କଣ୍ଟେଇକୁଳିଆ
ଦେଖଣା
କଣ୍ଟେଇକୁଳିଆ
Kanteikulia | |
---|---|
Village and panchayat | |
Country | India |
State | Odisha |
District | Angul |
Tehsil | Kishorenagar |
Languages | |
ଯାନବାହାନ ପଞ୍ଚୀକରଣ | OD-35 (before OD-19/OR-19) |
କଣ୍ଟେଇକୁଳିଆ, ଭାରତୀୟ ରାଜ୍ୟ ଓଡ଼ିଶାର ଅନୁଗୁଳ ଜିଲ୍ଲାର ଏକ ଗ୍ରାମ । .[୧] ଏହି ଗ୍ରାମ ନିକଟରେ ଖାନ୍ଦାନଳ ନଦୀ ପ୍ରବାହିତ ହେଇଥାଏ । ଏହା ଘଞ୍ଚ ଅରଣ୍ୟରେ ଘେରା । ଏହି ଗ୍ରାମ ଦେଇ ଜାତୀୟ ରାଜପଥ 42 ଯାଇଛି । ଏହା ନିକଟତମ ସହର ବଇଣ୍ଡାଠାରୁ 6 କିଲୋମିଟର ଦୁରବର୍ତୀ । ଏହା ନିକଟରେ ବାମୁର ଜଙ୍ଗଲ ରେଞ୍ଜ ରହିଛି । [୨]ଏହି ଗ୍ରାମର ଆୟତନ 591 ବର୍ଗ କିଲୋମିଟର ଓ ଏଠାରେ ଥିବା ହିନ୍ଦୁ ମନ୍ଦିର ଭଗବାନ ଶିବଙ୍କ ଉପାସନା ପାଇଁ ରହିଛି ।[୩]
ଏହି ଗ୍ରାମରେ ସ୍କୁଲ ଓ ଚିକିସ୍ଥାଳୟ ରହିଛି ।
ଜନସଂଖ୍ୟା
[ସମ୍ପାଦନା]2011 ଜନଗଣନା ଅନୁସାରେ ଏହି ଗ୍ରାମର ଜନସଂଖ୍ୟା 375 ରହିଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 199 ଥିବା ବେଳେ ମହିଳା ସଂଖ୍ୟା 176 ରହିଥିଲା । [୪]
References
[ସମ୍ପାଦନା]- ↑ "Government of Orissa". Retrieved 21 May 2010.
- ↑ Maps (Map). Google Maps.
- ↑ "Kanteikolia". 2011 Census of India. Government of India. Archived from the original on 13 December 2016. Retrieved 15 December 2016.
- ↑ https://villageinfo.in/odisha/anugul/handapa/kanteikolia.html