ପଦାନିଲମ୍ ପାରବ୍ରହ୍ମା ମନ୍ଦିର

ଉଇକିପିଡ଼ିଆ‌ରୁ
ପଦାନିଲମ୍ ପାରବ୍ରହ୍ମା ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictAlappuzha
Location
ସ୍ଥାନPadanilam, Nooranad
StateKerala
CountryIndia
Website
www.padanilamtemple.org

ପଦାନିଲମ୍ ପାରବ୍ରହ୍ମା ମନ୍ଦିର (പടനിലം പരബ്രഹ്മ ക്ഷേത്രം )ଭାରତୀୟ ରାଜ୍ୟ କେରଳର ଅଲପୁଝା ଜିଲ୍ଲାର ପଦାନିଲମ୍ଠାରେ ଅବସ୍ଥିତ ଏକ ମନ୍ଦିର । ଏହା ପୂର୍ବତନ ରାଜକୀୟ ରାଜ୍ୟ ତ୍ରଭଙ୍କୋରର ଏକ ମୁଖ୍ୟ ମନ୍ଦିର ଥିଲା । କୟାକୂଳମ୍ ଓ ପାଣ୍ଡାଲମଠାରୁ ଏହାର ଦୂରତା ଯଥାକ୍ରମେ 17 ଓ 7 କିଲୋମିଟର । ସ୍ଥାନୀୟ ଭାଷାରେ ଓମକାରମ୍ କୁହା ଯାଉଥିବା ପାରବ୍ରହ୍ମାଙ୍କ ଉପାସନା ପାଇଁ ଏହା ନିର୍ମିତ ହେଇଥିଲା । 

ଇତିହାସ [ସମ୍ପାଦନା]

[୧] ପଦାନିଲମ୍ ମନ୍ଦିରକୁ ସ୍ୱୟଂଭୂ କୁହାଯାଇଥାଏ । ଏହାର ପ୍ରକୃତ ନିର୍ମାତା ଓ ନିର୍ମାଣ କାଳ ବିଷୟରେ ଜଣାପଡି ନାହି । 

ପଦାନିଲମ୍ ଶିବରାତ୍ରି [ସମ୍ପାଦନା]

Nandikeshan from Edappon kara

ଶିବରାତ୍ରି i[୨] iଏଠାରେ ମୁଖ୍ୟ ପାଳିତ ପର୍ବ । ଏହି ସମୟରେ ବିଶାଳ କାୟ ଶଣ୍ଢ ଯୁଗଳଙ୍କୁ ରଥ ପରି ମନ୍ଦିରକୁ ଟାଣି ନିଆଯାଇଥାଏ । ଏହାକୁ କେତ୍ତୁକେଲା କୁହାଯାଇଥାଏ । ମନ୍ଦିର ସହ ସଂଯୁକ୍ତ ଥିବା 15ଟି ଟେରିତରୀ ଅଞ୍ଚଳରୁ ଏପରି ଶଣ୍ଢ ଯୁଗଳଙ୍କ ଅଣାଯାଇଥାଏ । ଏଠି ମଧ୍ୟରୁ କେତେକ 40 ଫୁଟରୁ ମଧ୍ୟ ଅଧିକ ଉତ୍ଚ ଥାନ୍ତି । ଏହା କେରଳ ଏକ ସର୍ବପ୍ରସିଦ୍ଧ ଯାତ୍ରା । ଏହି ବୃହତ ମୂର୍ତି ସବୁ ନିର୍ମାଣ ପାଇ ବହୁ ବ୍ୟକ୍ତି ସମୋରୁକ୍ତ ଥାନ୍ତି । କେରଳ ସରକାର ଏହି ଗ୍ରାମକୁ ପର୍ଯ୍ୟଟନ ଗ୍ରାମ ଭାବରେ ଗ୍ରହଣ କରିବାକୁ ପ୍ରସ୍ତାବ ଦିଆ ଯାଇଛି । ଦେଶ ଓ ବିଦେଶରୁ ଏଠାକୁ ବହୁ ଯାତ୍ରୀ ଏହି ପର୍ବ ଦେଖିବାକୁ ଆସନ୍ତି । ଏହି ଅପୂର୍ବ ଦୃଶ୍ୟ ସନ୍ଧ୍ୟା  ସମୟରେ ଦେଖିବାକୁ ମିଳିଥାଏ । ଏହା ଅର୍ଦ୍ଧ ରାତ୍ର ଯାଏ ଚାଲିଥାଏ । 

ମନ୍ଦିର ବୈଶିଷ୍ଟ [ସମ୍ପାଦନା]

Decorated head of a Kettukala
  • ଏହି ମନ୍ଦିରରେ ପ୍ରାଚୀର ନଥାଏ ।
  • ପୂଜକମାନେ ସମସ୍ତେ ବ୍ରାହ୍ମଣ ନ ଥାନ୍ତି ( ଜାତି ଭେଦ ଏଠାରେ ନାହି) 
  • ମନ୍ଦିର ଖୋଲା କି ବନ୍ଧ ହୁଏ ନାହି ।
  • ଅଣ ହିନ୍ଦୁମାନଙ୍କୁ ମଦିର ପ୍ରବେଶ ଦିଆଯାଇଥାଏ ।
  • ଭକ୍ତ ମାନଙ୍କୁ ଭସ୍ମ ଦିଆ ଯାଏ 
  • ମନ୍ଦିରରେ ନିର୍ଦ୍ଧିଷ୍ଟ ପ୍ରତିମା ନାହି । 
  • ମନ୍ଦିର ପରିସରରେ ଭକ୍ତ ଗଣ ରହିବାର ବ୍ୟବସ୍ଥା ରହିଛି । ଏଥିପାଇଁ ମନ୍ଦିର ନିକଟରେ କୁଟୀର ସବୁ ନିର୍ମିତ ହୋଇଛି । 
  • ସାବରିମାଳା ପାଇଁ ଆସିଥିବା ଭକ୍ତ ଗଣଙ୍କୁ ମନ୍ଦିର ତରଫରୁ ଖାଦ୍ଯ ଓ କଫି ଦିଆଯାଇଥାଏ । 

ମନ୍ଦିରର 15ଟି କାରାକାଳ ( ଆଞ୍ଚଳିକ ) [ସମ୍ପାଦନା]

ମନ୍ଦିରର 15ଟି କାରାକାଳ ଏହିପରି 

  • Nedukulanjimuri
  • Palamel
  • Thathamunna
  • Edappon
  • Naduvilemuri
  • Muthukattukara
  • Ulavukkad
  • Erumakuzhy
  • Puthupallikunnam
  • Kudassanad
  • Pulimel
  • Edakkunnam
  • Pattoor
  • Pazhanjikkonam
  • Kidangayam

ଗ୍ୟାଲେରି[ସମ୍ପାଦନା]

ଅନ୍ୟ ଯାତ୍ରା [ସମ୍ପାଦନା]

Lakshadeepam at the temple during mandala chirapp
  • ମୁଖ୍ୟ j.

ଯାତାୟତ [ସମ୍ପାଦନା]

ମନ୍ଦିର  ଯିବା ପାଇଁ ଯଥେଷ୍ଟ ବସ ସୁବିଧା ରହିଛି । କୟାମକୁଲମଠାରୁ ଏଠାକୁ ଯାଇ ହୁଏ । 

ଆଧାର [ସମ୍ପାଦନା]

  1. "ଆର୍କାଇଭ୍ କପି". Archived from the original on 2017-07-03. Retrieved 2017-01-02. {{cite web}}: Cite has empty unknown parameter: |1= (help)
  2. [୧]

ବାହାର ଲିଙ୍କ [ସମ୍ପାଦନା]

Official temple website Archived 2016-11-09 at the Wayback Machine.