ଅନୁଗୁଳ ସ୍ୱୟଂଶାସିତ ସରକାରୀ କଲେଜ

Coordinates: 20°49′47″N 85°06′12″E / 20.82984°N 85.103252°E / 20.82984; 85.103252
ଉଇକିପିଡ଼ିଆ‌ରୁ
ଅନୁଗୁଳ ସ୍ୱୟାଂଶାସିତ ମହାବିଦ୍ୟାଳୟ
ସ୍ଥାପିତ୧୯୫୭
ପ୍ରକାରସହ-ଶିକ୍ଷା
ଅଧ୍ୟକ୍ଷପ୍ରୀତମ ରାଜା
ପ୍ରଶାସନୀକ ସଦସ୍ୟ୧୫୦+
ଛାତ୍ର ଛାତ୍ରୀ ସଂଖ୍ୟା୩୦୦୦+
ତଳସ୍ନାତକସ୍ନାତକ(ବିଜ୍ଞାନ, କଳା ଓ ବାଣିଜ୍ୟ), ଏମବିଏ
ଅବସ୍ଥାନଅନୁଗୋଳ, ଓଡ଼ିଶା, ଭାରତ
20°49′47″N 85°06′12″E / 20.82984°N 85.103252°E / 20.82984; 85.103252
ଅନୁବନ୍ଧନୟୁଜିସି(UGC), ନାକ୍(NAAC), ଉତ୍କଳ ବିଶ୍ୱବିଦ୍ୟାଳୟ
ୱେବସାଇଟgaca.nic.in

ଅନୁଗୁଳ ସ୍ୱୟଂଶାସିତ ସରକାରୀ କଲେଜ, ଭାରତୀୟ ରାଜ୍ୟ ଓଡ଼ିଶାର ଅନୁଗୋଳ[୧] ସହରରେ ଅବସ୍ଥିତ ଏକ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ[୨] ଏହା ୧୯୫୭ ମସିହାରେ ସରକାରଙ୍କଦ୍ୱାରା ସ୍ଥାପିତ ହେଇଥିଲା । ଏହା ଜାତୀୟ ରାଜପଥ ୫୫ରୁ ମାତ୍ର ୧ କିଲୋମିଟର ଦୂରରେ ସହରର ମଧ୍ୟ ସ୍ଥଳୀରେ ଅବସ୍ଥାପିତ । 

ଇତିହାସ [ସମ୍ପାଦନା]

ବିଭିନ୍ନ ନାମ ଦିଆ ହୋଇଥିବା ଏହି କଲେଜ ପରିଶେଷରେ 'ଅନୁଗୋଳ ସରକାରୀ କଲେଜ' ଭାବରେ ୧୯୭୬ରୁ ରହିଛି ଓ ଏହା ଉତ୍କଳ ବିଶ୍ୱବିଦ୍ୟାଳୟ ସହ ସହବନ୍ଧିତ । ୨୦୦୬-୭ରେ ଏହି କଲେଜ NAACଦ୍ୱାରା ଏକ ସ୍ୱୟଂଶାସିତ ମହାବିଦ୍ୟାଳୟର ମାନ୍ୟତା ପ୍ରାପ୍ତ ହେଲା । 

ବିଭାଗ ସବୁ [ସମ୍ପାଦନା]

କଳା ବାଣିଜ୍ୟ ଓ ବିଜ୍ଞାନରେ ସ୍ନାତକ ପାଠ୍ୟକ୍ରମ ସହିତ ଏଠାରେ ବିଭିନ୍ନ କର୍ମଭିତ୍ତିକ ବିଷୟରେ ଅନର୍ସ ପାଠ୍ୟକ୍ରମ ରହିଛି ।[୩] ଏମବିଏ ପାଇଁ ମଧ୍ୟ ଏଠାରେ ସ୍ୱତନ୍ତ୍ର ବିଭାଗ ଅଛି । 

ଛାତ୍ରାବାସ [ସମ୍ପାଦନା]

ମହାବିଦ୍ୟାଳୟରେ ପର୍ଯ୍ୟାପ୍ତ ହଷ୍ଟେଲ ସୁବିଧା ମଧ୍ୟ ରହିଛି । ୩ଟି ବାଳକ ହଷ୍ଟେଲ ସହ ୨ଟି ବାଳିକା ହଷ୍ଟେଲ ରହିଛି । +୨ ସ୍ତର ପିଲାଙ୍କ ପାଇଁ ସ୍ୱତନ୍ତ୍ର ହଷ୍ଟେଲ ରହିଛି । 

ଆଧାର [ସମ୍ପାଦନା]

  1. "Colleges/Universities". angul.nic.in. Anugul District Administration. Retrieved 31 July 2019.
  2. Ashish Kumar (2006). Handbook of Universities. Atlantic Publishers & Dist. pp. 371–. ISBN 978-81-269-0607-9.
  3. "ଆର୍କାଇଭ୍ କପି". dheodisha.gov.in. dheodisha. Archived from the original on 31 July 2019. Retrieved 31 July 2019. {{cite web}}: Cite has empty unknown parameter: |1= (help)

ବାହାର ଲିଙ୍କ [ସମ୍ପାଦନା]