ବନ୍ଦନା କଟାରିଆ
ବ୍ୟକ୍ତିଗତ ସୂଚନା | |||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|
ଜନ୍ମ |
Uttar Pradesh, India | ୧୫ ଅପ୍ରେଲ ୧୯୯୨||||||||||||||||
ଉଚ୍ଚତା | 159 cm (5 ft 3 in) | ||||||||||||||||
Playing position | Forward | ||||||||||||||||
Club information | |||||||||||||||||
Current club | Railways | ||||||||||||||||
National team | |||||||||||||||||
2010–present | India | 120 | (35) | ||||||||||||||
Medal record
| |||||||||||||||||
Last updated on: 6 April 2015 |
ବନ୍ଦନା କଟାରିଆ, (ଜନ୍ମ ଏପ୍ରିଲ ୧୫, ୧୯୯୨ ) ଜଣେ ପ୍ରମୁଖ ଭାରତୀୟ ମହିଳା ହକି ଖେଳାଳି । ସେ ୨୦୧୩ ମସିହା ରେ ଜର୍ମାନୀ ଦେଶ ରେ ହେଇଥିବା ଜୁନିଅର ବିଶ୍ଵ କପ ମହିଳା ହକି ପ୍ରତିଯୋଗୀତା ରେ ଭାରତୀୟ ଜାତୀୟ ଦଳ ତରଫ ରୁ ଖେଳି ଦଳ ପାଇଁ ସର୍ବାଧିକ ଗୋଲ ସ୍କୋର କରିବା ଯୋଗୁଁ ଭାରତୀୟ ଦଳ ବ୍ରୋଞ୍ଜ ପଦକ ପାଇ ପାରିଥିଲା ।ଭାରତ ର ଜାତୀୟ ଦଳ ପାଇଁ ପାଇଁ ସେ ଖେଳିଥିବା ୧୩୦ ଟି ମେଚ ରେ ସେ ୩୫ ରୁ ଅଧିକ ଗୋଲ ସ୍କୋର କରିଛନ୍ତି .[୧]
ପ୍ରାରମ୍ଭିକ ଜୀବନୀ
ବନ୍ଦନା ଙ୍କ ଜନ୍ମଉତ୍ତର ପ୍ରଦେଶ ( ବର୍ତମାନ ଉତ୍ତରାଖଣ୍ଡ ) ରେ ୧୫ ଏପ୍ରିଲ ୧୯୯୨ ମସିହା ରେ ହେଇଥିଲା । ତାଙ୍କ ପିତା BHEL ର ଜଣେ କର୍ମଚାରୀ ଥିଲେ [୨]। ବନ୍ଦନା ରୋଷନାବାଦ ଗ୍ରାମାଞ୍ଚଳ ରେ ଜନ୍ମ ଗ୍ରହଣ କରି ବିଗତ ଦୁଇ ବର୍ଷ ରେ ଭାରତ ର ଜଣେ ଅଗ୍ରଣୀ ଖେଳାଳି ନ୍ଯାବରେ ନିଜକୁ ଭାରତ ରେ ପ୍ରତିଷ୍ଠିତ କରେଇ ପାରିଛନ୍ତି । ୨୦୦୬ ମସିହା ରେ ସେ ପ୍ରଥମେ ଜୁନିଅର ଦଳ ରେ ପ୍ରବେଶ କରିଥିଲେ ଓ ପରେ ସିନିଯର ଦଳ ପାଇଁ ଖେଳିଥିଲେ । .[୩]
କ୍ରିଡା ଅବଦାନ
୨୦୧୦ ମସିହା ରେ ଭାରତୀୟ ସିନିଯର ଦଳ ରେ ପ୍ରବେଶ ପାଇଥିବା କଳ୍ପନା ୨୦୧୩ ମସିହା ରେ ହେଇଥିବା ସିନିଯର ବିଶ୍ଵ କପ ପ୍ରତିଯୋଗୀତା ରେ ଦଳ କୁ ବ୍ରୋମ୍ଜ ପଦକ ଜିତିବାରେ ସାହାଜୀ କରିଥିଲେ । ସେ ୪ ଟି ଖେଳ ରେ ୫ ଟି ଗୋଲ ସ୍କୋର କରିଥିଲେ । .[୪] ଏହା ତାଙ୍କର ଓ ତାଙ୍କ ପିତା ଙ୍କୁ ଖୁବ ଆତ୍ମସନ୍ତୋଷ ଅନିଦେଇଥିଲା । "[୫] ସ୍କଟଲଣ୍ଡ ର ଗ୍ଲାସଗୋ ଠାରେ ହେଇଥିବା ୨୦୧୪ କମନୱେଲ୍ଥ ଗେମ ରେ ସେ ତାଙ୍କର ୧୦୦ ତମ ଆନତଜାତିକ ମେଚ ଖେଳିଥିଲେ । .[୬] ତାହା ପରେ ଦଳରୁ ସାମୟିକ ଅବ୍ଯାହତି ନେଇଥିଲେ ମଧ୍ୟ ସେ ୨୦୧୪ -୧୫ ରେ FIH ବିଶ୍ଵ ହକି ଌଗ ରେ ସେ ପୁଣି ଖେଳି ସେ ୧୧ ଟି ଗୋଲ ସ୍କୋର କରି ସର୍ବାଧିକ ସ୍କୋରର ର ସମ୍ମାନ ପାଇଥିଲେ ।.[୭]
ଆଧାର ସମୂହ
- ↑ "Indian hockey team stronger with Vandana Kataria: Poonam Rani". 13 June 2015.
- ↑ "CM honours Jr Hockey player Vandana". Daily Excelsior. 13 August 2013. Retrieved 24 July 2014.
{{cite news}}
: Italic or bold markup not allowed in:|publisher=
(help) - ↑ "Meet Vandana Katariya - Indian Hockey Star". 11 March 2015.
- ↑ "2013 Junior World Cup - Individual Statistics" (PDF). International Hockey Federation. Retrieved 24 July 2014.
{{cite web}}
: Italic or bold markup not allowed in:|publisher=
(help) - ↑ "Interview with Vandana Kataria: "Women's hockey needs an HIL for more exposure"". 9 April 2015.
- ↑ "Vandana completes 100 caps at CWG". Business Standard. 24 July 2014. Retrieved 24 July 2014.
{{cite news}}
: Italic or bold markup not allowed in:|publisher=
(help) - ↑ Kulkarni, Abhimanyu (16 March 2015). "Chak De: Indian eves beat Poland to clinch World Hockey League round 2". Hindustan Times. Retrieved 5 April 2015.
{{cite web}}
: Italic or bold markup not allowed in:|publisher=
(help)
ବାହ୍ୟ ସଂଯୋଗ
- Vandana Kataria at Hockey India
- Profile at 2014 Commonwealth Games