Jump to content

ସୁଚେତା କଡେଥାଙ୍କର

ଉଇକିପିଡ଼ିଆ‌ରୁ
୦୯:୫୫, ୨୫ ମାର୍ଚ୍ଚ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Sucheta Kadethankar") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ସୁଚେତା କଡେଥାଙ୍କର (ମରାଠୀ: सुचेता कडेठाणकर) (ଜନ୍ମ ୩୧ , ଡିସେମ୍ବର , ୧୯୭୭ )j j1,000 miles (1,600 km) in Mongolia,ଜଣେ ଭାରତୀୟ ସୂଚନା ପ୍ରଯୁକ୍ତି ବିଦ୍ୟା ( Information Technology) ବିଶେଷଗ୍ଣ୍ୟା । ସେ ମଙ୍ଗୋଲିଆ ଦେଶ ର ଥିବା ଏସିଯା ମହାଦେଶ ର ସର୍ବ-ବୃହତ ଗୋବୀ ମରୁଭୁମି ରେ ୧୦୦୦ କିଲୋମିଟର ବ୍ୟାପୀ ଦୂରତା କୁ ପାଦ ରେ ଚାଲି ଯାଇ ରେକର୍ଡ କରିଥିଲେ । ଏହା କରିବାରେ ସେ ପ୍ରଥମ ଭାରତୀୟ ମହିଳା । .[] ସୁଚେତା ଏହି ଅଭିଯାନ ରେ ବିଶ୍ଵ ର ବିଭିନ୍ନ ଦେଶ ର 13 ଜଣ ମହିଳା ଙ୍କ ଦଳ ରେ ସାମିଲ ଥିଲେ । କେତେକ ସ୍ଥଳ ରେ ଓଟ ମାନଙ୍କ ସହାୟତା ମଧ୍ୟ ନିଆ ଯାଇଥିଲା । .[]

ଜୀବନୀ 

ସୁଚେତା ପୁନେ ର ଫରଗୁସନ କଲେଜ ରୁ ଇତିହାସ ରେ ସ୍ନାତକୋତ୍ତର ଉପାଧି ପ୍ରାପ୍ତ ହେଇଥିଲେ । ସେ ପ୍ରଥମ ରୁ ଜଣେ ସାମ୍ବାଦିକ ଭାବରେ କାର୍ଯ୍ୟ କରିଥିଲେ ।.[] .[] ପରେ ସେ ସୂଚନା ପ୍ରଯୁକ୍ତି ବିଷୟ ରେ ଗବେଷଣା କରି ସେଥିରେ କାର୍ଯ୍ୟ କଲେ। ପର୍ବତ ଚଢିବା , ଟ୍ରେକିଙ୍ଗ , ସାଇକ୍ଲିଙ୍ଗ ଆଦି ତାଙ୍କର ସୌଖୀନ ଅବୟସ ଥିଲା ଓ ସେ ଏଭରେସ୍ଟ ପର୍ବତ ଆଞ୍ଚଲ ରେ ମଧ୍ୟ ଟ୍ରେକିଙ୍ଗ କୁ ଯାଇଥିଲେ । ନିକଟସ୍ଥ ସିଙ୍ଘାଗଡ ଦୁର୍ଗ ରେ ମଧ୍ୟ ସେ ଟ୍ରେକିଙ୍ଗ ରେ ଯାଇଥିଲେ । [][]

ଗୋବୀ ମରୁଭୁମି ପଦଯାତ୍ରା 

Gobi Desert sand dune in Mongolia

ତାଙ୍କର ଗୋବୀ ମରୁଭୁମି ଯାତ୍ରା ଅନୁଭୂତି କୁ ସେ " Gobi Crossing in 2011" ନାମକ ପୁସ୍ତକ ରେ ବର୍ଣନା କରିଛନ୍ତି । ଏହି ଯାତ୍ରା ଆଇଆର୍ଲାଣ୍ଡ ର ଏକ୍ସପ୍ଲୋର ଫାଉଣ୍ଡେସନ ନାମକ ଏକ ପ୍ରତିଷ୍ଠାନ ଦ୍ଵାରା କରାଯାଇଥିଲା । [] ଏହା ସମୁଦାଯ ୧୬୦୦ କିଲୋମିଟର ବ୍ୟାପୀ ଥିଲା ଓ ଏଥିରେ କାନଦାହାର ମଧ୍ୟ ଦେଇ ଯିବାର ଥିଲା ।  ଏହି କଠିନ ଯାତ୍ରା ରେ ୭ ଜଣ ମହିଳା ସାମିଲ ଥିଲେ ମଧ୍ୟ ସୁଚେତା ଙ୍କ ସମେତ ମାତ୍ର 3 ଜଣ ଯାତ୍ରା ସମାପ୍ତି ପର୍ଯ୍ୟନ୍ତ ରହିପାରିଥିଲେ । . ଆନ୍ତର୍ଜାତିକ ବନ୍ଧୁତା ତଥା ମଙ୍ଗୋଲିଆ ଶିଶୁ ମାନଙ୍କ ଶିକ୍ଷ୍ୟା ର ବିକାଶ କୁ ଉତଶାହିତ କରିବାକୁ ଏହା କରାଯାଇଥିଲା । 

ପୁରସ୍କାର ଓ ସମ୍ମାନ 

ତାଙ୍କ ନାମ କୁ ଲିମକା ବୁକ ଅଫ ରେକର୍ଡ ରେ ସ୍ଥାନିତ କରା ଯିବା ସହ ତାଙ୍କୁ ଅନେକ ପୁରସ୍କାର ପ୍ରଦାନ କରାଯାଇଛି । .

ଭବିଷ୍ୟତ ଯୋଜନା 

ସୁଚେତା ଭବିଷ୍ୟତ ରେ ୪୫୦୦ କିଲୋମିଟର ବ୍ୟାପୀ ପଦଯାତ୍ରା ହିମାଳୟ ରୁ ପାକିସ୍ଥାନ ଯାଏ କରିବାକୁ ଯୋଜନା ରଖିଛନ୍ତି । .

ପୁନଶ୍ଚ ପଠନ 

  • Desert exploration
  • List of firsts in India

ଆଧାର ସମୂହ 

  1. Athavale, Ashlesha (31 July 2011). "Try Gobi for a change". Mumbai Mirror. {{cite news}}: More than one of |work= and |newspaper= specified (help)
  2. Raghunath, Pamela (3 August 2011). "Desert horizons didn't sap her spirit". Gulfnews.com. Retrieved 26 August 2011. {{cite news}}: More than one of |work= and |newspaper= specified (help)
  3. {{cite web}}: Empty citation (help)
  4. {{cite web}}: Empty citation (help)
  5. Das, Dipannita (16 November 2012). "Kadethankar gets leadership excellence award". The Times of India.
  6. Mande, Abhishek (7 October 2011). "She is the first Indian to cross the Gobi desert". Rediff.
  7. "City trekker overcame illness to walk across Gobi desert in record time". The Times of India. 26 July 2011. {{cite news}}: More than one of |work= and |newspaper= specified (help)