍ଭରେ [[ଭରତ]] ଏବଂ ସୁମିତ୍ରାଙ୍କ ଗର୍ଭରେ [[ଲକ୍ଷ୍ମଣ]] ଓ [[ଶତୃଘ୍ନ]] ଜନ୍ମ ଗ୍ରହଣ କଲେ<ref>[http://books.google.co.in/books?id=3XIatVGyjmQC&hl=en "santkesavadas"] ପୃ-29</ref> । <ref name="apnisanskriti">{{cite web |title=Birth Story of Lord Rama |url=https://www.apnisanskriti.com/story/birth-story-of-lord-rama-723 |website=ApniSanskriti - Back to veda |accessdate=26 February 2021}}</ref>
 
ମହାରାଣୀ କୌଶଲ୍ୟା ପାଟରାଣୀ ଥିଲେ । ମହାରାଜାଙ୍କ ପାଇଁ ମହାରାଣୀ କୈକେୟୀ ସବୁଠାରୁ ପ୍ରିୟ ଥିଲେ । ମହାରାଜ ଦଶରଥ ପ୍ରାୟତଃ କୈକେୟୀଙ୍କ ପ୍ରାସାଦରେ ରହିଥା’ନ୍ତି । ରାଣୀ ସୁମିତ୍ରା ପାଟରାଣୀ କୌସଲ୍ୟାଙ୍କକୌଶଲ୍ୟାଙ୍କ ପାଖେ ପାଖେ ରହି ତାଙ୍କ ସେବା କରିବାକୁ ନିଜ ଧର୍ମ ବିବେଚନା କରିଥିଲେ । ଏପରିକି ରାମଙ୍କ ବନବାସ ସମୟରେ ସେ ହିଁ ଲକ୍ଷ୍ମଣଙ୍କୁ ରାମଙ୍କ ସହ ବନଗମନ କରିବାକୁ ଉତ୍ସାହିତ କରିଥିଲେ ।
== ବ୍ୟକ୍ତିତ୍ଵ ==
"ରାମଚରିତ ମାନସରେମାନସ"ରେ ତୁଳସୀଦାସ ଜୀ ସୁମିତ୍ରାଙ୍କ ବ୍ୟକ୍ତିତ୍ଵର ବର୍ଣ୍ନନା ଏଭଳି ଭାବେ କରିଛନ୍ତି ।
 
ସୁମିତ୍ରା କୌଶଲ୍ୟାଙ୍କ ଅପେକ୍ଷା ଅଧିକ ବୁଦ୍ଧିମାନ, ପ୍ରଭାବଶାଳୀ ଏବଂ ସଂଘର୍ଷମୟୀ ରମଣୀ ଥିଲେ । ଯେତେବେଳେ ଲକ୍ଷ୍ମଣ ମାତା କୈକେୟୀଙ୍କ ବଚନ ପାଳନ ନିମନ୍ତେ ଭ୍ରାତା ଶ୍ରୀ ରାମଙ୍କ ସହିତ ଜଙ୍ଗଲକୁ ଯିବାକୁ ତାଙ୍କ ମା’ଙ୍କ ଅନୁମତି ଚାହାଁନ୍ତି, ସେତେବେଳେ ସୁମିତ୍ରା କୁହନ୍ତି ଯେ, "ଯେଉଁଠାରେ ଶ୍ରୀ ରାମ ବାସ କରନ୍ତି ସେଠାରେ ହିଁ ଅଯୋଧ୍ୟା । ଯଦି ନିଶ୍ଚିତ ଭାବରେ ସୀତା-ରାମ ଜଙ୍ଗଲକୁ ଯାଆନ୍ତି, ତେବେ ଅଯୋଧ୍ୟାରେ ତୁମର କୌଣସି କାମ ନାହିଁ ।" 'ରାମ ଚରିତ ମାନସ'ର ଉପରୋକ୍ତନିମ୍ନୋକ୍ତ ଧାଡିଗୁଡିକଧାଡ଼ିଗୁଡିକ ପ୍ରଣିଧାନ ଯୋଗ୍ୟ:
::"अवध तहाँ जहँ राम निवासू ।
::तहँइँ दिवसु जहँ भानु प्रकासू ।
୧୧,୩୭୫

ଗୋଟି ସମ୍ପାଦନା

ଦିଗବାରେଣି ମେନୁ