ଝୁଲଣ ଗୋସ୍ୱାମୀ
ବ୍ୟକ୍ତିଗତ ତଥ୍ୟ | |||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ନାମ | Jhulan Goswami | ||||||||||||||||||||||||||||||||||||||||||||||||||||
ଡାକ ନାମ | Babul | ||||||||||||||||||||||||||||||||||||||||||||||||||||
ଉଚ୍ଚତା | 5 ft 11 in (1.80 m) | ||||||||||||||||||||||||||||||||||||||||||||||||||||
ବ୍ୟାଟିଂ ପ୍ରକାର | Right-hand bat | ||||||||||||||||||||||||||||||||||||||||||||||||||||
ବୋଲିଂ ପ୍ରକାର | Right-arm medium fast | ||||||||||||||||||||||||||||||||||||||||||||||||||||
ଭୂମିକା | All-rounder | ||||||||||||||||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | |||||||||||||||||||||||||||||||||||||||||||||||||||||
National side | |||||||||||||||||||||||||||||||||||||||||||||||||||||
ପ୍ରଥମ ଟେଷ୍ଟ (cap 51) | 14 January 2002 v England | ||||||||||||||||||||||||||||||||||||||||||||||||||||
ଶେଷ ଟେଷ୍ଟ | 16 November 2015 v South Africa | ||||||||||||||||||||||||||||||||||||||||||||||||||||
ପ୍ରଥମ ଦିନିକିଆ (cap 61) | 6 January 2002 v England | ||||||||||||||||||||||||||||||||||||||||||||||||||||
ଶେଷ ଦିନିକିଆ | 8 July 2015 v New Zealand | ||||||||||||||||||||||||||||||||||||||||||||||||||||
ଦିନିକିଆ ଜାମା ନମ୍ବର | 25 | ||||||||||||||||||||||||||||||||||||||||||||||||||||
Career statistics | |||||||||||||||||||||||||||||||||||||||||||||||||||||
| |||||||||||||||||||||||||||||||||||||||||||||||||||||
Source: Cricinfo |
ଝୁଲଣ ଗୋସ୍ଵାମୀ (ବଙ୍ଗଳା: ঝুলন গোস্বামী) (ଜନ୍ମ ୨୫ ନଭେମ୍ବର ୧୯୮୨ ) ଜଣେ ଭାରତୀୟ ଜାତୀୟ ମହିଳା କ୍ରିକେଟ ଖେଳାଳି । ତାଙ୍କର ଜନ୍ମ ପଶ୍ଚିମ ବଙ୍ଗ ର ନଦିଆ ଜିଲ୍ଲା ରେ ହେଇଥିଲା । ସେ ବଙ୍ଗଳା ମହିଳା କ୍ରିକେଟ ଦଳ , ପୂର୍ବ ଜୋନ ମହିଳା କ୍ରିକେଟ ଦଳ , ଭାରତୀୟ ଜାତୀୟ ମହିଳା କ୍ରିକେଟ ଦଳ ସମେତ ଏସୀୟ ମହିଳା ଦଳ ରେ ଖେଳନ୍ତି । ସେ ଜଣେ ଅଲ ରାଉଣ୍ଡର ଓ ସେ ୨୦୦୯ ମସିହା ରେ ଦଳ ର ନେତୃତ୍ଵ ମଧ୍ୟ ନେଇଥିଲେ ।
ସେ ଜଣେ ଆକର୍ଷଣୀୟ ବେଟିଂ କରିବା ସହ ମାଧ୍ୟମ ଗତି ରେ ପ୍ରଭାବୀ ବୋଲିଂଟ କରନ୍ତି । ତାଙ୍କର ବିଶେଷ ଅବଦାନ ପାଇଁ ଭାରତ ୨୦୦୬-୦୭ ମସିହା ରେ ଇଂଲଣ୍ଡ ଠାରେ ପ୍ରଥମ ଥର ପାଇଁ ସିରିଜ ବିଜୟ ହାସଲ କରିଥିଲା ।
ଝୁଲଣ 2007 ମସିହା ପାଇଁ ICC ର "ପ୍ଲେୟାର ଅଫ ଥି ଇୟର " ପୁରସ୍କାର ସହ ଏମ . ଏ . ଚିଦମ୍ବରମ ଟ୍ରଫି ମଧ୍ୟ ୨୦୧୧ ମସିହା ରେ ପାଇଥିଲେ । .[୧] ବର୍ତମାନ ସେ ଆଇସିସି ର ବୋଲିଂ ରେଙ୍କିଙ୍ଗ ରେ ପ୍ରଥମ ସ୍ଥାନ ରେ ରହିଛନ୍ତି ।
ସେ ବର୍ତମାନ ଖେଳୁଥିବା ମହିଳା ଦ୍ରୁତ ବୋଲର ମାନଙ୍କ ମଧ୍ୟ ରେ ସର୍ବାଧିକ ଦ୍ରୁତ ବୋଲର ବୋଲି କୁହାଯାଏ । ଏହି ସ୍ଥାନ ରେ ପ୍ରଥମେ ରହିଥିବା କାଥେରୀଣ ଫିତ୍ପତ୍ରୀକ ବର୍ତମାନ ଅବସର ନେଇ ସାରିଲେଣି ।
ପୁରସ୍କାର ଓ ସମ୍ମାନ
- ୨୦୦୭-ଆଇସିସି ମହିଳା କ୍ରିକେଟର ଅଫ ଥି ଇୟର
- ୨୦୧୦-ଅର୍ଜୁନ ପୁରସ୍କାର
- ୨୦୧୨ - ପଦ୍ମଶ୍ରୀ [୨]
ଆଧାର ସମୂହ
- ↑ "Making Giant Strides". The Hindu. 14 December 2011. Retrieved 2013-01-31.
{{cite web}}
: Unknown parameter|deadurl=
ignored (|url-status=
suggested) (help) - ↑ "Padma Awards". pib. 25 January 2012. Retrieved 2013-01-31.
{{cite web}}
: Unknown parameter|deadurl=
ignored (|url-status=
suggested) (help)