|
|
== ପ୍ରାରମ୍ଭିକ ଜୀବନ ଓ ଶିକ୍ଷା ==
ଭାନୋଟଙ୍କ ଜନ୍ମ ଭାରତର ଚଣ୍ଡୀଗଡ଼ ଠାରେ ହେଇଥିଲା ଓ ମୁମ୍ବାଇ ଠାରେ ପ୍ରତିପାଳିତ ହେଇଥିଲା । <ref>{{Cite web}}</ref> ବାପା ହରିଷ ଭାନୋଟ ମୁମ୍ବାଇରେ ସାମ୍ବାଦିକ ଥିଲେ ଓ ମତ ରାମା ଭାନୋଟ ଗୃହଣୀ ଥିଲେ । ସେ ମୁମ୍ବାଇରେ ମୋଡେଲିଙ୍ଗରେ ପେଷା ଆରମ୍ଭ କରିଥିଲେ ।<ref>{{Cite news|title='The Sky Was Her Limit|url=http://indianexpress.com/article/lifestyle/life-style/the-sky-was-her-limit|publisher=The Indian Express|accessdate=2016-02-23}}</ref> ଅଭିନେତା [[ରାଜେଶ ଖାନ୍ନା|Rajesh Khanna]]<nowiki/>ଙ୍କ ସେ ବହୁତ ବଡ ପ୍ରଶଂସକ ଥିଲେ । <ref>{{Cite web}}</ref>
== ପେଷା ==
|