"ଅନୁଗୁଳ ସ୍ୱୟଂଶାସିତ ସରକାରୀ କଲେଜ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟିକେ ଵ ବଦଳରେ ବ as per https://or.wikipedia.org/wiki/topic:Up86qjal0bt4nlce |
ଟିକେ Jnanabot ପୃଷ୍ଠାଟିକୁ ଅନୁଗୁଳ ସ୍ଵୟାଂଶାସିତ ସରକାରୀ କଲେଜରୁ ଅନୁଗୁଳ ସ୍ବୟାଂଶାସିତ ସରକାରୀ କଲେଜକୁ ଘୁଞ୍ଚାଇଲେ: ଵ |
(କିଛି ବଦଳିନାହିଁ)
|
୧୬:୫୦, ୧୧ ଡିସେମ୍ବର ୨୦୧୮ ଅନୁସାରେ କରାଯାଇଥିବା ବଦଳ
ଅନୁଗୁଳ ସ୍ବୟଂଶାସିତ ସରକାରୀ କଲେଜ, ଭାରତୀୟ ରାଜ୍ୟ ଓଡ଼ିଶାର ଅନୁଗୁଳ ସହରରେ ଅବସ୍ଥିତ ଏକ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ । ଏହା ବର୍ତ୍ତମାନ ଜିଲ୍ଲାରେ ପରିଣତ ହେଇଥିବା ଅନୁଗୁଳ ସହରରେ ୧୯୫୭ ମସିହାରେ ସରକାରଙ୍କଦ୍ବାରା ସ୍ଥାପିତ ହେଇଥିଲା । ଏହା ଜାତୀୟ ରାଜପଥ -୫୫ରୁ ମାତ୍ର ୧ କିଲୋମିଟର ଦୂରରେ ସହରର ମଧ୍ୟ ସ୍ଥଳୀରେ ଅବସ୍ଥାପିତ ।
ଇତିହାସ
ବିଭିନ୍ନ ନାମ ଦିଆ ହୋଇଥିବା ଏହି କଲେଜ ପରିଶେଷରେ ଅନୁଗୁଳ ସରକାରୀ କଲେଜ ଭାବରେ ୧୯୭୬ରୁ ରହିଛି ଓ ଏହା ଭୁବନେଶ୍ବରସ୍ଥ ଉତ୍କଳ ବିଶ୍ୱବିଦ୍ୟାଳୟ ସହ ସହବନ୍ଧିତ ହେଇଥିଲା । ୧୯୯୦ରୁ ଏହି କଲେଜ ଅଞ୍ଚଳରେ ଅଗ୍ରଣୀ କଲେଜ ହିସାବରେ ପରିଗଣିତ ହେଇ ଆସୁଛି ।
୧୦୦୬-୭ରେ ଏହି କଲେଜ NAACଦ୍ବାରା ଏକ ସ୍ବଯାଂଶାସିତ କଲେଜର ମାନ୍ୟତା ପ୍ରାପ୍ତ ହେଲା ।
ବିଭାଗ ସବୁ
- ଆର୍ଟସ , ସାଇନ୍ସ ଓ କମର୍ସ ସହିତ ଭିଭିନ୍ନ କର୍ମଭିତ୍ତିକ ବିଷୟରେ ଅନର୍ସ ସହ ଏଠାରେ ରହିଛି । ଏମବିଏ ପାଇଁ ମଧ୍ୟ ଏଠାରେ ସ୍ବତନ୍ତ୍ର ବିଭାଗ ଖୋଲାଯାଇଛି ।
ହଷ୍ଟେଲ
କଲେଜରେ ପର୍ଯ୍ୟାପ୍ତ ହଷ୍ଟେଲ ସୁବିଧା ମଧ୍ୟ ରହିଛି । ୩ଟି ବାଳକ ହଷ୍ଟେଲ ସହ ୨ଟି ବାଳିକା ହଷ୍ଟେଲ ରହିଛି । +୨ ସ୍ତର ପିଲାଙ୍କ ପାଇଁ ସ୍ବତନ୍ତ୍ର ହଷ୍ଟେଲ ରହିଛି ।
ଆଧାର
ବାହ୍ୟ ସଂଯୋଗ
This article about a university or college in Odisha, India is a stub. You can help Wikipedia by expanding it. |