ଝୁଲଣ ଗୋସ୍ୱାମୀ
ବ୍ୟକ୍ତିଗତ ତଥ୍ୟ | |||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ନାମ | Jhulan Goswami | ||||||||||||||||||||||||||||||||||||||||||||||||||||
ଡାକ ନାମ | Babul | ||||||||||||||||||||||||||||||||||||||||||||||||||||
ଉଚ୍ଚତା | 5 ft 11 in (1.80 m) | ||||||||||||||||||||||||||||||||||||||||||||||||||||
ବ୍ୟାଟିଂ ପ୍ରକାର | Right-hand bat | ||||||||||||||||||||||||||||||||||||||||||||||||||||
ବୋଲିଂ ପ୍ରକାର | Right-arm medium fast | ||||||||||||||||||||||||||||||||||||||||||||||||||||
ଭୂମିକା | All-rounder | ||||||||||||||||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | |||||||||||||||||||||||||||||||||||||||||||||||||||||
National side | |||||||||||||||||||||||||||||||||||||||||||||||||||||
ପ୍ରଥମ ଟେଷ୍ଟ (cap 51) | 14 January 2002 v England | ||||||||||||||||||||||||||||||||||||||||||||||||||||
ଶେଷ ଟେଷ୍ଟ | 16 November 2015 v South Africa | ||||||||||||||||||||||||||||||||||||||||||||||||||||
ପ୍ରଥମ ଦିନିକିଆ (cap 61) | 6 January 2002 v England | ||||||||||||||||||||||||||||||||||||||||||||||||||||
ଶେଷ ଦିନିକିଆ | 8 July 2015 v New Zealand | ||||||||||||||||||||||||||||||||||||||||||||||||||||
ଦିନିକିଆ ଜାମା ନମ୍ବର | 25 | ||||||||||||||||||||||||||||||||||||||||||||||||||||
Career statistics | |||||||||||||||||||||||||||||||||||||||||||||||||||||
| |||||||||||||||||||||||||||||||||||||||||||||||||||||
Source: Cricinfo |
ଝୁଲଣ ଗୋସ୍ୱାମୀ (ବଙ୍ଗଳା: ঝুলন গোস্বামী) (ଜନ୍ମ ୨୫ ନଭେମ୍ବର ୧୯୮୨ ) ଜଣେ ଭାରତୀୟ ଜାତୀୟ ମହିଳା କ୍ରିକେଟ ଖେଳାଳି । ତାଙ୍କର ଜନ୍ମ ପଶ୍ଚିମ ବଙ୍ଗର ନଦିଆ ଜିଲ୍ଲାରେ ହେଇଥିଲା । ସେ ବଙ୍ଗଳା ମହିଳା କ୍ରିକେଟ ଦଳ , ପୂର୍ବ ଜୋନ ମହିଳା କ୍ରିକେଟ ଦଳ , ଭାରତୀୟ ଜାତୀୟ ମହିଳା କ୍ରିକେଟ ଦଳ ସମେତ ଏସୀୟ ମହିଳା ଦଳରେ ଖେଳନ୍ତି । ସେ ଜଣେ ଅଲ ରାଉଣ୍ଡର ଓ ସେ ୨୦୦୯ ମସିହାରେ ଦଳର ନେତୃତ୍ୱ ମଧ୍ୟ ନେଇଥିଲେ ।
ସେ ଜଣେ ଆକର୍ଷଣୀୟ ବେଟିଂ କରିବା ସହ ମାଧ୍ୟମ ଗତିରେ ପ୍ରଭାବୀ ବୋଲିଂଟ କରନ୍ତି । ତାଙ୍କର ବିଶେଷ ଅବଦାନ ପାଇଁ ଭାରତ ୨୦୦୬-୦୭ ମସିହାରେ ଇଂଲଣ୍ଡଠାରେ ପ୍ରଥମ ଥର ପାଇଁ ସିରିଜ ବିଜୟ ହାସଲ କରିଥିଲା ।
ଝୁଲଣ 2007 ମସିହା ପାଇଁ ICCର "ପ୍ଲେୟାର ଅଫ ଥି ଇୟର " ପୁରସ୍କାର ସହ ଏମ . ଏ . ଚିଦମ୍ବରମ ଟ୍ରଫି ମଧ୍ୟ ୨୦୧୧ ମସିହାରେ ପାଇଥିଲେ । .[୧] ବର୍ତ୍ତମାନ ସେ ଆଇସିସିର ବୋଲିଂ ରେଙ୍କିଙ୍ଗରେ ପ୍ରଥମ ସ୍ଥାନରେ ରହିଛନ୍ତି ।
ସେ ବର୍ତ୍ତମାନ ଖେଳୁଥିବା ମହିଳା ଦ୍ରୁତ ବୋଲରମାନଙ୍କ ମଧ୍ୟରେ ସର୍ବାଧିକ ଦ୍ରୁତ ବୋଲର ବୋଲି କୁହାଯାଏ । ଏହି ସ୍ଥାନରେ ପ୍ରଥମେ ରହିଥିବା କାଥେରୀଣ ଫିତ୍ପତ୍ରୀକ ବର୍ତ୍ତମାନ ଅବସର ନେଇ ସାରିଲେଣି ।[୨]
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ୨୦୦୭-ଆଇସିସି ମହିଳା କ୍ରିକେଟର ଅଫ ଥି ଇୟର
- ୨୦୧୦-ଅର୍ଜୁନ ପୁରସ୍କାର
- ୨୦୧୨ - ପଦ୍ମଶ୍ରୀ [୩]
ଆଧାର
[ସମ୍ପାଦନା]- ↑ "Making Giant Strides". The Hindu. 14 December 2011. Retrieved 2013-01-31.
{{cite web}}
: CS1 maint: url-status (link) - ↑ "How Jhulan became the world's fastest bowler". 30 September 2006. Retrieved 2013-01-31.
{{cite web}}
: CS1 maint: url-status (link) - ↑ "Padma Awards". pib. 25 January 2012. Retrieved 2013-01-31.
{{cite web}}
: CS1 maint: url-status (link)