ଗୀତାଞ୍ଜଳି ରାଓ

ଉଇକିପିଡ଼ିଆ‌ରୁ
ଗୀତାଞ୍ଜଳି ରାଓ
Born1972 (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।
Nationalityଭାରତୀୟ
Occupation(s)ଫିଲ୍ମ ନିର୍ଦ୍ଦେଶକ , ଅନିମେଟର
Known forPrinted Rainbow
True Love Story

ଗୀତାଞ୍ଜଳି ରାଓ  ( ଜନ୍ମ ୧୯୭୨ ) ଜଣେ ଭାରତୀୟ ମହିଳା ମଞ୍ଚ ଅଭିନେତ୍ରୀ , ଆନିମେସନ କଳାକାର ଓ ଫିଲ୍ମ ନିର୍ମାତା । 

ଗୀତାଞ୍ଜଳି ମୁମ୍ବାଇସ୍ଥିତ J.J.Institute of Applied Artଠାରେ ପ୍ରାୟୋଗିକ କଳା ( Applied Art)ରେ ଡିଗ୍ରୀ ହାସଲ କରିଥିଲେ । ତାଙ୍କଦ୍ୱାରା ନିର୍ମିତ ଦୁଇଟି ଆନିମେସନ ଫିଲ୍ମ " Orange" ଓ " Printed Rainbow " ସମୁଦାୟ ୨୮ଟି ପୁରସ୍କାର ଲାଭ କରିଛି । ତାଙ୍କର ପ୍ରଥମ ଆନିମେସନ ଫିଲ୍ମ ଭାବରେ " Printed Rainbow " ଥିଲା ଓ ଏହା କୋଡାକ ପୁରସ୍କାର କ୍ୟାନ୍ସ ଫିଲ୍ମ ଉତ୍ସବରେ ପୁରସ୍କୃତ ହେଇଥିଲା । ମୁମ୍ବାଇଠାରେ ହେଇଥିବା ଫିଲ୍ମ ଉତ୍ସବରେ ଏହା golden Conch ବା ସୁବର୍ଣ୍ଣ ଶଙ୍ଖ ପୁରସ୍କାର ପାଇଥିଲା । l.[୧][୨]

ସେ କ୍ୟାନ୍ସ ଫିଲ୍ମ ଉତ୍ସବ ସହ ଅନେକ ଫିଲ୍ମ ସମାରୋହରେ ଜୁରୀ ଭାବରେ ନିଯୁକ୍ତ ହେଇଥିଲେ । [୩]୨୦୧୩ ମସିହାରେ ସେ " Shorts" ନାମକ ୫ଟି କ୍ଷୁଦ୍ର ଆନିମେସନ ଫିଲ୍ମର ଏକ ଧାରାବାହିକର ଏକ ଅଂଶ ନିର୍ଦ୍ଦେଶନା ଦେଇଥିଲେ । ଏହା ଅନୁରାଗ କାଶ୍ଯପଙ୍କଦ୍ୱାରା ନିର୍ମିତ ହେଇଥିଲା । [୪]

୨୦୧୪ ମସିହା କ୍ୟାନ୍ସ ଫିଲ୍ମ ଉତ୍ସବରେ ତାଙ୍କ ଆନିମେସନ ଫିଲ୍ମ " True Love Story " ମନୋନୀତ ହେଇଥିଲା ।  [୫][୬]

ଫିଲ୍ମୋଗ୍ରାଫି [ସମ୍ପାଦନା]

  • Printed Rainbow (2006)
  • Shorts (2013)
  • Chai (2013)
  • True Love Story (2014)

ପୁରସ୍କାର ସମୂହ [ସମ୍ପାଦନା]

କ୍ୟାନ୍ସ ଫିଲ୍ମ ଉତ୍ସବ [ସମ୍ପାଦନା]

  • Kodak Short Film Award
  • Small Golden Rail
  • Young Critics Award

ଆଧାର [ସମ୍ପାଦନା]

  1. "Cannes Winners -Cannes Animations on FILMS short". filmsshort.com. Retrieved 2014-08-21.
  2. "People : Matchbox journeys". The Hindu. September 10, 2006. Retrieved 2014-08-21.
  3. "Cannes: Animator Gitanjali Rao's Latest Film Is a Reaction to Bollywood". www.hollywoodreporter.com. Retrieved 22 August 2014.
  4. "Shorts hasn't been made for box office: Huma Qureshi". India Today. June 25, 2013. Retrieved 2014-08-23.
  5. "After 'Titli', 'True Love Story' at Cannes film fest". Livemint. April 22, 2014. Retrieved 2014-05-14.
  6. "Cannes falls in love". The Indian Express. May 2, 2014. Retrieved 2014-05-14.

ବାହାର ଲିଙ୍କ [ସମ୍ପାଦନା]

  • ଇଣ୍ଟରନେଟ ମୁଭି ଡାଟାବେସରେ Gitanjali Rao