Jump to content

ପଦାନିଲମ୍ ପାରବ୍ରହ୍ମା ମନ୍ଦିର

ଉଇକିପିଡ଼ିଆ‌ରୁ
୧୨:୧୪, ୨ ଜାନୁଆରୀ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Padanilam Parabrahma Temple") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Nooranad Padanilam Parabrahma Temple
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictAlappuzha
Location
ସ୍ଥାନPadanilam, Nooranad
StateKerala
CountryIndia
Website
www.padanilamtemple.org

ପଦାନିଲମ୍ ପାରବ୍ରହ୍ମା ମନ୍ଦିର (പടനിലം പരബ്രഹ്മ ക്ഷേത്രം )ଭାରତୀୟ ରାଜ୍ୟ କେରଲ ର ଅଲପୁଝା ଜିଲ୍ଲା ର ପଦାନିଲମ୍ ଠାରେ ଅବସ୍ଥିତ ଏକ ମନ୍ଦିର । ଏହା ପୂର୍ବତନ ରାଜକୀୟ ରାଜ୍ୟ ତ୍ରଭଙ୍କୋର ର ଏକ ମୁଖ୍ୟ ମନ୍ଦିର ଥିଲା । କୟାକୂଳମ୍ ଓ ପାଣ୍ଡାଲମ ଠାରୁ ଏହାର ଦୂରତା ଯଥାକ୍ରମେ 17 ଓ 7 କିଲୋମିଟର । ସ୍ଥାନୀୟ ଭାଷା ରେ ଓମକାରମ୍ କୁହା ଯାଉଥିବା ପାରବ୍ରହ୍ମା ଙ୍କ ଉପାସନା ପାଇଁ ଏହା ନିର୍ମିତ ହେଇଥିଲା । 

ଇତିହାସ 

[] ପଦାନିଲମ୍ ମନ୍ଦିର କୁ ସ୍ଵୟଂଭୂ କୁହାଯାଇଥାଏ । ଏହାର ପ୍ରକୃତ ନିର୍ମାତା ଓ ନିର୍ମାଣ କାଳ ବିଷୟ ରେ ଜଣାପଡି ନାହି । 

ପଦାନିଲମ୍ ଶିବରାତ୍ରି 

Nandikeshan from Edappon kara

ଶିବରାତ୍ରି i[] iଏଠାରେ ମୁଖ୍ୟ ପାଳିତ ପର୍ବ । ଏହି ସମୟ ରେ ବିଶାଳ କାୟ ଶଣ୍ଢ ଯୁଗଳ ଙ୍କୁ ରଥ ପରି ମନ୍ଦିର କୁ ଟାଣି ନିଆଯାଇଥାଏ । ଏହାକୁ କେତ୍ତୁକେଲା କୁହାଯାଇଥାଏ । ମନ୍ଦିର ସହ ସଂଯୁକ୍ତ ଥିବା 15 ଟି ଟେରିତରୀ ଅଞ୍ଚଳ ରୁ ଏପରି ଶଣ୍ଢ ଯୁଗଳ ଙ୍କ ଅଣାଯାଇଥାଏ । ଏଠି ମଧ୍ୟ ରୁ କେତେକ 40 ଫୁଟ ରୁ ମଧ୍ୟ ଅଧିକ ଉତ୍ଚ ଥାନ୍ତି । ଏହା କେରଲ ଏକ ସର୍ବପ୍ରସିଦ୍ଧ ଯାତ୍ରା । ଏହି ବୃହତ ମୂର୍ତି ସବୁ ନିର୍ମାଣ ପାଇ ବହୁ ବ୍ୟକ୍ତି ସମୋରୁକ୍ତ ଥାନ୍ତି । କେରଲ ସରକାର ଏହି ଗ୍ରାମ କୁ ପର୍ଯ୍ୟଟନ ଗ୍ରାମ ଭାବରେ ଗ୍ରହଣ କରିବାକୁ ପ୍ରସ୍ତାବ ଦିଆ ଯାଇଛି । ଦେଶ ଓ ବିଦେଶ ରୁ ଏଠାକୁ ବହୁ ଯାତ୍ରୀ ଏହି ପର୍ବ ଦେଖିବାକୁ ଆସନ୍ତି । ଏହି ଅପୂର୍ବ ଦୃଶ୍ୟ ସନ୍ଧ୍ୟା  ସମୟ ରେ ଦେଖିବାକୁ ମିଳିଥାଏ । ଏହା ଅର୍ଦ୍ଧ ରାତ୍ର ଯାଏ ଚାଲିଥାଏ । 

ମନ୍ଦିର ବୈଶିଷ୍ଟ 

Decorated head of a Kettukala
  • ଏହି ମନ୍ଦିର ରେ ପ୍ରାଚୀର ନଥାଏ ।
  • ପୂଜକ ମାନେ ସମସ୍ତେ ବ୍ରାହ୍ମଣ ନ ଥାନ୍ତି ( ଜାତି ଭେଦ ଏଠାରେ ନାହି) 
  • ମନ୍ଦିର ଖୋଲା କି ବନ୍ଧ ହୁଏ ନାହି ।
  • ଅଣ ହିନ୍ଦୁ ମାନଙ୍କୁ ମଦିର ପ୍ରବେଶ ଦିଆଯାଇଥାଏ ।
  • ଭକ୍ତ ମାନଙ୍କୁ ଭସ୍ମ ଦିଆ ଯାଏ 
  • ମନ୍ଦିର ରେ ନିର୍ଦ୍ଧିଷ୍ଟ ପ୍ରତିମା ନାହି । 
  • ମନ୍ଦିର ପରିସର ରେ ଭକ୍ତ ଗଣ ରହିବା ର ବ୍ୟବସ୍ଥା ରହିଛି । ଏଥିପାଇଁ ମନ୍ଦିର ନିକଟ ରେ କୁଟୀର ସବୁ ନିର୍ମିତ ହେଇଛି । 
  • ସାବରିମାଳା ପାଇଁ ଆସିଥିବା ଭକ୍ତ ଗଣ ଙ୍କୁ ମନ୍ଦିର ତରଫ ରୁ ଖାଦ୍ଯ ଓ କଫି ଦିଆଯାଇଥାଏ । 

ମନ୍ଦିର ର 15 ଟି କାରାକାଳ ( ଆଞ୍ଚଳିକ ) 

ମନ୍ଦିର ର 15 ଟି କାରାକାଳ ଏହିପରି 

  • Nedukulanjimuri
  • Palamel
  • Thathamunna
  • Edappon
  • Naduvilemuri
  • Muthukattukara
  • Ulavukkad
  • Erumakuzhy
  • Puthupallikunnam
  • Kudassanad
  • Pulimel
  • Edakkunnam
  • Pattoor
  • Pazhanjikkonam
  • Kidangayam

  • ଗେଲେରୀ 
  • Nandikeshan from Nedukulanji kara
    Nandikeshan from Nedukulanji kara
  • Nandikeshan from Palamel kara
    Nandikeshan from Palamel kara
  • Nandikeshan from Edappon kara
    Nandikeshan from Edappon kara
  • Nandikeshan from Naduvilemuri kara
    Nandikeshan from Naduvilemuri kara
  • Nandikeshan from Muthukattu kara
    Nandikeshan from Muthukattu kara
  • Nandikeshan from Ulavukkad kara
    Nandikeshan from Ulavukkad kara
  • Nandikeshan from Erumakuzhy kara
    Nandikeshan from Erumakuzhy kara
  • Nandikeshan from Puthupallikunnam kara
    Nandikeshan from Puthupallikunnam kara
  • Nandikeshan from Kudassanad kara
    Nandikeshan from Kudassanad kara
  • Nandikeshan from Pulimel kara
    Nandikeshan from Pulimel kara
  • Nandikeshan from Edakkunnam kara
    Nandikeshan from Edakkunnam kara
  • Nandikeshan from Pattor kara
    Nandikeshan from Pattor kara
  • Nandikeshan from Pazhanjikonam kara
    Nandikeshan from Pazhanjikonam kara
  • Nandikeshan from Kidangayam kara
    Nandikeshan from Kidangayam kara

ଅନ୍ୟ ଯାତ୍ରା 

Lakshadeepam at the temple during mandala chirapp
  • ମୁଖ୍ୟ j.

ଯାତାୟାତ 

ମନ୍ଦିର  ଯିବା ପାଇଁ ଯଥେଷ୍ଟ ବସ ସୁବିଧା ରହିଛି । କୟାମକୁଲମ ଠାରୁ ଏଠାକୁ ଯାଇ ହୁଏ । 

ଆଧାର ସମୂହ 

ବାହ୍ୟ ସଂଯୋଗ 

Official temple website