ଗରିମା ଚୌଧୁରୀ
ଗରିମା ଚୌଧୁରୀ (ଜନ୍ମ ଏପ୍ରିଲ ୨ , 1990 ) ଜଣେ ଭାରତୀୟ ମହିଳା ଯୁଡୋ ଖେଳାଳି । ତାଙ୍କର ଜନ୍ମ ମିରତ ଠାରେ ହେଇଥିଲା । ସେ ୨୦୧୨ ମସିହା ଲଣ୍ଡନ ଅଲିମ୍ପିକ ରେ ଭାଗନେବା ପାଇଁ ଭାରତ ର ଏକ ମାତ୍ର ଯୁଦୋକା ଭାବରେ ମହିଳା ୬୩ କିଲୋଗ୍ରାମ ବର୍ଗ ରେ ଯୋଗ୍ୟତା ଅର୍ଜନ କରିଥିଲେ । .[୧][୨]
ବାଲ୍ୟକାଳ ଓ ଟ୍ରେନିଂ
ମଧ୍ୟବିତ୍ତ ପରିବାର ରେ ଜନ୍ମିତ ଗାରିମା ତାଙ୍କର ବାଲ୍ୟକାଳ ରୁ କ୍ରିଡା ପ୍ରତି ଆକର୍ଷିତ ଥିଲେ । ସେ କବାଡି , କ୍ରିକେଟ ଓ ଆଥଲେଟିକ ପରି କ୍ରିଡା ରେ ଭାଗ ନଉଥିଲେ । ତାଙ୍କ ମାଁ ଏଥିରେ ତାଙ୍କୁ ସହାୟତା କରୁଥିଲେ । ଯୁଡୋ ଶିକ୍ଷୟା ଲାଭ କଳା ପରେ ସେ ନିଜ ରାଜ୍ୟ ଉତ୍ତରପ୍ରଦେଶ ପାଇଁ ଯୁଡୋ ପ୍ରତିଯୋଗୀତା ମାନଙ୍କରେ ଭାଗ ନେଇ ଆସୁଥିଲେ । କିନ୍ତୁ ଉତ୍ତର ପ୍ରଦେଶ ଖେଳ ବିଭାଗ ତରଫ ରୁ ସେ ହରିୟଣା ରାଜ୍ୟ ତରଫ ରୁ ଜାତୀୟା କ୍ରିଡା ମାନଙ୍କରେ ଭାଗ ନେଲେ । [୩]
୨୦୦୪ ମସିହା ରୁ ସେ ପାଟିଆଲା ଜାତୀୟ କ୍ରିଡା ଏକାଡେମି ରେ ଜୀବନ ଶର୍ମା ଙ୍କ ଠାରୁ କୋଚିଙ୍ଗ ନେଇଥିଲେ । ସେଠାରେ ସେ ବାଳକ ମାନଙ୍କ ସହ ଟ୍ରେନିଂ ନେବାକୁ ହେଇଥିଲା । .[୪]
୨୦୧୨ ଗ୍ରୀଷ୍ମ କାଳୀନ ଅଲିମ୍ପିକ
ସେ ପ୍ଯାରିସ ଠାରେ ହେଇଥିବା ବିଶ୍ଵ ଯୁଡୋ ଚମ୍ପିୟାନଶିପ ରେ ଓ ପରେ ବିଶ୍ଵ ଯୁଡୋ କପ ରେ ଭାଗ ନେଇ ଅଲିମ୍ପିକ ପାଇଁ ଯୋଗ୍ୟତା ହାସଲ କରିଥିଲେ । ସେଥିରେ ସେ ତାଙ୍କ ବର୍ଗ ୫୩ କିଲୋଗ୍ରାମ ରେ ସେ ସପ୍ତମ ସ୍ଥାନ ଅଧିକାର କରିଥିଲେ । .[୫][୬]ଅଲିମ୍ପିକ ପାଇଁ ଗାରିମା ଜର୍ମାନ ଦେଶ ଯାଇ ଟ୍ରେନିଂ ନେଇଥିଲେ । .[୫]
ଅଲିମ୍ପିକ ରେ ସେ ପ୍ରଥମ ରାଉଣ୍ଡ ରେ ହାରିଯାଇଥିଲେ ମଧ୍ୟ ତାଙ୍କର ଶୈଳୀ ପ୍ରଶଂଷିତ ହେଇଥିଲା[୭]
ଆଧାର ସମୂହ
- ↑ Indo-Asian News Service (31 July 2012). "Olympics 2012: India's sole judoka knocked out". Daily News and Analysis. Retrieved 12 August 2012.
- ↑ "Garima Chaudhary - Judo - Olympic Athlete". London Organising Committee of the Olympic and Paralympic Games. Retrieved 12 August 2012.
- ↑ Sharma, Arun (18 July 2012). "I've sometimes had to fight against boys to train". The Times of India. Retrieved 12 August 2012.
- ↑ Rizvi, Taus (20 July 2012). "Being an underdog is a blessing, says Garima Chaudhary". Daily News and Analysis. Retrieved 12 August 2012.
- ↑ ୫.୦ ୫.୧ "India's lone judoka Garima confident of good show". The Indian Express. 16 July 2012. Retrieved 12 August 2012.
- ↑ "JUA Continental Championships 2012 - Results" (PDF). International Judo Federation. Retrieved 12 August 2012.
- ↑ "London Olympics: Judoka Garima knocked out by Japanese Ueno". The Times Of India. Retrieved 1 August 2012.