Jump to content

କଣ୍ଟେଇକୁଳିଆ

ଉଇକିପିଡ଼ିଆ‌ରୁ
୨୧:୩୭, ୨ ଜାନୁଆରୀ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Kanteikulia") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Kanteikulia
Kanteikulia
Village and panchayat
Country India
StateOdisha
DistrictAngul
TehsilKishorenagar
Languages
ଯାନବାହାନ ପଞ୍ଚୀକରଣOD-35 (before OD-19/OR-19)

କଣ୍ଟେଇକୁଳିଆ, ଭାରତୀୟ ରାଜ୍ୟ ଓଡିଶା ର ଅନୁଗୁଳ ଜିଲ୍ଲା ର ଏକ ଗ୍ରାମ । .[]  ଏହି ଗ୍ରାମ ନିକଟ ରେ ଖାନ୍ଦାନଳ ନଦୀ ପ୍ରବାହିତ ହେଇଥାଏ । ଏହା ଘଞ୍ଚ ଅରଣ୍ୟ ରେ ଘେରା । ଏହି ଗ୍ରାମ ଦେଇ ଜାତୀୟ ରାଜପଥ 42 ଯାଇଛି । ଏହା ନିକଟତମ ସହର ବଇଣ୍ଡା ଠାରୁ 6 କିଲୋମିଟର ଦୁରବର୍ତୀ । ଏହା ନିକଟ ରେ ବାମୁର ଜଙ୍ଗଲ ରେଞ୍ଜ ରହିଛି । []ଏହି ଗ୍ରାମ ର ଆୟତନ 591 ବର୍ଗ କିଲୋମିଟର ଓ ଏଠାରେ ଥିବା ହିନ୍ଦୁ ମନ୍ଦିର ଭଗବାନ ଶିବ ଙ୍କ ଉପାସନା ପାଇଁ ରହିଛି । .''[]


ଏହି ଗ୍ରାମ ରେ ସ୍କୁଲ ଓ ଚିକିସ୍ଥାଳୟ ରହିଛି ।  ଜନ ଆବାଦୀ

References

  1. {{cite web}}: Empty citation (help)
  2. Maps (Map). Google Maps.
  3. {{cite web}}: Empty citation (help)