"ନୀର୍ଜା ଭନୋଟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ Saileshpat ପୃଷ୍ଠାଟିକୁ ନୀରଜା ଭନୋଟରୁ ନିର୍ଜା ଭାନୋତକୁ ଘୁଞ୍ଚାଇଲେ
ଟିକେ Bot: Automated text replacement (- ଠାରେ +ଠାରେ )
୧୬ କ ଧାଡ଼ି: ୧୬ କ ଧାଡ଼ି:


== ପ୍ରାରମ୍ଭିକ ଜୀବନ ଓ ଶିକ୍ଷା ==
== ପ୍ରାରମ୍ଭିକ ଜୀବନ ଓ ଶିକ୍ଷା ==
ଭନୋଟଙ୍କ ଜନ୍ମ ଭାରତର ଚଣ୍ଡୀଗଢ଼ ଠାରେ ହୋଇଥିଲା ପରନ୍ତୁ ସେ ମୁମ୍ବାଇ ଠାରେ ପ୍ରତିପାଳିତ ହୋଇଥିଲେ । ବାପା ହରୀଶ ଭନୋଟ ମୁମ୍ବାଇରେ ସାମ୍ବାଦିକ ଥିଲେ ଓ ମାତା ରମା ଭନୋଟ ଗୃହିଣୀ ଥିଲେ । ସେ ମୁମ୍ବାଇରେ ମଡେଲିଙ୍ଗରେ ପେଷା ଆରମ୍ଭ କରିଥିଲେ ।<ref>{{Cite news|title='The Sky Was Her Limit|url=http://indianexpress.com/article/lifestyle/life-style/the-sky-was-her-limit|publisher=The Indian Express|accessdate=2016-02-23}}</ref> ଅଭିନେତା [[ରାଜେଶ ଖାନ୍ନା]]<nowiki/>ଙ୍କ ସେ ବହୁତ ବଡ଼ ପ୍ରଶଂସକ ଥିଲେ ।
ଭନୋଟଙ୍କ ଜନ୍ମ ଭାରତର ଚଣ୍ଡୀଗଢ଼ଠାରେ ହୋଇଥିଲା ପରନ୍ତୁ ସେ ମୁମ୍ବାଇଠାରେ ପ୍ରତିପାଳିତ ହୋଇଥିଲେ । ବାପା ହରୀଶ ଭନୋଟ ମୁମ୍ବାଇରେ ସାମ୍ବାଦିକ ଥିଲେ ଓ ମାତା ରମା ଭନୋଟ ଗୃହିଣୀ ଥିଲେ । ସେ ମୁମ୍ବାଇରେ ମଡେଲିଙ୍ଗରେ ପେଷା ଆରମ୍ଭ କରିଥିଲେ ।<ref>{{Cite news|title='The Sky Was Her Limit|url=http://indianexpress.com/article/lifestyle/life-style/the-sky-was-her-limit|publisher=The Indian Express|accessdate=2016-02-23}}</ref> ଅଭିନେତା [[ରାଜେଶ ଖାନ୍ନା]]<nowiki/>ଙ୍କ ସେ ବହୁତ ବଡ଼ ପ୍ରଶଂସକ ଥିଲେ ।


== ପେଷା ==
== ପେଷା ==

୦୩:୦୯, ୩୧ ଅଗଷ୍ଟ ୨୦୧୭ ଅନୁସାରେ କରାଯାଇଥିବା ବଦଳ

ନୀରଜା ଭାନୋଟ 

Neerja Bhanot
ଜନ୍ମ୭ ସେପ୍ଟେମ୍ବର ୧୯୬୩ 
ଚଣ୍ଡୀଗଡ଼ , ଭାରତ 
ମୃତ୍ୟୁ୫ ସେପ୍ଟେମ୍ବର ୧୯୮୬ (୨୨ ବର୍ଷ)
କରାଚି , ସିନ୍ଧ , ପାକିସ୍ତାନ
ଜାତୀୟତାଭାରତୀୟ
ପ୍ରସିଦ୍ଧିPan Am Flight 73
ପିତାମାତା(s)ରମା ଭାନୋଟ 
ହରୀଶ ଭାନୋଟ
ପୁରସ୍କାରFull List

ନୀରଜା ଭନୋଟ (ପଞ୍ଜାବୀ: ਨੀਰਜਾ ਭਨੋਟ; ହିନ୍ଦୀ: नीरजा भनोट; ୭ ସେପ୍ଟେମ୍ବର ୧୯୬୩ - ୫ ସେପ୍ଟେମ୍ବର ୧୯୮୬)[୧][୨] ପାନ ଆମେରିକାନ ଓୟାର୍ଲ୍ଡ  ଏୟାରଓୟେଜରେ ସେବିକା ଥିଲେ। ୧୯୮୬ ମସିହାରେ ୫ ଜଣ ଆତଙ୍କବାଦୀଙ୍କଠୁ ୧୦୦ ଜଣ ୟାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ସେ ଗୁଳି ଖାଇଥିଲେ । Pan Am Flight 73ଟି ଆତଙ୍କବାଦୀଙ୍କ ଦ୍ଵାରା ଅପହରଣ କରଯାଇଥିଲା । ମରଣୋତ୍ତର ଭାବେ ସେ ସାହସିକତା ପାଇଁ ଦିଆଯାଉଥିବା ଅଶୋକ ଚକ୍ର ପୁରସ୍କାର ପ୍ରାପ୍ତ କରିଥିବା ସବୁଠୁ କନିଷ୍ଠ ଭାରତୀୟ । ସେ ୩୭୯ ଜଣ ଯାତ୍ରୀଙ୍କ ମଧ୍ୟରୁ ୩୫୯ ଜଣଙ୍କୁ ବଞ୍ଚାଇ ପାରିଥିଲେ ଓ ଆପତ୍ତକାଳୀନ ଦ୍ଵାର ଦ୍ଵାରା ଲୋକଙ୍କୁ ପଳାୟନ କରୁଥିବା ସମୟରେ ଗୁଳିମାଡ଼ରେ ତାଙ୍କର ମୃତ୍ୟୁ ହୋଇଥିଲା । [୩]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା 

ଭନୋଟଙ୍କ ଜନ୍ମ ଭାରତର ଚଣ୍ଡୀଗଢ଼ଠାରେ ହୋଇଥିଲା ପରନ୍ତୁ ସେ ମୁମ୍ବାଇଠାରେ ପ୍ରତିପାଳିତ ହୋଇଥିଲେ । ବାପା ହରୀଶ ଭନୋଟ ମୁମ୍ବାଇରେ ସାମ୍ବାଦିକ ଥିଲେ ଓ ମାତା ରମା ଭନୋଟ ଗୃହିଣୀ ଥିଲେ । ସେ ମୁମ୍ବାଇରେ ମଡେଲିଙ୍ଗରେ ପେଷା ଆରମ୍ଭ କରିଥିଲେ ।[୪] ଅଭିନେତା ରାଜେଶ ଖାନ୍ନାଙ୍କ ସେ ବହୁତ ବଡ଼ ପ୍ରଶଂସକ ଥିଲେ ।

ପେଷା 

ଭନୋଟ ପାନ ଆମେରିକାନ ଉଡ଼ାଜାହାଜରେ ଫ୍ଲାଇଟ ସେବିକା ଭାବେ ୧୯୮୫ରେ କାମ ଆରମ୍ଭ କରିଥିଲେ । ନୀରଜାଙ୍କ ମଡେଲିଙ୍ଗ କ୍ୟାରୀର ମଧ୍ୟ ଖୁବ ଭଲ ଥିଲା । 

ସମ୍ମାନ 

ଭନୋଟଙ୍କ ସାହସିକତା ପାଇଁ ଭାରତ ସରକାର ତାଙ୍କୁ ମରଣୋତ୍ତର ଭାବେ ଅଶୋକ ଚକ୍ର ସମ୍ମାନ ପ୍ରଦାନ କରିଥିଲେ । ଏହି ସମ୍ମାନ ପ୍ରାପ୍ତ କରିଥିବା ସେ ସବୁଠୁ କନିଷ୍ଠ ଭାରତୀୟ ଓ ପ୍ରଥମ ମହିଳା ପ୍ରାପ୍ୟ । [୫]

୨୦୦୪ ମସିହାରେ Indian Postal Service ନୀରଜାଙ୍କ ବୀରତ୍ଵର ସମ୍ମାନରେ ତାଙ୍କ ଉପରେ ଆଧାରିତ ଏକ ପୋଷ୍ଟାଲ ଷ୍ଟାମ୍ପ ପ୍ରକାଶ କରିଥିଲା । [୬][୭]

References

  1. Vij, Illa (13 November 1999). "Brave in life, brave in death". The Tribune. Tribune Trust.
  2. "'I saw Neerja being shot in the head' - Times of India". The Times of India. Retrieved 2016-12-03.
  3. Mohan, Megha (2016-03-31). "Inside a hijack: The unheard stories of the Pan Am 73 crew". BBC News (in ବ୍ରିଟିଶ୍‌ ଇଂରାଜୀ). Retrieved 2016-12-03. {{cite news}}: More than one of |accessdate= and |access-date= specified (help); More than one of |work= and |newspaper= specified (help)
  4. "'The Sky Was Her Limit". The Indian Express. Retrieved 2016-02-23.
  5. "Nominations invited for Neerja Bhanot Awards". The Indian Express. Indian Express Limited. 5 September 2006.
  6. "Stamp on Neerja released". The Tribune. Tribune Trust. 9 October 2004. {{cite news}}: More than one of |work= and |newspaper= specified (help)
  7. Jaffry, Nasir (4 January 2008). "Pak frees Pan Am hijack quartet". The Telegraph. ABP Group. {{cite news}}: More than one of |work= and |newspaper= specified (help)