Jump to content

ଗୀତାଞ୍ଜଳି ରାଓ

ଉଇକିପିଡ଼ିଆ‌ରୁ
୧୨:୩୧, ୨୭ ମାର୍ଚ୍ଚ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Gitanjali Rao") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Gitanjali Rao
ଜନ୍ମ1972 (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।
ଜାତୀୟତାIndian
ବୃତ୍ତି(ସମୂହ)Film director, animator
ପ୍ରସିଦ୍ଧିPrinted Rainbow
True Love Story

ଗୀତାଞ୍ଜଳି ରାଓ  ( ଜନ୍ମ ୧୯୭୨ ) ଜଣେ ଭାରତୀୟ ମହିଳା ମଞ୍ଚ ଅଭିନେତ୍ରୀ , ଆନିମେସନ କଳାକାର ଓ ଫିଲ୍ମ ନିର୍ମାତା । 

ଗୀତାଞ୍ଜଳି ମୁମ୍ବାଇ ସ୍ଥିତ J.J.Institute of Applied Art ଠାରେ ପ୍ରାୟୋଗିକ କଳା ( Applied Art) ରେ ଡିଗ୍ରୀ ହାସଲ କରିଥିଲେ । ତାଙ୍କ ଦ୍ଵାରା ନିର୍ମିତ ଦୁଇଟି ଆନିମେସନ ଫିଲ୍ମ " Orange" ଓ " Printed Rainbow " ସମୁଦାଯ ୨୮ ଟି ପୁରସ୍କାର ଲାଭ କରିଛି । ତାଙ୍କର ପ୍ରଥମ ଆନିମେସନ ଫିଲ୍ମ ଭାବରେ " Printed Rainbow " ଥିଲା ଓ ଏହା କୋଡାକ ପୁରସ୍କାର କାନନେସ ଫିଲ୍ମ ଉତଶବ ରେ ପୁରସ୍କୃତ ହେଇଥିଲା । ମୁମ୍ବାଇ ଠାରେ ହେଇଥିବା ଫିଲ୍ମ ଉତଶବ ରେ ଏହା golden Conch ବା ସୁବର୍ଣ ଶଙ୍ଖ ପୁରସ୍କାର ପାଇଥିଲା । l.[][]

ସେ କାନନେସ ଫିଲ୍ମ ଉତଶବ ସହ ଅନେକ ଫିଲ୍ମ ସମାରହ ରେ ଜୁରୀ ଭାବରେ ନିଯୁକ୍ତ ହେଇଥିଲେ । .[]୨୦୧୩ ମସିହା ରେ ସେ " Shorts" ନାମକ ୫ ଟି କ୍ଷୁଦ୍ର ଆନିମେସନ ଫିଲ୍ମ ର ଏକ ଧାରାବାହିକ ର ଏକ ଅଂଶ ନିର୍ଦେଶନା ଦେଇଥିଲେ । ଏହା ଅନୁରାଗ କାଶ୍ଯପ ଙ୍କ ଦ୍ଵାରା ନିର୍ମିତ ହେଇଥିଲା । []

୨୦୧୪ ମସିହା କାନନେସ ଫିଲ୍ମ ଉତଶବ ରେ ତାଙ୍କ ଆନିମେସନ ଫିଲ୍ମ " True Love Story " ମନୋନୀତ ହେଇଥିଲା ।  [][]

ଫିଲ୍ମୋଗ୍ରାଫି 

  • Printed Rainbow (2006)
  • Shorts (2013)
  • Chai (2013)
  • True Love Story (2014)

ପୁରସ୍କାର ସମୂହ 

କାନନେସ ଫିଲ୍ମ ଉତଶବ 

  • Kodak Short Film Award
  • Small Golden Rail
  • Young Critics Award

ଆଧାର ସମୂହ 

  1. "Cannes Winners -Cannes Animations on FILMS short". filmsshort.com. Retrieved 2014-08-21.
  2. "People : Matchbox journeys". The Hindu. September 10, 2006. Retrieved 2014-08-21.
  3. {{cite web}}: Empty citation (help)
  4. {{cite web}}: Empty citation (help)
  5. {{cite web}}: Empty citation (help)
  6. {{cite web}}: Empty citation (help)

ବାହ୍ୟ ସଂଯୋଗ 

  • ଇଣ୍ଟରନେଟ ମୁଭି ଡାଟାବେସରେ Gitanjali Rao